Home Left

ଭାଇରାଲ ହେଲା ହିନା ଖାଁଙ୍କ ଗ୍ଲାମରସ ଫଟୋ

ମୁମ୍ବାଇ: ଟେଲିଭିଜନରୁ କ୍ୟାରିୟର ଆରମ୍ଭ କରି ବଲିଉଡ୍‌ରେ ପହଞ୍ଚିଥିବା ହିନା ଖାଁ ସବୁବେଳେ ନିଜର ଜବରଦସ୍ତ ଷ୍ଟାଇଲ ପାଇଁ ଆସିଥାଆନ୍ତି ଚର୍ଚ୍ଚାକୁ । ଅଭିନେତ୍ରୀ ସୋସିଆଲ ମିଡିଆରେ ବି ଖୁବ୍ ଆକ୍ଟିଭ । ଏବେ ସେ ତାଙ୍କର ଲାଟେଷ୍ଟ ଫଟୋ ଓ…

ପୋଷ୍ଟର ବିବାଦ: ଅମିତ ଶାହାଙ୍କ ଫଟୋ ଉପରେ, ରବୀନ୍ଦ୍ରନାଥ ଟାଗୋରଙ୍କ ଫଟୋ ତଳେ

କୋଲକତା,୨୦।୧୨: କେନ୍ଦ୍ର ସ୍ବରାଷ୍ଟ୍ର ଅମିତ ଶାହାଙ୍କ ଶାନ୍ତି ନିକେତନ ଗସ୍ତ ମଧ୍ୟରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ ପରିସରରେ ପୋଷ୍ଟର ପ୍ରସଙ୍ଗ ଉଠାଇଛି। ଟିଏମସି କହିଛି ଯେ, ବିଶ୍ୱବିଦ୍ୟାଳୟ ପରିସରରେ ଭାଜପା ଲଗାଇଥିବା ପୋଷ୍ଟର ମଧ୍ୟରେ ଅମିତ ଶାହାଙ୍କ ଫଟୋ…

ଭାରତୀୟ ଦଳ ପାଇଁ ଖୁସି ଖବର

ଦୁବାଇ,୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଲଜ୍ଜାଜନକ ପରାଜୟ ବରଣ କରିଛି। ଦଳ ପାଇଁ ଗୋଟିଏ ଭଲ ଖବର ହେଲା ଅଧିନାୟକ ବିରାଟ କୋହଲି ଟପ୍‌ ର଼୍ୟାଙ୍କଧାରୀ ଷ୍ଟିଭ୍‌ ସ୍ମିଥଙ୍କ ନିକଟତର ହୋଇଛନ୍ତି। ଆଡିଲେଡ୍‌ ଟେଷ୍ଟର…

କଙ୍ଗନାଙ୍କୁ ହତ୍ୟା ଧମକ!

ମୁମ୍ବାଇ: ବଲିଉଡ୍ ପଙ୍ଗା କୁଇନ୍ କଙ୍ଗନା ରାନାୱତ ନିଜ ଟୁଇଟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ବେଳେ ଏବେ ଆଉ ଏକ ଘଟଣାକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । କୃଷକ ଆନ୍ଦୋଳନକୁ ନେଇ ଟୁଇଟ କରି ଫସିଥିବା କଙ୍ଗନା ଏବେ କହିଛନ୍ତି…

ଅନୁଷ୍କା ଓ ବିରାଟଙ୍କ ଘରକୁ ଆସିବାକୁ ଥିବା କୁନି ଅତିଥିଙ୍କ ଲାଗି ବ୍ରେଟ ଲି କହିଲେ ଏମିତି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନୂଆ ଅତିଥିଙ୍କ ଅପେକ୍ଷାରେ ଅଛନ୍ତି। ୨୦୨୧ ଜାନୁୟାରୀରେ ଅନୁଷ୍କା ଏବଂ ବିରାଟଙ୍କ ଘରକୁ ଏହି କୁନି ଅତିଥି ଆସିବାକୁ ଥିବା ବେଳେ ବିରାଟ ଏବଂ ଅନୁଷ୍କାଙ୍କ…

ଜୀବନରେ କେବେ ଦେଖି ନ ଥିଲି ଏମିତି ରୋଡ ଶୋ’: ଶାହା

କୋଲକାତା,୨୦ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ୨ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ରବିବାର ବୋଲପୁରରେ ଆୟୋଜିତ ଏକ ମେଗା ରୋଡ ଶୋ’ରେ ଯୋଗ ଦେଇଛନ୍ତି । ଏହି ରୋଡ ଶୋ’ରେ ଭାଗ ନେଇ ସେ କହିଛନ୍ତି ଜୀବନରେ ଏମିତି ରୋଡ ଶୋ’ ମୁଁ…

ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଲୋକେ କୃଷକ ନୁହନ୍ତି,ଦଲାଲ

ପାଟନା,୨୦।୧୨: ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକଙ୍କ ବିରୋଧ ୨୫ ଦିନରେ ପହଞ୍ଚିଛି। ବିରୋଧୀ କୃଷକମାନେ କୃଷି ଆଇନକୁ ରଦ୍ଦ କରିବାକୁ ଜିଦ ଧରିଛନ୍ତି। ଏହି ସମୟରେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ବିହାର କୃଷି ମନ୍ତ୍ରୀ ଅମରେନ୍ଦ୍ର…

ପିକ୍‌ନିକ୍‌ କରିବାକୁ ଯାଇ କୋଏଲ ନଦୀରେ ଭାସିଗଲେ ୩; ଜଣେ ମୃତ, ୨ ନିଖୋଜ

ରାଉରକେଲା ଅଫିସ,୨୦ା୧୨: ନଦୀରେ ବୁଡ଼ି ଜଣକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି। ରାଉରକେଲା କୋଏଲ ନଦୀରେ ରବିବାର ଅପରାହ୍ନରେ ୩ ଜଣ ଯୁବକ ଗାଧୋଉଥିବା ବେଳେ ଜଳ ସ୍ରୋତରେ ଭାସି ଯାଇଥିଲେ। ପିକ୍‌ନିକ୍‌ କରିବାକୁ କିଛି ଯୁବକ…

ପେଟିଏମ୍‌ ଜରିଆରେ ବୁକ୍‌ କରନ୍ତୁ ଏଲ୍‌ପିଜି ସିଲିଣ୍ଡର: ମିଳୁଛି ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍‌ !

ନୂଆଦିଲ୍ଲୀ,୨୦।୧୨: ପେଟିଏମ୍‌ ମୋବାଇଲ ଆପ୍‌ ଜରିଆରେ ଏଲ୍‌ପିଜି ସିଲିଣ୍ଡରର ବୁକିଂ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍‌ ମିଳିବ। ପ୍ରଥମ ଥର ପାଇଁ କମ୍ପାନୀ ଏହି ଅଫର ଆଣିଛି। ଯଦି ଆପଣ ଅନ୍ୟ କୌଣସି ମାଧ୍ୟମରେ ସିଲିଣ୍ଡର ବୁକିଂ କରି ଆସୁଥିଲେ…

ଭାରତୀୟ ଦଳ ପାଇଁ ଖରାପ ଖବର!

ଆଡିଲେଡ୍‌,୨୦।୧୨: ଘରୋଇ ଅଷ୍ଟ୍ରେଲିଆଠାରୁ ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ଭୋଗିବା ପରେ ଭାରତୀୟ ଦଳକୁ ଚାରିଆଡୁ ସମାଲୋଚନା କରାଯାଉଛି। ଏହି ସମୟରେ ଭାରତୀୟ ଦଳ ପାଇଁ ଆଉ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବୋଲର ମହମ୍ମଦ ସାମି ଟେଷ୍ଟ…

ଭାରତର ଶୋଚନୀୟ ପରାଜୟ ପରେ ଲୋକେ ମାଗିଲେ ସୋନୁ ସୁଦଙ୍କ ସାହାଯ୍ୟ, ଏପରି ଟୁଇଟ୍‌ କଲେ ଅଭିନେତା

ମୁମ୍ବାଇ: ଅଭିନେତା ସୋନୁ ସୁଦ ଗରିବ ଲୋକଙ୍କୁ ସବୁବେଳେ ସାହାଯ୍ୟ କରି ଚର୍ଚ୍ଚାରେ ରହିଛନ୍ତି। ଅନେକ ସମୟରେ ପ୍ରଶଂସକଙ୍କ ଠାରୁ ଏପରି ଅନୁରୋଧ କରାଯାଇଥାଏ ଯେ, ସେଗୁଡ଼ିକ ପୂରଣ କରିବା ତ ଦୂରର କଥା ଏହାର ଉତ୍ତର ଦେବା ମଧ୍ୟ କଷ୍ଟକର…

ମହାରାଷ୍ଟ୍ରରେ ଲାଗୁ ହେବନି ନାଇଟ୍ କର୍ଫ୍ୟୁ କି ଲକ୍‌ଡାଉନ

ମୁ୍‌ମ୍ବାଇ,୨୦ ।୧୨: ସାରା ଦେଶରେ କରୋନା ଭାଇରସ ତା’ର କାୟା ବିସ୍ତାର କରି ସାରିଥିବା ବେଳେ ଏଥିରେ ସବୁଠାରୁ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଆଜିବି ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଲୋକେ ଏକ ପ୍ରକାର ଭୟଭୀତ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?