ମଞ୍ଜୁରୀ ମୌଜାରୁ ମୋରମ ଉତ୍ତୋଳନ ପ୍ରସଙ୍ଗ: ହାଇକୋର୍ଟରେ ମାମଲା, ସତ୍ୟପାଠ ଦାଖଲ ନିର୍ଦ୍ଦେଶ
ଯାଜପୁର ରୋଡ୍,୨୧।୮ (ଡି.ଏନ୍.ଏ.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ମଞ୍ଜୁରୀ ମୌଜାର ଏକ ଜଙ୍ଗଲ କିସମ ଜମିରେ ପୋଖରୀ ଖନନ କରିବାକୁ ପ୍ରଥମେ ଅନୁମତି ଦେବା ଓ ପରେ ବାତିଲ କରିବା ଘଟଣାକୁ ନେଇ ଜଙ୍ଗଲ ଓ ରାଜସ୍ବ ବିଭାଗର…
ଆବଶ୍ୟକତାଠାରୁ ଅଧିକ ସାର କିଣିଛନ୍ତି ୨୦ ଚାଷୀ
ଯାଜପୁର ଅଫିସ୍/ଯାଜପୁର ଟାଉନ୍ (ଡି.ଏନ୍.ଏ.)୨୧ା୮: ଜିଲାର କେତେକ ଚାଷୀଙ୍କୁ ଆବଶ୍ୟକତାଠାରୁ ବହୁ ଅଧିକ ୟୁରିଆ ସାର ମିଳିଛି। ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଛି। ଏହି କ୍ରମରେ ଉଭୟ ତଦନ୍ତକାରୀ ଅଧିକାରୀ ସମ୍ପୃକ୍ତ ଚାଷୀମାନଙ୍କ ବିରୋଧରେ…
ଜଗନ୍ନାଥ ଲେଙ୍କା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟ
କଟକ ଅଫିସ,୨୧।୮: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ସଦସ୍ୟ ଭାବେ ପ୍ରଫେସର ଜଗନ୍ନାଥ ଲେଙ୍କାଙ୍କୁ ନିଯୁକ୍ତି ଦିଆଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ବିଶିଷ୍ଟ ଅର୍ଥନୀତିଜ୍ଞ ଭାବେ ପ୍ରଫେସର ଲେଙ୍କାଙ୍କ ସୁନାମ ରହିଛି। ବାରିପଦାସ୍ଥିତ ଉତ୍ତର…
ବିଷ ଝଡ଼ାଇବା ପାଇଁ ଏସିଡ୍ ବୋଳି ଚିକିତ୍ସା ଘଟଣା: ନିଜ ଆଡୁ ମାମଲା ରୁଜୁ କଲେ ଓଏଚ୍ଆର୍ସି
ଭୁବନେଶ୍ୱର,୨୧।୮(ବ୍ୟୁରୋ): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅନ୍ତର୍ଗତ ମୃଦଙ୍ଗପଲ୍ଲୀ ଅଞ୍ଚଳରେ ସାପ କାମୁଡ଼ା ରୋଗୀଙ୍କୁ ଏସିଡ୍ ବୋଳି ଚିକିତ୍ସା ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଓଡ଼ିଶା ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍ଆର୍ସି)। ଏନେଇ ଖବର ପ୍ରକାଶ ପାଇବା ପରେ…
ଭୁଶୁଡ଼ିଲା ନବନିର୍ମିତ ରେଳପଥ
କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ,୨୧ା୮(ଡି.ଏନ.ଏ.): ହରିଦାସପୁର-ପାରାଦୀପ ରେଳପଥର କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଯଦୁପୁର ନିକଟ ଖସାଡିଠାରେ ବୁଧବାର ସନ୍ଧ୍ୟାରେ ୩୦ଫୁଟ ଚଉଡାର ରେଳପଥ ଭୁଶୁଡି ପଡିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ନବନିର୍ମିତ ଏହି ରେଳପଥ ନିର୍ମାଣ କାର୍ଯ୍ୟରେ…
ପୋଲିସ ଏସ୍ପି ସାଜିଲେ ଲୁଟେରା, ତା’ପରେ ଘଟିଲା ଏମିତି କିଛି
ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶରେ ନୂଆ ନୂଆ ଢଙ୍ଗରେ ଅପରାଧ ଘଟୁଥିବା ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତିରେ ପୋଲିସ ମଧ୍ୟ ନିଜକୁ ଫିଟ ରଖିବା ପାଇଁ ଅନେକ ପନ୍ଥା ଆପଣାଉ ଥିବା ଦେଖାଯାଇଛି। ଲକ୍ଷ୍ମୀପୁର ଖେରୀରେ କ୍ଷଏଭଳି ଘଟଣା ଘଟିଛି। ଜିଲାର ଏସପି ମୋଟରସାଇକେଲରେ…
