Posted inଜାତୀୟ

କ୍ଷମା ମାଗିଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ

ନୂଆଦିଲ୍ଲୀ,୧୯ ।୧୨: କଂଗ୍ରେସ ଦଳର ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ପୁଅ ବିବେକ ଡୋଭାଲଙ୍କୁ କ୍ଷମା ମାଗିଛନ୍ତି । ବିବେକ କଂଗ୍ରେସ ନେତା ରମେଶଙ୍କ ନାଁରେ କରିଥିବା ମାନହାନୀ ମାମଲାରେ ସେ କ୍ଷମା ମାଗିଥିବା ଜଣାପଡିଛି । ଗତବର୍ଷ ବିବେକ ଡୋଭାଲ ଜୟରାମ ରମେଶ ଓ କାରୱାଂ ମାଗାଜିନ ବିରୋଧରେ ଏକ ମାନହାନୀ ମାମଲା ଦାୟର କରିଥିଲେ । କାରଣ ମାଗାଜିନ ତାଙ୍କ ବିରୋଧରେ ଆପତ୍ତିଜନକ ଲେଖା ଛାପିଥିଲା । ଶନିବାର ବିବେକ ଡୋଭାଳ ସୂଚନା ଦେଇଛନ୍ତି କି ଜୟରାମ ରମେଶ କ୍ଷମା ମାଗିଛନ୍ତି ଯାହାକୁ ସେ ସ୍ୱୀକାର କରି ନେଇଛନ୍ତି । ହେଲେ କାରୱାଂ ପତ୍ରିକା ବିରୋଧରେ ମାନହାନୀ ମାମାଲା ଜାରି ରହିବ । ଅନ୍ୟପଟେ ଜୟରାମ ରମେଶ କହିଛନ୍ତି ସେ ବିବେକ ଡୋଭାଲଙ୍କ ବିରୋଧରେ କିଛି ଟିପ୍ପଣି ଦେଇଛନ୍ତି ଓ ନିର୍ବାଚନ ସମୟରେ ତାଙ୍କ ଉପରେ ଖୁବ୍ ଦୋଷ ଲଦିଛନ୍ତି । ହେଲେ ଏହା କରିବା ପୂର୍ବରୁ ମୋତେ ଯାଞ୍ଚ କରିବାର ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଦଳିତ ମୁସଲମାନ-ଖ୍ରୀଷ୍ଟିଆନମାନଙ୍କୁ ଅନୁସୂଚିତ ଜାତି ମାନ୍ୟତା ନାହିଁ…

ନୂଆଦିଲ୍ଲୀ,୧୦।୧୧ : ଦଳିତ ମୁସଲମାନ ଏବଂ ଖ୍ରୀଷ୍ଟିଆନମାନଙ୍କୁ ଦେଶରେ ଅନୁସୂଚିତ ଜାତି (ଏସସି) ମାନ୍ୟତା ଦିଆଯାଇ ନାହିଁ। ସେମାନଙ୍କୁ ଏସସି ସଂରକ୍ଷଣ ଅଧୀନରେ ଚାକିରି ଏବଂ...

ରାଜଧାନୀର ୩୦ ସ୍ଥାନରେ ଡମି ଆଇଇଡ଼ି ପ୍ଲାଣ୍ଟ କରିଛି ସ୍ପେଶାଲ ସେଲ, ପୋଲିସ ବିଭାଗକୁ ମିଳିଛି ୧୨ର ସୂଚନା…

ନୂଆଦିଲ୍ଲୀ,୧୪।୭ : ରାଜଧାନୀ ଦିଲ୍ଲୀରେ ପୋଲିସ ବିଭାଗର ପ୍ରସ୍ତୁତିକୁ ପରୀକ୍ଷାମୂଳକ ଭାବେ ଯାଞ୍ଚ କରିବା ପାଇଁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗତ ଏକ ମାସ...

ବସ୍‌ ଛାତରୁ ଭିଡ ରାସ୍ତାରେ ଗଳି ପଡିଲେ ୨୦ରୁ ଊର୍ଦ୍ଧ୍ୱ ଛାତ୍ର

ନୂଆଦିଲ୍ଲୀ,୧୮।୬: ଚେନ୍ନାଇରେ ବସ୍‌ ଡେ’ ପାଳନ ଅବସରରେ ଘଟିଛି ଏକ ଦୁର୍ଘଟଣା। ସୋମବାର ଏହି ଦିବସ ପାଳନ ଅବସରରେ କେତେଜଣ ଛାତ୍ର ଚଳନ୍ତା ବସ୍‌ ଛାତ...

ପୁଲଓ୍ବାମା ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ମୃତ

ପୁଲଓ୍ବାମା,୨।୬: ଜମ୍ମୁ-କଶ୍ମୀରରେ ହୋଇଥିବା ଏନ୍‌କାଉଣ୍ଟରରେ ମଙ୍ଗଳବାର ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସାଇମଙ୍ଗ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏହି ଏନ୍‌କାଉଣ୍ଟର କରାଯାଇଛି। ସୋମବାର...

ରାହୁଲ ଗାନ୍ଧୀଙ୍କୁ ସଂସଦରୁ ଦୂରେଇ ରଖିବା ପାଇଁ କରାଯାଉଛି ପ୍ରୟାସ: ଖାର୍ଗେ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ କଂଗେସ ନେତା ରାହୁଲ ଗାନ୍ଧୀଙ୍କୁ କୋର୍ଟ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।...

କଣ୍ଟାକ୍ଟ ଲେନ୍ସ ବିକ୍ରି ପାଇଁ ଦରକାର ହେବ ଲାଇସେନ୍ସ

ନୂଆଦିଲ୍ଲୀ,୧୪ ।୧୦: ଏବେ ଆଉ କଣ୍ଟାକ୍ଟ ଲେନ୍ସ ସବୁ ଚଷମା ଦୋକାନରେ ଦେଖିବାକୁ ମିଳିବ ନାହିଁ । କେନ୍ଦ୍ର ସରକର କଣ୍ଟାକ୍ଟ ଲେନ୍ସ ବିକ୍ରେତାଙ୍କୁ ଲାଇସେନ୍ସ...

୨୫ରେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୪-୨୫ ତାରିଖରେ ମଧ୍ୟପ୍ରଦେଶ, କେରଳ, ଦାଦ୍ରା ଏବଂ ନଗର ହାଭେଳି ଏବଂ ଡାମନ ଏବଂ ଡିୟୁ ଗସ୍ତ କରିବାର...

ନାଗରିକତା ସଂଶୋଧନ ବିଲ୍‌: ଭୋଟିଂରୁ ଦୂରେଇ ରହିଲେ ମିମି ଚକ୍ରବର୍ତ୍ତୀଙ୍କ ସମେତ ୬ଏମ୍‌ପି

ନୂଆଦିଲ୍ଲୀ,୧୦।୧୨: ଲୋକ ସଭାରେ ନାଗରିକତା ସଂଶୋଧନ ବିଲ୍‌ ଗୃହୀତ ହୋଇଯାଇଥିବା ବେଳେ ଏବେ ରାଜ୍ୟ ସଭାରେ ଏହାକୁ ପାରିତ କରିବା ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି।...

Advertisement
Archives

Model This Week