କରୋନା ଟୀକା ନେବାର ଅଳ୍ପ ସମୟ ପରେ ବେହୋସ ହୋଇଗଲେ ନର୍ସ: ଭିଡିଓ ଭାଇରାଲ

ଆମେରିକାର ଏକ ହସ୍ପିଟାଲର ନର୍ସଙ୍କ ମଧ୍ୟରେ ମୁଖ୍ୟ ଟିଫାନି ଡୋଭର କରୋନା ଟିକା ନେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ବେହୋସ ହୋଇଥିଲେ। ଫାଇଜର ବାୟୋନୋଟେକର କୋଭିଡ ୧୯ ଟିକା ନେବାର ୧୭ ମିନିଟ୍‌ ପରେ ଟିଫାନି ଲାଇଭ କ୍ୟାମେରା ଆଗରେ ଚେତାଶୂନ୍ୟ ହୋଇଥିଲେ। ସେଠାରେ ଉପସ୍ଥିତ ଡାକ୍ତରମାନେ ତାଙ୍କୁ ଧରି ନେଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି।

ଆମେରିକା ଟେନେସି ସହରର ସିଏଚ୍‌ଆଇ ମେମୋରିଆଲ ହସ୍ପିଟାଲରୁ ଟୀକା ନେବାର କିଛି ସମୟରେ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା। ଯେତେବେଳେ ଟିଫାନି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ, ସେତେବେଳେ ସେ ବେହୋସ ହୋଇପଡ଼ିଲେ।
ଏହି ଟୀକା ପାଇଁ ଆମର ସମସ୍ତ କର୍ମଚାରୀ ବହୁତ ଉତ୍ସାହିତ ଅଛନ୍ତି। ଆମେ କୋଭିଡ ୟୁନିଟ୍‌ର ହୋଇଥିବାରୁ ମୋ ଦଳ ପ୍ରଥମେ ଏହି ଟୀକା ବ୍ୟବହାର କରିବାର ସୁଯୋଗ ପାଇଲା ବୋଲି ନର୍ସଜଣଙ୍କ ଭିଡିଓରେ କହୁଥିବା ଦେଖାଯାଇଛି। ଏହାର କିଛି ସମୟ ପରେ ସେ ଚେତା ହରାଇ ବସିଥିଲେ। ତେବେ ଏ ନେଇ ଡାକ୍ତରମାନେ କହିଛନ୍ତି, କରୋନା ଟୀକା ପାଇଁ ଏହା ହୋଇନାହିଁ। ସେ ଅଧିକ ଯନ୍ତ୍ରଣା ଅନୁଭବ କରିବା ବେଳେ ତାଙ୍କର ସେପରି ହୋଇଥାଏ। କାରଣ ସେ ଦୁର୍ବଳ ହୋଇଯାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ତିନି ଦିନ କାମାକ୍ଷା ମନ୍ଦିରରେ ପ୍ରବେଶ କରନ୍ତିନି କେହି…

ଗୌହାଟି ଅନ୍ତର୍ଗତ ନୀଳାଚଳ ପାହାଡ଼ରେ ସ୍ଥିତ ପୀଠରେ ବିରାଜିତ ମା’ କାମାକ୍ଷାଙ୍କୁ ମା’ ସତୀ ମଧ୍ୟ କୁହାଯାଏ। ଏଠାରେ ଦେବୀ ସତୀଙ୍କ ଯୋନି ପଡିଛି ବୋଲି...

ସ୍ତ୍ରୀଙ୍କ କ୍ରେଡିଟ୍‌ କାର୍ଡରୁ ପ୍ରେମିକାଙ୍କ ପାଇଁ ଟ୍ରାଫିକ ଚାଲାଣ ଭରିଥିଲେ ସ୍ବାମୀ, ଜଣାପଡ଼ିବା ପରେ…

ଦୁବାଇରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଜଣେ ମହିଳା ତାଙ୍କ କ୍ରେଡିଟ୍‌ କାର୍ଡ...

ରୁଷିଆ ପାଇଁ ରେଡ ଆଲର୍ଟ! ଜେଲେନ୍‌ସ୍କିଙ୍କୁ ଭେଟିବେ ଆମେରିକାର ୨ ମନ୍ତ୍ରୀ

କ୍ୱିଭ,୨୪ ।୪: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି । ନ୍ୟୁଜ ଏଜେନ୍ସି ଏପିର ରିପୋର୍ଟ ଅନୂଯାୟୀ, ରୁଷିଆ ସେନା ଏବେ ୟୁକ୍ରେନର...

କରୋନା ବଢ଼ାଇଦେଲା ଆଉ ଏକ ମାରାତ୍ମକ ରୋଗ: ୨୩ ବର୍ଷର ରେକର୍ଡ ଭାଙ୍ଗିଲା

ଓ୍ବାଶିଂଟନ,୧୩ା୧୧: ସମଗ୍ର ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ଏବେ ଏହି ରୋଗ ଆଉ ଏକ ରୋଗ ଆଶଙ୍କାକୁ ବଢ଼ାଇଦେଇଛି। ଯାହା ୨୩ ବର୍ଷର...

ରସାୟନ ବିଜ୍ଞାନରେ ବେଞ୍ଜାମିନ୍‌-ମ୍ୟାକ୍‌ମିଲନଙ୍କୁ ନୋବେଲ…

ଓ୍ବାଶିଂଟନ,୬।୧୦: ରସାୟନ ବିଜ୍ଞାନରେ ୨୦୨୧ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ରସାୟନ ବିଜ୍ଞାନ କ୍ଷେତ୍ରରେ ଉଲେ୍‌ଲଖନୀୟ ଅବଦାନ ଲାଗି ୨ ଜଣଙ୍କୁ...

ପୁଟିନ୍‌ଙ୍କ ଘାତକ ଘୋଷଣା ଆଜି

ମସ୍କୋ/କିଭ୍‌,୩୦ା୯:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ରେଡ୍‌ ସ୍କୋୟାର ଭିକ୍ଟ୍ରି କନ୍‌ସର୍ଟରେ ଯୋଗଦେଇ ୟୁକ୍ରେନ୍‌ର ୪ ଅଞ୍ଚଳକୁ ନିଜ ଦେଶରେ ମିଶ୍ରଣ ଘୋଷଣା କରିବେ। ରୁଷିଆ...

୨୫ କେଜିର ଲଲିପପ୍‌

ନୂଆଦିଲ୍ଲୀ: ଲଲିପପ୍‌ ପୁଣି ୨୫ କିଲୋଗ୍ରାମର। ଏକଥା ହୁଏତ କେହି ଭାବି ପାରୁ ନ ଥିବେ। କିନ୍ତୁ ଏମିତି ଏକ ଲଲିପପ୍‌ ତିଆରି କରିଛନ୍ତି ଜଣେ...

ଲାହୋର କୋର୍ଟରେ ହାଜର ହେଲେ ଶରିଫ

ଲାହୋର,୧୧।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଶୁକ୍ରବାର ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ(ଏନ୍‌ଏବି) ଚୌଧୁରୀ ସୁଗାର ମିଲ୍‌ ମାମଲାରେ ଗିରଫ କରିଥିବା ଜଣାପଡିଛି। ଏହାପରେ ତାଙ୍କୁ...

Advertisement
Archives

Model This Week