ଥରେ ନୁହେଁ ଚାରି ଥର ପ୍ରେମରେ ପଡ଼ିବା ସତ୍ତ୍ୱେ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ ରତନ ଟାଟା: କାରଣ ଜାଣିଲେ ହେବେ..
ଟାଟା ଗ୍ରୁପର ପୂର୍ବ ଅଧ୍ୟକ୍ଷ ରତନ ଟାଟା ବିବାହ କରିନାହାନ୍ତି। ହେଲେ ତାଙ୍କ ଜୀବନରେ କୌଣସି ଯୁବତୀ ଆସି ନାହାନ୍ତି ତାହା ଭାବିବା ଭୁଲ। ଥରେ କିମ୍ବା ଦୁଇଥର ନୁହେଁ ବରଂ ଚାରିଥର ସେ ପ୍ରେମରେ ପଡ଼ିଥିଲେ। ହେଲେ ସମୟ ଖରାପ…
୨୭ଥର ଅଶ୍ୱିନ ପାଇଁ ଏହି କାମ କରିଛନ୍ତି ଅଜିଙ୍କେ ରାହାନେ
ମେଲବୋର୍ନ,୨୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି) ଖେଳାଯାଉଥିବା ବକ୍ସିଂ ଡେ’ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ଅଜିଙ୍କେ ରାହାନେ ମିଶି ଏକ ସ୍ବତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି। ବୋଲର ଏବଂ ଫିଲ୍ଡର ଏକାଠି ସର୍ବାଧିକ ଉଇକେଟ…
ବୟଫ୍ରେଣ୍ଡଙ୍କ ସହ ଛୋଟ ଡ୍ରେସ୍ ପିନ୍ଧି ରେଷ୍ଟୁରାଣ୍ଟ ଯାଇଥିଲେ ଯୁବତୀ, ଆଉ ତା’ ପରେ…
ଅଷ୍ଟ୍ରେଲିଆରେ ଜଣେ ଯୁବତୀଙ୍କୁ ସମୁଦ୍ରକୂଳ ରେଷ୍ଟୁରାଣ୍ଟରୁ ବାହାର କରି ଦିଆଯାଇଛି। କାରଣ ଏଠାରେ ଥିବା କର୍ମଚାରୀମାନେ ଯୁବତୀ ଜଣକ ପିନ୍ଧିଥିବା ଛୋଟ ଡ୍ରେସ୍ ଦେଖି ତାଙ୍କୁ ରେଷ୍ଟୁରାଣ୍ଟରୁ ବାହାର କରି ଦେଇଥିଲେ। ଇଟାଲୀର ବାସିନ୍ଦା ମାର୍ଟିନା କୋରାଡି କହିଛନ୍ତି, ଅଷ୍ଟ୍ରେଲିଆର ବୋଡି…
ହାତରେ ନାହିଁ ଫିଙ୍ଗର ପ୍ରିଣ୍ଟ୍
ଢାକା,୨୮।୧୨: ସମସ୍ତଙ୍କ ହାତରେ ଫିଙ୍ଗର ପ୍ରିଣ୍ଟ୍ ରହିଥାଏ। ତେବେ ବାଂଲାଦେଶରେ ବାସ କରୁଥିବା ଏକ ପରିବାରର କୌଣସି ପୁରୁଷ ସଦସ୍ୟଙ୍କ ହାତରେ ଫିଙ୍ଗର ପ୍ରିଣ୍ଟ୍ ନାହିଁ। ପିଢ଼ି ପରେ ପିଢ଼ି ଏଭଳି ଜାରି ରହିଛି। ଜିନ୍ ଗତ ତ୍ରୁଟି ଯୋଗୁ ଏଭଳି…
‘ଜାରା’ ବ୍ରାଣ୍ଡର ଏହି ସ୍ବେଟରକୁ ଦେଖି ଲୋକେ କହୁଛନ୍ତି ‘ଚିରା କପଡ଼ା’: ଦାମ ଦେଢ଼ ହଜାରରୁ ଅଧିକା
ଶୀତ ଆସିଲେ ସ୍ବେଟର ଖୋଜାପଡେ। ପୁରୁଣା ପିନ୍ଧିବାକୁ ମନ ନହେଲେ ଟ୍ରେଣ୍ଡ ଅନୁଯାୟୀ କିଣିବାକୁ ହୁଏ। ହେଲେ ଜଣେ ଯୁବତୀ ଏକ ଅଜବ ସ୍ବେଟର ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଆପଣ ଯଦି ତାହା ଦେଖିବେ କାହିଁକି ସେ ଶୀତବସ୍ତ୍ରଟିକୁ ପିନ୍ଧିଛନ୍ତି ଭାବିବେ।…
ଜାତୀୟ ରାଜପଥରେ ଗୁଳିକାଣ୍ଡ: ଦୁର୍ବୃତ୍ତ ଲୁଟିନେଲେ ୬ ଲକ୍ଷ ୨୦ ହଜାର
ବାଲେଶ୍ୱର ଅଫିସ,୨୮ା୧୨: ବାଲେଶ୍ବର ଜାତୀୟ ରାଜପଥ ବଣପାରିଆ ଷ୍ଟେଟ୍ ବ୍ୟାଙ୍କ ନିକଟରେ ସୋମବାର ଗୁଳିମାଡ଼ ହୋଇଛି। ଏଥିରେ ଜେସିବି କମ୍ପାନୀର ଆକାଉଣ୍ଟାଣ୍ଟ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତେବେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ତାଙ୍କ ସିକ୍ୟୁରିଟି ଗାର୍ଡ।…
ଭାରତ କବ୍ଜାରେ ବକ୍ସିଂ ଡେ’ ଟେଷ୍ଟ
ମେଲବୋର୍ନ,୨୮।୧୨: ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍ ଭାରତ କବ୍ଜାରେ ରହିଛି। ଟେଷ୍ଟର ତୃତୀୟ ଦିନରେ ଭାରତ ୧୩୧ ରନର ଅଗ୍ରଣୀ ନେଇ ୩୨୬ ରନ୍ରେ ଆଉଟ ହୋଇଥିଲା। ତା’ପରେ ଦ୍ୱିତୀୟ ଇନିଂସରେ କଙ୍ଗାରୁ ଦଳ…
କରୋନାର ଲାଇଭ୍ ରିପୋର୍ଟିଂ ପଡିଲା ମହଙ୍ଗା: ମହିଳା ଖବରଦାତାଙ୍କୁ ଜେଲ!
