ରାକ୍ଷୀଙ୍କ ଉପରେ ବର୍ଷିଲେ ଏହି ଅଭିନେତ୍ରୀଙ୍କ ମା’

ମୁମ୍ବାଇ: ବିଗ୍‌ ବସ ସିଜନ ୧୪ରେ ନିକ୍କି ତମ୍ବୋଲି ଏବଂ ରାକ୍ଷୀ ସାଓ୍ବନ୍ତଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। ରାକ୍ଷୀ ନିକ୍କିଙ୍କୁ ଏପରି ଏକ ମନ୍ତବ୍ୟ ଦେଇଥିଲେ ଯେ, ସମସ୍ତେ ରାଗି ଯାଇଥିଲେ। ଏକ ସାକ୍ଷାତକାରରେ ରାକ୍ଷୀ କୁହନ୍ତି, ନିକ୍କି ପୁରୁଷମାନଙ୍କ ପାଖରେ ବସନ୍ତି। ରାକ୍ଷୀଙ୍କ ଏପରି କଥା ଶୁଣି ନିକ୍କି ତାଙ୍କ ସହ ଝଗଡ଼ା କରିଥିଲେ। ପରେ ତାଙ୍କୁ ଏକୁଟୁଆ କାନ୍ଦୁଥିବା ମଧ୍ୟ ଦେଖାଯାଇଥିଲା।

ବର୍ତ୍ତମାନ ଏହି ବିବାଦକୁ ନେଇ ନକ୍କିଙ୍କ ମା ପ୍ରତିକ୍ରିୟା ଦେବା ସହ ରାକ୍ଷୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି, ରାକ୍ଷୀ କେତେ ଶସ୍ତା ଦେଖାଯାଉଛି। ଅନ୍ତତଃପକ୍ଷେ ରାକ୍ଷୀ ସେହି ଦର୍ଶକମାନଙ୍କୁ ସମ୍ମାନ ଦିଅନ୍ତୁ, ଯେଉଁମାନେ ଏହି ଶୋ’ଦେଖୁଛନ୍ତି। ଯଦି ସେମାନେ ତାଙ୍କ ମାତାପିତାଙ୍କୁ ପଚାରନ୍ତି ତେବେ ଏହାର ପ୍ରଭାବ କ’ଣ ହେବ। ରାକ୍ଷୀ ତାଙ୍କ ଝିଅ ଉପରକୁ ଚେୟାର ଫିଙ୍ଗିଥିବାରୁ ନିକ୍କିଙ୍କ ମା ଅସନ୍ତୋଷ ପ୍ରକାଶ କରିଛନ୍ତି। ରିୟାଲିଟି ଶୋ’ ମଧ୍ୟରେ ଏପରି ବ୍ୟବହାର ଗ୍ରହଣ ଯୋଗ୍ୟ ନୁହେଁ ବୋଲି ନିକ୍କିଙ୍କ ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ଧମକ ଦେଇଥିବା ବ୍ୟକ୍ତି ଜାମିନରେ ଆସିଥିଲେ ବାହାରକୁ

ମୁମ୍ବାଇ,୨୭ ।୩: ବଲିଉଡ ଅଭିନେତା ସଲମାନ ଖାଁଙ୍କୁ ଦ୍ୱିତୀୟ ଥର ଦିଆଯାଇଥିବା ଧମକ ମାମଲରେ ଗିରଫ ହୋଇଥିବା ଅଭିଯୁକ୍ତ ଧାକଡ ରାମ ବିଶ୍ନୋଇଙ୍କ ଉପରେ ରାଜସ୍ଥାନରେ...

ମେ’ରେ ରିଲିଜ୍ ହେବ ‘ଜୟେଶ ଭାଇ ଜୋରଦାର’

ମୁମ୍ବାଇ: ବଲିଉଡର କପିଲ ଦେବ ଅର୍ଥାତ୍ ଅଭିନେତା ରଣବୀର ସିଂ ସୋସିଆଲ ମିଡିଆରେ ତାଙ୍କ ଅପ କମିଂ ଫିଲ୍ମ ‘ଜୟେଶ ଭାଇ ଜୋରଦାର’ର ଏକ ଭିଡିଓ...

ଜାଣନ୍ତୁ ଆଲିିଆ-ରଣବୀରଙ୍କୁ କ’ଣ ଉପହାର ଦେଲେ ଏକ୍ସ ଗର୍ଲଫ୍ରେଣ୍ଡ

ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି।...

୩୬୦ କୋଟି ସମ୍ପତ୍ତିର ମାଲିକ ଏହି ସୁପରଷ୍ଟାର, ୧୦ ବର୍ଷ ପୂର୍ବେ ସ୍ନେହାଙ୍କୁ କରିଥିଲେ ବିବାହ

ସାଉଥ୍‌ ଫିଲ୍ମର ଲୋକପ୍ରିୟ ଅଭିନେତା ଆଲୁ ଅର୍ଜୁନ ଇତିମଧ୍ୟରେ ୩୮ ବର୍ଷର ହୋଇଛନ୍ତି। ୮ ଅପ୍ରେଲ, ୧୯୮୩ରେ ଚେନ୍ନାଇରେ ସେ ଜନ୍ମଗ୍ରହଣ କରିଥିଲେ। ୨୦୦୩ରେ ଫିଲ୍ମ...

ବିବାହ ପୂର୍ବରୁ କରୀନାଙ୍କୁ ଏହି ନାଁରେ ଡାକୁଥିଲେ ସୈଫ୍‌

ବଲିଉଡ ଅଭିନେତା ସୈଫ୍‌ ଅଲି ଖାନ ଏବଂ କରୀନା କପୁର ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଦମ୍ପତି। ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ବହୁତ ଲୋକପ୍ରିୟ। ଦୀର୍ଘ ସମୟ...

ସିଦ୍ଧାର୍ଥଙ୍କ ପାଇଁ ରିୟା-ସୁଶାନ୍ତଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପଛର କାରଣ ଖୋଜୁଛି ପୋଲିସ। ମାମଲାରେ ପ୍ରେମିକା ରିୟା ଚକ୍ରବର୍ତ୍ତୀ ସନ୍ଦେହ ଘେରରେ ଅଛନ୍ତି। ନିକଟରେ ବାନ୍ଦ୍ରା...

ଅଟୋରେ ମୁମ୍ବାଇ ବୁଲା

ମୁମ୍ବାଇ: ବଲିଉଡ୍‌ ଅଭିନେତା ବରୁଣ ଧଓ୍ବନ୍‌ ଅଟୋ ରିକ୍ସାରେ ବସି ମୁମ୍ବାଇ ବୁଲିଛନ୍ତି। ତେବେ ଏହାର ଭିଡିଓ ବରୁଣ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଅଟୋରେ...

୩୦ ଲକ୍ଷରେ ବିଗ୍‌ ବି ବିକୁଛନ୍ତି କୋଟିଏରୁ ଅଧିକ ମୂଲ୍ୟର ଏହି କାର୍‌? ୧୪ ବର୍ଷ ପୂର୍ବେ ସଉକରେ କିଣିଥିଲେ

ବମ୍ବେ: କାର୍‌ ବିକିବେ ବିଗ୍‌ ବି ଅମିତାଭ। ନିଜର ପୋର୍ଚେ କେମ୍ୟାନ୍‌ ଏସ୍‌ କାର୍‌କୁ ବିକ୍ରି କରିବାକୁ ଅମିତାଭ ନିଷ୍ପତ୍ତି ନେଇଛନ୍ତି। କାରଟିର ମୂଲ୍ୟ ୧.୨୦...

Advertisement
Archives

Model This Week