ସୁସ୍ଥ ହେଉଥିବା କରୋନା ରୋଗୀଙ୍କ ନିକଟରେ ହୃଦ୍ସମସ୍ୟା ସହ ନିଶ୍ୱାସ ନେବାକୁ ହେଉଛି କଷ୍ଟ
ନୂଆଦିଲ୍ଲୀ,୧୭।୮: କରୋନା ମହାମାରୀ ଏବେ ଦେଶର ସବୁ ପ୍ରାନ୍ତକୁ ମାଡି ଯାଇଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬ ଲକ୍ଷ ଅତିକ୍ରମ କରିଥିବା ବେଳେ ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତରେ ସୁସ୍ଥତା ହାର ଅଧିକ ରହିଛି ବୋଲି କୁହାଯାଉଛି। ହେଲେ ଯେଉଁ…
ବର କରୋନା ପଜିଟିଭ୍: କ୍ୱାରାଣ୍ଟାଇନରେ ୫ଶହରୁ ଅଧିକ ଲୋକ
ବିଶାଖାପଟ୍ଟନମ୍, ୧୭।୮: ବରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ବିବାହରେ ଯୋଗଦେଇଥିବା ୫ ଶହରୁ ଅଧିକ ଲୋକଙ୍କୁ ଏବେ କ୍ୱାରାଣ୍ଟାଇନ୍ କରାଯିବ। ଏଭଳି ଅଭାବନୀୟ ଘଟଣା ବିଶାଖାପଟ୍ଟନମ୍ରେ ଘଟିଛି। ସ୍ଥାନୀୟ କୋଟଓ୍ବରଟଲା ମଣ୍ଡଳର କୋଡ଼ଓ୍ବଡ଼ିପୁଡ଼ି ଗାଁର ଚର୍ଚ୍ଚରେ ଏକ…
ବିରାଟ କୋହଲିଙ୍କ ମା’ ରାଜି ହୋଇଥିଲେ ଏହି ସୁନ୍ଦରୀ ଅନୁଷ୍କାଙ୍କ ବଦଳରେ ହୋଇଥାନ୍ତେ ତାଙ୍କ ସ୍ତ୍ରୀ
ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ସୁଖୀ ଦାମ୍ପତ୍ତ୍ୟ ଜୀବନ ବିତାଉଛନ୍ତି। ହେଲେ ଏକ ସମୟ ଥିଲା, ଯଦି ବିରାଟଙ୍କ ମା’ ରାଜି ହୋଇ ଯାଇଥାନ୍ତେ, ତେବେ ଅନୁଷ୍କାଙ୍କଠାରୁ ସୁନ୍ଦରୀ ଝିଅ ତାଙ୍କ…
ସୁଧୁରୁନି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା: ଆର୍ମି ହସ୍ପିଟାଲ
ନୂଆଦିଲ୍ଲୀ,୧୭।୮: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସୋମବାର ସକାଳୁ ପୁଣିଥରେ ବିଗିଡି ଯାଇଥିବା ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଶରୀରର ମୁଖ୍ୟଅଙ୍ଗ ଗୁଡିକ ପୂର୍ବଭଳି ସ୍ଥିର ଥିବା ବେଳେ ଏବେବି ସେ ଭେଣ୍ଟିଲେଟରରେ…
ରାସ୍ତାକଡ଼ ବେଞ୍ଚ ତଳେ ଥିଲା କୁମ୍ଭୀର, ଏମିତି ଦେଲା ଧରା
ଗାନ୍ଧୀନଗର,୧୭ା୮: ତିନିଦିନ ଧରି ଗୁଜୁରାଟରେ ପ୍ରବଳ ବର୍ଷା ହେତୁ ଅନେକ ସହର ପାଣିରେ ବୁଡ଼ି ରହିଛି। ସୁରଟର ଭଦୋଦରା ସହର ମଧ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁ କେଉଁଠି ରାସ୍ତା ନଦୀରେ ପରିଣତ ହୋଇଛି ତ ଆଉ କେଉଁଠି…
ଚାଉଳ ଦୋକାନୀଙ୍କ ଦାନ୍ତ ଭାଙ୍ଗି ଦେଲେ ଉପମୁଖ୍ୟମନ୍ତ୍ରୀଙ୍କ ଭଉଣୀ, ଆଉ ତା’ପରେ
ପାଟନା,୧୭।୮: ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଭଉଣୀ ଜଣେ ଚାଉଳ ଦୋକାନୀଙ୍କୁ ମାରି ଦାନ୍ତ ଭାଙ୍ଗି ଦେଇଥିବା ସୂଚନା ମିଳିଛି। ମାମଲା ଏତେ ବଢିଯାଇଥିଲା ଯେ ପୋଲିସ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲା। ସୂଚନାଯୋଗ୍ୟ, ରେଖା ପାଟନାରେ ଜଣେ ଚାଉଳ ଦୋକାନୀଙ୍କ…
