Posted inଫୁରସତ

ଲାଲୁଙ୍କ ଝିଅଙ୍କୁ ବିବାହ କରିବା ଲାଗି ଚାର୍ଟର ବିମାନ ନେଇ ପହଞ୍ଚିଥିଲେ ଅଖିଳେଶଙ୍କ ଭଣଜା: ଅତିଥି ଭାବେ ମୋଦି ବି ହୋଇଥିଲେ ସାମିଲ

ଲାଲୁ ପ୍ରସାଦ ଯାଦବଙ୍କ ୯ ସନ୍ତାନଙ୍କ ମଧ୍ୟରୁ ସବୁଠାରୁ ସାନ ରାଜଲକ୍ଷ୍ମୀ ଯାଦବ। ତାଙ୍କ ବିବାହ ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ନାତି ତେଜ ପ୍ରତାପ ଯାଦବଙ୍କ ସହ ହୋଇଛି। ଉଭୟଙ୍କ ବିବାହ ଦିଲ୍ଲୀରେ ବେଶ୍‌ ଆଡମ୍ବର ସହ କରାଯାଇଥିଲା।୨୦୧୫ରେ ଉଭୟଙ୍କ ବିବାହ ହୋଇଥିଲା। ରାଜଲକ୍ଷ୍ମୀଙ୍କୁ ବିବାହ କରିବା ଲାଗି ତେଜ ପ୍ରତାପ ୨ଟି ଚାର୍ଟର ବିମାନରେ ବରଯାତ୍ରୀ ନେଇ ପହଞ୍ଚିଥିଲେ।

ବିବାହକୁ ସୁବନ୍ଦୋବସ୍ତ କରିବା ପାଇଁ ୧ ଲକ୍ଷ ନିମନ୍ତ୍ରଣ କାର୍ଡ ବଣ୍ଟାଯାଇଥିଲା। ଅତିଥିଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଲାଲ କୃଷ୍ଣ ଆଡଭାଣୀ, ସୋନିଆ ଗାନ୍ଧୀଙ୍କ ଭଳି ନେତା ସାମିଲ ଥିଲେ। ଅତିଥିଙ୍କ ପସନ୍ଦକୁ ଧ୍ୟାନରେ ରଖି ଗୁଜରାଟ, ୟୁପି, ବିହାରର ରେଷେୟା ଭୋଜିପାଇଁ ନିୟୋଜିତ ହୋଇଥିଲେ।

ବିବାହ ବେଳେ ରାଜଲକ୍ଷ୍ମୀ କମଳା-ନାଲି ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ଏଥିସହ ମ୍ୟାଚିଂ ହୀରାର ଆଭୂଷଣ ବେଶ୍‌ ସୁନ୍ଦର ଲାଗୁଥିଲା। ଅପରପକ୍ଷେ ବର ସାଜିଥିବା ତେଜ ପ୍ରତାପ ୨ଟି ଚାର୍ଟର ପ୍ଲେନରେ ୩୫ଜଣ ଲେଖାଏ ବରାଯାତ୍ରୀ ନେଇ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ୍‌ ବୋତଲରୁ ତିଆରି ୨୮.୫ ମିଟର ଉଚ୍ଚର କ୍ରିସ୍‌ମାସ ଟ୍ରି’

ଲେବାନନ୍‌: ପ୍ଲାଷ୍ଟିକ୍‌ ବ୍ୟବହାର ଯୋଗୁ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ପ୍ରତି ଏହା ବିପଦ ସୃଷ୍ଟି କରିଚାଲିଛି। ପ୍ରତ୍ୟେକ ଦେଶର ସରକାର ଏହାକୁ ସମ୍ପୂର୍ଣ୍ଣ...

ଆମେ ବି ପାରିବୁ

ଲକ୍ଷ୍ୟ ଥିଲା ସ୍ବରୋଜଗାରକ୍ଷମ ହେବା। ମନରେ ବି ଥିଲା ଅଦମ୍ୟ ସାହସ। ପୁଣି ଖାତିର ନ ଥିଲା ସମାଜର ଟାହିଟାପରାକୁ। ଆଉ ଏହି ନିଶା ହିଁ...

