Advertisement

ଜନ୍ମଦିନର ୫ ଦିନ ପରେ ଆଖିବୁଜିଲେ ଏହି ସୁପରମଡେଲ

ବ୍ରିଟିଶର ସୁପର ମଡେଲ ଷ୍ଟେଲା ଟେନାଣ୍ଟଙ୍କର ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ଷ୍ଟେଲାଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ତେବେ ଜନ୍ମଦିନର ୫ ଦିନ ପରେ ଅର୍ଥାତ୍‌ ଗତ ୨୨ ତାରିଖରେ ଷ୍ଟେଲାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
୧୯୯୦ ମସିହାରେ ଷ୍ଟେଲା ମଡେଲିଂରେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ପ୍ରାୟ ୩ ଦଶଦ୍ଧି ଧରି ଟପ୍‌ ମଡେଲ ଭାବେ ମଡେଲିଂ ଇଣ୍ଡଷ୍ଟ୍ରିରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲେ। ତେବେ ଷ୍ଟେଲାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ରବୀନାଙ୍କ ଡ୍ୟାନ୍ସ ଦେଖି ଲାଜେଇଗଲେ ଝିଅ

ମୁମ୍ବାଇ: କରୋନା ଯୋଗୁ ଏବେ ବଲିଉଡ୍‌ କଳାକାରମାନେ ଘରେ ସମୟ ବିତାଉଛନ୍ତି। ଏହି ସମୟରେ ପ୍ରତ୍ୟେକ କାର୍ଯ୍ୟକଳାପକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଆଜିକାଲି ରବୀନା...

ବ୍ୟାକ୍‌ଲେସ୍‌ ଡ୍ରେସ୍‌ ପିନ୍ଧି ଟ୍ରୋଲ ହେଲେ ଉର୍ଫି

ମୁମ୍ବାଇ: ବିଗ୍‌ବସ୍‌ରୁ ବାହାରିବା ପରେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ଉର୍ଫି ଜାଭେଦ୍‌। ସେ ତାଙ୍କର ନୂଆ ନୂଆ ଫଟୋ, ଭିଡିଓ ଶେୟାର କରି ଫ୍ୟାନ୍‌ମାନଙ୍କ ସହ...

ଅମିତାଭଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ: ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଟୁଇଟର ଆକାଉଣ୍ଟକୁ ସୋମବାର ରାତିରେ ହ୍ୟାକ୍‌ (ବିନା ଅନୁମତିରେ ଅନ୍ୟ ନେଟଓ୍ବର୍କରେ ପ୍ରବେଶ) କରାଯାଇଛି। ତାଙ୍କର ପ୍ରୋଫାଇଲ୍‌ ପିକ୍ଚରକୁ...

OTT ଫିଲ୍ମଫେୟାର ପୁରସ୍କାର: ପଞ୍ଚାୟତକୁ ମିଳିଲା ବେଷ୍ଟ କମେଡି ଓ୍ବେବ ସିରିଜ୍‌ ପୁରସ୍କାର

ମୁମ୍ବାଇ: ଫ୍ଲାଇକ୍ସ ଫିଲ୍ମଫେୟାର OTT ପୁରସ୍କାରର ପ୍ରଥମ ସଂସ୍କରଣ ଶନିବାର ମୁମ୍ବାଇର ତାଜ ଲ୍ୟାଣ୍ଡ୍ସଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଓ୍ବାର୍ଡ ଶୋ’ରେ ପଞ୍ଚାୟତକୁ ମିଳିଛି ଶ୍ରେଷ୍ଠ...

ଶିବରାତ୍ରୀ ଅବସରରେ ପ୍ରଭାସଙ୍କ ‘ରାଧେ ଶ୍ୟାମ’ ର ନୂଆ ପୋଷ୍ଟର ରିଲିଜ୍‌

ଆଜି ହେଉଛି ମହାଶିବରାତ୍ରୀ। ଏହି ଦିନ ଶିବ ଭକ୍ତଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ। ଏହି ଶୁଭ ଅବସରରେ ଲୋକମାନେ ଜୀବନର ନୂତନ କାର୍ଯ୍ୟ କରିଥାନ୍ତି।...

ବର୍ଷା ପ୍ରେମରେ ଏହି ଅଭିନେତ୍ରୀ, ଖୋଲା ଆକାଶ ତଳେ କଲେ ଡ୍ୟାନ୍ସ, ଭିଡିଓ ଭାଇରାଲ

ମୁମ୍ବାଇ: ବର୍ଷା ଋତୁ କାହାକୁ ପସନ୍ଦ ନୁହେଁ କହିଲେ। ମୟୂର ମଧ୍ୟ ଆକାଶରେ କଳାହାଣ୍ଡିଆ ମେଘ ଦେଖି ଖୁସିରେ ନାଚି ଉଠେ। ଏଥିରୁ ଅଭିନେତ୍ରୀ ବା...

କାହିଁକି କମ୍‌ ବୟସରେ ବାହାହେଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍‌ ବିରାଟ କୋହଲି ପ୍ରାୟ ଦେଢ ବର୍ଷ ହେବ ବିବାହ ବନ୍ଧନରେ ବାନ୍ଧି...

ସ୍ବାମୀଙ୍କ ସହ ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଜେନେଲିଆ ଡି’ସୁଜା ପୁଣି ଥରେ ସ୍ବାମୀ ରିତେଶ ଦେଶମୁଖଙ୍କ ସହ ବଡ଼ ପରଦାରେ ଆମ କରିବାକୁ ଚାହୁଁଛନ୍ତି। ପୂର୍ବରୁ ଏହି ସୁପରଷ୍ଟାର ଦମ୍ପତି...

Advertisement
Archives

Model This Week