ଡାଇବେଟିସ୍ ରୋଗୀଙ୍କ ପାଇଁ
ଆଜିକାଲି ଅସନ୍ତୁଳିତ ଖାଦ୍ୟ ଏବଂ ଜୀବନଶୈଳୀ ଡାଇବେଟିସ ବା ମଧୁମେହ ରୋଗ ସୃଷ୍ଟି କରିବାରେ ଅନେକାଂଶରେ ଦାୟୀ। ଅନେକ ସମୟରେ କେତେକ ଡାଇବେଟିସ ରୋଗୀ ନିଜର ଖାଦ୍ୟପେୟ ଏବଂ ଜୀବନଶୈଳୀ ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ନ ଥାନ୍ତି। ଫଳରେ ପରବର୍ତ୍ତୀ…
ହୋଟେଲରେ ଆତଙ୍କବାଦୀ ଆକ୍ରମଣ: ଗେଟ୍ ସମ୍ମୁଖରେ କାର୍ ବୋମା ବିସ୍ଫୋରଣ
ମୋଗାଦିସୁ, ୧୭।୮: ସୋମାଲିଆ ରାଜଧାନୀ ମୋଗାଦିସୁରେ ଥିବା ଇଲାଇଟ୍ ହୋଟେଲରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଥିବା…
ବାବା ରାମଦେବଙ୍କୁୁ ବିବାହ ପ୍ରଶ୍ନ ପଚରାଯିବାରୁ, ଉତ୍ତର ମିଳିଥିଲା ଏମିତି
ସାରା ବିଶ୍ୱରେ ଯୋଗଗୁରୁ ଭାବେ ପସିଦ୍ଧି ଅର୍ଜନ କରିଛନ୍ତି ବାବା ରାମଦେବ। ଖେଳରେ ମଧ୍ୟ ସେ ନିଜ ପାରଦର୍ଶିତା ଦେଖାଇଛନ୍ତି। ବେଜିଂ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ୟକ୍ରେନର କୁସ୍ତିଯୋଦ୍ଧା ଏଣ୍ଡ୍ରେଇ ଷ୍ଟ୍ୟାଡନିକ୍ଙ୍କୁ ରିଙ୍ଗରେ ହରାଇଥିଲେ ରାମଦେବ। ସେଲିବ୍ରିଟି ହୋଇଥିବା କାରଣରୁ…
ମୁକେଶ ଅମ୍ବାନୀଙ୍କୁ ବିବାହ କରିବାକୁ ଏହି ସର୍ତ୍ତ ରଖିଥିଲେ ନୀତା: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ସମଗ୍ର ବିଶ୍ୱରେ ପରିଚିତ। ବିଶ୍ୱରେ ଧନୀ ତାଲିତାରେ ତାଙ୍କର ସ୍ଥାନ ୪ର୍ଥରେ ରହିଛି। ବର୍ତ୍ତମାନ ସେ ଲୋକପ୍ରିୟ ଆପ୍ ଟିକ୍-ଟକ୍ କିଣିବାକୁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ମୁକେଶ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ…
୫୦ ବର୍ଷ ଧରି ପାକିସ୍ତାନ ଜେଲରେ: ରେଡ଼ିଓରେ ଦେଇଥିଲେ ଜୀବିତ ଥିବା ସୂଚନା
ନୂଆଦିଲ୍ଲୀ, ୧୭।୮: ପାକିସ୍ତାନ ଜେଲରେ ଗତ ୫୦ ବର୍ଷ ଧରି ଭାରତୀୟ ଯବାନ ମଙ୍ଗଳ ସିଂ ବନ୍ଦୀ ଜୀବତ ବିତାଉଛନ୍ତି। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ସେ ବନ୍ଦୀ ହୋଇଥିଲେ। ତାଙ୍କର ମୃତ୍ୟୁ ଘଟିଛି ବୋଲି ପ୍ରଥମେ ସୂଚନା ଦିଆଯାଇଥିଲା। ତେବେ…
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଭିଟାମିନ୍ ‘ଇ’
ଆବଶ୍ୟକ ମୁତାବକ ଭିଟାମିନ୍ ‘ଇ’ଯୁକ୍ତ ଖାଦ୍ୟ ଖାଇଲେ ତାହା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଖାସ୍ କଥା ହେଲା, ଏହି ଭିଟାମିନ୍ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଏହା ଚର୍ବି ସହ ମିଶି…
Archives