ପ୍ରେମିକ ସହ ମିଶି ଝିଅ ସହ ଏମିତି କଲେ ମା’
ବରେଲି,୨୧।୮: ଉତ୍ତର ପ୍ରଦେଶର ବରେଲି ଏକ ଅମାନବୀୟ ଘଟଣା ଘଟିଛି। ମା ପ୍ରେମିକଙ୍କ ସହ ମିଶି ତାଙ୍କ ଝିଅକୁ ହତ୍ୟା କରିଛନ୍ତି। ଏହି ମାମଲା କରେଲିର ସୁଭାଷ ନଗର ଅଞ୍ଚଳରେ ଘଟିଛି। ବୁଧବାର ରାତିରେ ଘଟିଥିବା ଏହି ହତ୍ୟା ମାମଲାରେ ପୋଲିସ…
ପାର୍ଲାମେଣ୍ଟ ଅଧିବେଶନ:ଚାଇନା, ଫେସ୍ବୁକ୍ ପ୍ରସଙ୍ଗ ଉଠାଇବ କଂଗ୍ରେସ
ନୂଆଦିଲ୍ଲୀ, ୨୧ା୮:ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବା ଆଶା କରାଯାଉଥିବା ବେଳେ ଚାଇନା ସହ ସୀମା ବିବାଦ ଏବଂ ଫେସ୍ବୁକ୍ ସହ ଶାସକ ଦଳର ସମ୍ପର୍କ ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଗୃହରେ ସରକାରଙ୍କୁ ଅଡୁଆରେ ପକାଇବାକୁ…
୧.୨୨ କୋଟି କିଷାନ କ୍ରେଡିଟ କାର୍ଡକୁ ମଞ୍ଜୁରୀ
ନୂଆଦିଲ୍ଲୀ,୨୧।୮:କୋଭିଡ୍-୧୯ ପ୍ରଭାବରୁ କୃଷି କ୍ଷେତ୍ରକୁ ବାହାରକୁ ଆଣିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ୧.୨୨ କୋଟି କିଷାନ କ୍ରେଡିଟ କାର୍ଡକୁ ମଞ୍ଜୁରୀ ଦେଇଛନ୍ତି। ଏହି କାର୍ଡଗୁଡିକର କ୍ରେଡିଟ୍ ଲିମିଟ୍ ୧.୦୨ ଲକ୍ଷ ରହିଛି। ଗ୍ରାମାଞ୍ଚଳ…
ପ୍ରବାସୀଙ୍କ ଲାଗି ୧୬ ହଜାର କୋଟି ବିନିଯୋଗ
ନୂଆଦିଲ୍ଲୀ,୨୧।୮: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଗରିବ କଲ୍ୟାଣ ରୋଜଗାର ଅଭିଯାନ(ଜିକେଆର୍ଏ)ରେ ବର୍ତ୍ତମାନ ସୁଦ୍ଧା ୧୬,୭୮୬ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇଛି। ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେବା ଲାଗି ୬ ରାଜ୍ୟରେ ଏହି…
କରୋନା ବଦଳାଇଛି ପେସା, ପରିଚୟ
ବଅଁରପାଳ,୨୧ା୮(ଡି.ଏନ.ଏ.) ସାଧାରଣତଃ ଚୈତ୍ର ମାସରେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ। ଶିବଙ୍କ ଉପାସନା ପୂର୍ବକ ଦଣ୍ଡୁଆମାନେ ବ୍ରତ ପାଳନ କରିବା ସହ ଧୂଳିଦଣ୍ଡ, ପାଣିଦଣ୍ଡ ପ୍ରଦର୍ଶନ କରିଥାନ୍ତି। ରାତିରେ ମାନସିକଧାରୀଙ୍କ ଘରେ ଦଣ୍ଡନୃତ୍ୟ ପରିବେଷଣ ହୋଇଥାଏ। ମାତ୍ର ବାଦଦଣ୍ଡ କଥା ଭିନ୍ନ। ଏହା…
ଡରାଉଛି ବ୍ରାହ୍ମଣୀ
ଢେଙ୍କାନାଳ ଅଫିସ, ୨୧।୮ ଲଘୁଚାପଜନିତ ଲଗାଣବର୍ଷାରେ ବଢୁଛି ବ୍ରାହ୍ମଣୀ ନଦୀର ଜଳପତ୍ତନ। ଏହାଯୋଗୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ନଦୀକୂଳିଆ ଗ୍ରାମବାସୀ। ବର୍ଷାପାଣି ନିଷ୍କାସିତ ହୋଇ ନ ପାରିବାରୁ ଅନେକ ନଦୀ ତଟବର୍ତ୍ତୀ ଗ୍ରାମରେ ସୃଷ୍ଟି ହୋଇଛି ଜଳବନ୍ଦୀ ପରିସ୍ଥିତି। ଚାଷଜମିରୁ ପାଣି…
Archives


