ସିଏମ୍ସିରେ କରୋନାର ବିପରୀତ ଚିତ୍ର: ଅଧିକ ଆକ୍ରାନ୍ତ ହୋଇଛନ୍ତି ଯୁବପିଢ଼ି
କଟକ ଅଫିସ,୧୭।୮: ବୟସ୍କ ଓ ଶିଶୁମାନେ କରୋନା ଭୂତାଣୁର ଶିକାର ଶୀଘ୍ର ହୁଅନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ କହିଆସିଛି। କିନ୍ତୁ କଟକ ସହରରେ ଏହାର ବିପରୀତ ଚିତ୍ର ଏବେ ସାମ୍ନାକୁ ଆସିଛି। ଏଠାରେ ବୟସ୍କ ଓ ଶିଶୁଙ୍କ ଅପେକ୍ଷା ଯୁବପିଢ଼ି ଅଧିକ…
ରାଜ୍ୟରେ ବର୍ଷା, ବନ୍ୟା
ଭୁବନେଶ୍ୱର, ୧୭।୮(ବ୍ୟୁରୋ): ପଶ୍ଚିମବଙ୍ଗ ଓ ସଂଲଗ୍ନ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ସାରା ରାଜ୍ୟରେ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜିଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ନଦୀରେ ଜଳସ୍ତର ବୃଦ୍ଧି ପାଇବା…
ସେପ୍ଟେମ୍ବର ୧ରୁ ଜାତୀୟ ରେସ୍ଲିଂ କ୍ୟାମ୍ପ୍
ନୂଆଦିଲ୍ଲୀ, ୧୭ା୮ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ପାଇଁ ଜାତୀୟ ରେସ୍ଲିଂ କ୍ୟାମ୍ପ ହେବ ବୋଲି ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ(ସାଇ) ତରଫରୁ ଘୋଷଣା କରାଯାଇଛି। ପୁରୁଷ କୁସ୍ତି ଯୋଦ୍ଧାଙ୍କ କ୍ୟାମ୍ପ୍ ସାଇ ସୋନେପତଠାରେ ହେବାକୁଥିବା ବେଳେ ମହିଳାମାନଙ୍କର ଲକ୍ଷ୍ନୌଠାରେ ହେବ। ଏହା ଏକମାସ…
କଟକରୁ ୧୧୭ କରୋନା ଆକ୍ରାନ୍ତ ଚିହ୍ନଟ
କଟକ ଅଫିସ, ୧୬।୮-କଟକ ସହରରୁ ରବିବାର ୧୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ଗୃହ ସଙ୍ଗରୋଧରୁ ୬୦ ଜଣ ଏବଂ ୩୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ…
ବ୍ରିଜ ଉପରେ ବାଇକ୍ ରଖି ୩ ପିଲାଙ୍କ ସହ ନଦୀକୁ ଡେଇଁଲେ ବାପା
ରାୟଗଡ଼, ୧୬।୮: ଛତିଶଗଡ଼ ରାୟଗଡ଼ ଜିଲାରେ ଜଣେ ବାପା ତାଙ୍କର ୩ ପିଲାଙ୍କ ସହ ନଦୀକୁ ଡେଇଁ ପଡ଼ିଛନ୍ତି। ଏହି ଘଟଣାରେ ପୋଲିସ ପକ୍ଷରୁ ତଲାସୀ ଅଭିଯାନ ଜାରି ରହିଛି। ଜିଲା ପୋଲିସ ଅଧୀକ୍ଷକ ସନ୍ତୋଷ ସିଂ କହିଛନ୍ତି, ଜିଲାର ଝାର୍କ…
ସ୍ତ୍ରୀଙ୍କ ଦ୍ୱିତୀୟ ବିବାହକୁ ସହି ନ ପାରି ଆତ୍ମହତ୍ୟା କଲେ ସ୍ବାମୀ
ଜୟପୁର, ୧୬।୮: ରାଜସ୍ଥାନର ସିକ୍କର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀଙ୍କ ଦ୍ୱିତୀୟ ବିବାହରେ ସ୍ବାମୀ ଏତେ ପରିମାଣରେ ମର୍ମାହତ ହୋଇଯାଇଥିଲେ ଯେ ଶେଷରେ ଆତ୍ମହତ୍ୟା କରିଛନ୍ତି। ତେବେ ଏହି ଘଟଣା ଜାଣିବା ପରେ ସେହି ବ୍ୟକ୍ତିଙ୍କ ସ୍ତ୍ରୀ…
ଖୁଲମ୍ଖୁଲା ବିକ୍ରି ହେଉଥିଲା ମଦ: ସିଲ ହେଲା ହୋଟେଲ ଉତ୍କଳ ଇନ୍