ଚନ୍ଦ୍ରୟାନ-୨ରେ ଲାଲବାଗ ରାଜା

ମୁମ୍ବାଇ: ଭାଦ୍ରବ ଶୁକ୍ଳପକ୍ଷରେ ଗଣେଶ ଚତୁର୍ଥୀ ପଡ଼ୁଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ୨ରେ ଏହା ପାଳନ କରାଯିବ। ଏନେଇ ପଲ୍ଲୀଠାରୁ ଆରମ୍ଭ କରି ସହର...

କାର୍‌ର ସନରୁଫ୍‌ ଖୋଲି ନାଚୁଥିଲେ କନ୍ୟା, ବରଯାତ୍ରୀଙ୍କ ଉପରେ ଚଢ଼ିଗଲା ଗାଡ଼ି; ଭିଡିଓ ଦେଖିଲେ..

ମୁଜାଫରନଗର: ଆଜିକାଲି ସମୟରେ ବିବାହରେ କନ୍ୟାମାନଙ୍କର ନାଚିବା ସାଧାରଣ କଥାରେ ପରିଣତ ହେଲାଣି। ହେଲେ ବେଳେବେଳେ ଖୁସିର ମୂହୁର୍ତ୍ତ ଯନ୍ତ୍ରଣାଦାୟକ ଦୁର୍ଘଟଣାର ସାକ୍ଷୀ ପାଲଟେ। ସେଭଳି...

ସିକ୍ୟୁରିଟି ଗାର୍ଡ ଭାବେ କରୁଥିଲେ କାମ: ଏବେ ଚା’ ଷ୍ଟାଟ୍‌ଅପ୍‌ କରି ମାସକୁ ୨ ଲକ୍ଷ କମାଉଛନ୍ତି ଏହି ଯୁବକ

ପୁଣେ: ଚା’ ଷ୍ଟାଟ୍‌ଅପ୍‌ରୁ ଲକ୍ଷପତି। ଏଭଳି କିଛି କାରନାମା କରିଦେଖାଇଛନ୍ତି ମହାରାଷ୍ଟ୍ରର ପୁଣେରେ ରହୁଥିବା ରେଭେନ୍‌ ସିନ୍ଦେ। ୨୦୧୯ରେ ସେ ଷ୍ଟାଟ୍‌ଅପ୍‌ ଆରମ୍ଭ କରିଥିବା ବେଳେ...

ଆଇରନ୍‌ ଲେଡି

ନାରୀର ଶକ୍ତି ଅସୀମିତ । ସେ କୌଣସି ନିର୍ଦ୍ଦିଷ୍ଟତା ଭିତରେ ସୀମିତ ନୁହେଁ, ଯାହାକୁ ପ୍ରମାଣିତ କରିଛନ୍ତି ଏଇ ଆଇରନ୍‌ ଲେଡିମାନେ। ପୁରୁଷ ପ୍ରଧାନ ବଡି...

ଲଗାଣ ବର୍ଷାରେ ଓଲା, ଉବର ସେବା ଯୋଗାଉଛି କୁମ୍ଭୀର

କୁମ୍ଭୀର ଓ ବେଙ୍ଗକୁ ନେଇ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ରାସ୍ତାରେ କୁମ୍ଭୀର...

ମହିଳା ପାଳିଥିଲେ ୧୪୦ ସାପ : ମୃତ୍ୟୁ ସମୟରେ ବେକରେ ଗୁଡ଼େଇ ହୋଇଥିଲା ଅଜଗର

ସାପକୁ ବିଷଧର ଜନ୍ତୁ କୁହାଯାଇଥାଏ। ଯାହାକୁ ଦେଖି ଡର ଲାଗେ। ତାକୁ ଘରେ ପାଳି ପୋଷି ରଖିବା ଅସାଧାରଣ କଥା। ତେବେ ଏପରି କିଛି ଲୋକ...

Advertisement
Archives

Model This Week