ବେଜିଂ,୨୮ ।୧୨: ପୁଣିଥରେ ସାମ୍ନାକୁ ଆସିଛି ଚାଇନାର ଅସଲ ରୂପ । ଚାଇନାରେ କରୋନାର କେନ୍ଦ୍ରବିନ୍ଦୁ କୁହାଯାଉଥିବା ଉହାନରେ କୋଭିଡ-୧୯କୁ ନେଇ ଖବର ସଂଗ୍ରହ କରିବା ଜଣେ ସିଟିଜନ ଜର୍ନାଲିଷ୍ଟଙ୍କୁ ମହଙ୍ଗା ପଡିଛି । ଝାଙ୍ଗ ଝାନ ନାମକ ଏହି ମହିଳା…
ନୂଆବର୍ଷ ପୂର୍ବରୁ କାରଗିଲ୍ ବାସିନ୍ଦାଙ୍କୁ ଉପହାର: ୧୦୪ ଘରେ ବିଦ୍ୟୁତ୍ ସଂଯୋଗ
ଶ୍ରୀନଗର,୨୮।୧୨: ନୂଆବର୍ଷ ପୂର୍ବରୁ କାରଗିଲ୍ ବାସିନ୍ଦାଙ୍କୁ ଉପହାର ମିଳିଛି। ଏଠାରେ ଥିବା ୧୦୪ ଘରେ ବିଦ୍ୟୁତ୍ ସଂଯୋଗ କରାଯାଇଛି। ସୋଲାର ପ୍ୟାନେଲ ସ୍ଥାପନ କରାଯାଇ ଏସବୁ ଘରକୁ ଆଲୋକିତ କରାଯାଇଛି। କାରଗିଲ୍ ପ୍ରଶାସନ ଏବଂ ଗ୍ଲୋବାଲ ହିମାଲୟାନ ଏକ୍ସପେଡ଼ିଶନ୍ ଓ ରୟାଲ…
ଜେଟଲିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଶାହା
ନୂଆଦିଲ୍ଲୀ,୨୮ ।୧୨: ଭାରତୀୟ କ୍ରିକେଟ କଂଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ଶିଖର ଧୱନ ଅରୁଣ ଜେଟଲି ଷ୍ଟାଡିୟମ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ପହଞ୍ଚିଛନ୍ତି । ସେଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲିଙ୍କ ପ୍ରତିମୂର୍ତ୍ତି…
ମୁହଁ ଖୋଲିଲେ ସୌରଭ: ରାଜ୍ୟପାଳଙ୍କ ସହିତ ସାକ୍ଷାତକାର ନୁହେଁ ରାଜନୈତିକ
କୋଲକାତା,୨୮।୧୨: ପଶ୍ଚିମବଙ୍ଗ ରାଜନୀତିରେ ଏବେ ଘଟିକେ ଘୋଡ଼ା ଛୁଟୁଛି। ଇତିମଧ୍ୟରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲୀ ଏବଂ ରାଜ୍ୟପାଳ ଜଗଦୀପ୍ ଧନଖଣ୍ଡଙ୍କ ମଧ୍ୟରେ ସାକ୍ଷାତ୍କାର ନେଇ ଚର୍ଚ୍ଚା ଜାରି ରହିଛି। ସୌରଭ ଭାଜପାରେ ଯୋଗଦେବା ନେଇ ଟୁପ୍ଟାପ୍ ଆରମ୍ଭ…
ବିଗ୍ବସ୍ରେ ଦେଖିବାକୁ ମିଳିବ ହାଇଡ୍ରାମା ! ଶୀଘ୍ର ଏଣ୍ଟ୍ରି କରିବେ ଆଇଟମ୍ ଗର୍ଲ ରାକ୍ଷୀଙ୍କ ସ୍ବାମୀ
ବମ୍ବେ: ଆଇଟମ୍ ଗର୍ଲ ରାକ୍ଷୀ ସାଓ୍ବନ୍ତ ବିବାହ କରିଥିଲେ ହେଁ ସ୍ବାମୀଙ୍କ ମୁହଁ ଦେଖାଇବାକୁ ଅରାଜି ହେଉଛନ୍ତି। ସେ ବିବାହ ହେଉ ଅଥବା ଅନ୍ୟ କୌଣସି ସମାରୋହ, ସବୁବେଳେ ସେ ଏକା ନଜର ଆସନ୍ତି। ଏମିତିରେ ରାକ୍ଷୀ କାହା ହାତ ଧରିଲେ…