ଭୁବନେଶ୍ୱର, ୧୬।୮(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର (ଡି.ଏନ୍.ଏ.) : ଶଟ୍ଡାଉନ୍ ଓ କଟକଣା ସତ୍ତ୍ୱେ ଭୁବନେଶ୍ୱରରେ ଖୁଲମ୍ଖୁଲା ବିକ୍ରି ହେଉଥିଲା ମଦ। ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଓ ବିଏମ୍ସିର ଚେତା ପଶିଥିଲା। ରବିବାର ଗ୍ୟାରେଜ ଛକରେ ଥିବା ହୋଟେଲ…
ପିକ୍ଅପ୍ ଭ୍ୟାନରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ଆର.ଉଦୟଗିରି,୧୬ା୮(ଡି.ଏନ.ଏ.)- ମୋହନା ପୋଲିସ ଏକ ଗାଡ଼ି ସହ ୧୩ ବସ୍ତା ଗଞ୍ଜେଇ ଜବତ କରିଛି। ଆର୍.ଉଦୟଗିରି ଏସଡିପିଓ ଅନିଲ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ମୋହନା ଆଇଆଇସି ସୁନିଲ କୁମାର ନାୟକ ସଦଳବଳ ରବିବାର ସକାଳ ପ୍ରାୟ ୯.୩୦ରେ ଲୁହାଗୁଡ଼ି-ଚାନ୍ଦିପୁଟ ମଝିରେ କଳାମାରୀ…
୫ ଟଙ୍କାରେ ସେବା ଯୋଗାଉଥିବା ଡାକ୍ତର ଆଉ ନାହାନ୍ତି
ଚେନ୍ନାଇ,୧୬।୮: ତାମିଲନାଡୁର ‘୫ ଟଙ୍କା ଡାକ୍ତର’ ଭାବରେ ଜଣାଶୁଣା ଡକ୍ଟର ଭି ଥିରୁଭେନଗଡାମଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ…
ଛାତରୁ ଡେଇଁ ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ
ରାଞ୍ଚି, ୧୬।୮: ଝାଡ଼ଖଣ୍ଡରେ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ରାମଘର ଜିଲାରେ ଘଟିଯାଇଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ୪୫ ବର୍ଷୀୟ ବିଜେନ୍ଦ୍ର ପ୍ରସାଦ ନିରାଲ। କଇଥା ଗ୍ରାମର…
ସେଣ୍ଟ୍ରାଲ ଜେଲ୍ରେ ୩୫୯ କଏଦୀ କରୋନା ପଜିଟିଭ୍
ଥିରୁଭାନନ୍ତପୁରମ,୧୬।୮: କେରଳର ଥିରୁଭାନନ୍ତପୁରମରେ ଥିବା ସେଣ୍ଟ୍ରାଲ ଜେଲରେ ଗତ ସପ୍ତାହ ମଧ୍ୟରେ ୩୫୦ରୁ ଅଧିକ କଏଦୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଜଣେ ବିଚାରାଧୀନ କଏଦିଙ୍କ କରୋନାରେ ମୃତ୍ୟୁ ଘଟିଛି। ଜେଲ ଅଧୀକ୍ଷକ ସନ୍ତୋଷ ଏସ କହିଛନ୍ତି ଗତ ସପ୍ତାହେ ମଧ୍ୟରେ ଜଣେ…
ଜନ୍ମଦିନରେ ବଜରଙ୍ଗବାଲୀଙ୍କୁ କ’ଣ ମାଗିଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ, ୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ରବିବାର (୧୬ ଅଗଷ୍ଟ) ୫୨ତମ ଜନ୍ମଦିବସ ଥିଲା। ଏହି ବିଶେଷ ଦିବସ ଅବସରରେ କେଜ୍ରିଓ୍ବାଲ ସ୍ତ୍ରୀ ସୁନୀତାଙ୍କ ସହ କନ୍ନାଟ ପ୍ଲେସରେ ଥିବା ହନୁମାନ ମନ୍ଦିର ଦର୍ଶନରେ ଯାଇଥିଲେ। ଏଠାରେ ପ୍ରାର୍ଥନା କରିବା…
Archives


