ଭାରରେ ବୁହା ହୋଇ ହସ୍ପିଟାଲ ଯାଉଥିଲେ ରୋଗୀ, ଅଧା ରାସ୍ତାରେ ଗଲା ଜୀବନ
ଶିମଲା,୨୧।୮: ସ୍ବାଧୀନତାର ଏତେ ବର୍ଷ ପରେ ବି ଏଭଳି ଅଞ୍ଚଳ ଓ ଗାଁ ରହିଛି ଯେଉଁଠି ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଆଜି ବି ଭଲଟିଏ ରାସ୍ତାପାଇଁ ଅପକ୍ଷୋରେ ରହିଛନ୍ତି ଲୋକେ। ଭଲ ରାସ୍ତା ନ ଥିବାରୁ ଲୋକଙ୍କୁ…
କରୋନା ଯୋଦ୍ଧାଙ୍କ ମୃତ୍ୟୁ ପରେ ପରିବାରକୁ ୧ କୋଟି ଟଙ୍କାର ଚେକ୍ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୨୧।୮: କରୋନା ମହାମାରୀ ପ୍ରତିଦିନ କାହାକୁ ନା କାହାକୁ ତା’ କବଳକୁ ନେଉଛି। ସାରା ବିଶ୍ୱରେ ପ୍ରତିଦିନ କରୋନା ସଂକ୍ରମଣରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ମଧ୍ୟ ଖରାପ ରହିଛି। ଏହି ଅଦୃଶ୍ୟ ଯୁଦ୍ଧରେ…
ଯୁକ୍ତ ୨ ନାମ ଲେଖା: କେତେ ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ, କେବେଠୁ ନାମ ଲେଖା ଜାଣନ୍ତୁ…
ଭୁବନେଶ୍ୱର, ୨୧।୮(ବ୍ୟୁରୋ): ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଅନ୍ଲାଇନ୍ରେ ଛାତ୍ରୀଛାତ୍ରମାନେ ଏଥିପାଇଁ ଆବେଦନ କରିପାରିବେ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀ ଦାଶ କହିଛନ୍ତି ଯେ, ସାମସ…
କୋଆଲା ଲାଗି ଦେବଦୂତ ସାଜିଲେ ଏହି ବ୍ୟକ୍ତି, ବୋତଲରେ ପିଆଇଲେ ପାଣି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ଏହି ସୁନ୍ଦରୀଙ୍କୁ ଫେସ୍ବୁକ୍ରେ ମିଳିଲାନି ଅଧିକ ଲାଇକ୍: ଘଟାଇଲେ ଏମିତି କାଣ୍ଡ, ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ସୋସିଆଲ ମିଡିଆ ଏପରି ଏକ ସ୍ଥାନ ଯେଉଁଠାରେ ଲୋକେ ନିଜ ସୁଖ, ଦୁଃଖକୁ ପ୍ରତିମୁହୂର୍ତ୍ତରେ ବନ୍ଧୁଙ୍କ ସହ ଶେୟାର କରିଥାନ୍ତି। ଏହି କାରଣରୁ ଦୂରରେ ଥିବା ଲୋକମାନେ ପାଖରେ ଥିବାଭଳି ମନେ ହୁଏ। କିନ୍ତୁ ସୋସିଆଲ ନେଟଓ୍ବାର୍କିଂ ସାଇଟ୍ଗୁଡିକର ଅନେକ ଦୁର୍ଗୁଣ…
କରୋନା ସଙ୍କଟ ମଧ୍ୟରେ ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇପାରେ ସଂସଦ ଅଧିବେଶନ
ନୂଆଦିଲ୍ଲୀ,୨୧।୮: କରୋନା ସଙ୍କଟ ମଧ୍ୟରେ ଖୁବ୍ଶୀଘ୍ର ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ସଂସଦ ଅଧିବେଶନ ଆରମ୍ଭ ହେବ ବୋଲି ସୂତ୍ରରୁ ସୂଚନା ମିଳିଛି। ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ୪ସପ୍ତାହ ଧରି…
ସିମନବାଡ଼ି ବଜାରରେ ଲୋକେ ମାନୁ ନାହାନ୍ତି ସାମାଜିକ ଦୂରତ୍ୱ: ଅମାନିଆଙ୍କୁ ଅଟକାଇଲେ ଏସ୍ଡିପିଓ
ଦାରିଙ୍ଗବାଡ଼ି,୨୧।୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ବହୁ ସମୟରେ ଦୋକାନ ବଜାରଗୁଡ଼ିକରେ ଭିଡ଼ ଜମିବା ସହ ସାମାଜିକ…
ଧନୀ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଲେ ମାର୍କ ଜୁକରବର୍ଗ
ନ୍ୟୁୟର୍କ,୨୧।୮: ଫେସ୍ବୁକ୍ ସିଇଓ ମାର୍କ ଜୁକରବର୍ଗ ବିଶ୍ୱର ତୃତୀୟ ଧନୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୧୦୦ ବିଲିୟନ୍ ଡଲାର ଟପିଛି। ସୋସିଆଲ୍ ନେଟଓ୍ବାର୍କିଂ କମ୍ପାନୀ ଫେସବୁକ୍ର ଶେୟାର ଗୁରୁବାର ୨.୫ ପ୍ରତିଶତ ବୃଦ୍ଧି ହୋଇଥିଲା।…
ଝାଡ଼ଖଣ୍ଡରେ ଭୂକମ୍ପ ଝଟ୍କା
ରାଞ୍ଚି,୨୧।୮: ଝାଡ଼ଖଣ୍ଡର ସାହିବଗଞ୍ଜ ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଛି। ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ସମୟରେ ଲୋକମାନେ ଭୟଭୀତ ହୋଇପଡ଼ି ଘରୁ ବାହାରକୁ ପଳାଇଆସିଥିଲେ। ତେବେ ଏଥିରେ…
ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ପୁଣି ଉଚ୍ଛେଦ ଆରମ୍ଭ: ୩ ଘରୋଇ ପ୍ଲଟ ଉଚ୍ଛେଦ ଲାଗି ଯୋଜନା
ପୁରୀ ଅଫିସ,୨୧ା୮: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନା’ ପାଚେରୀ କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ଥିବା ଜାଗା ଖାଲି କରାଯିବ । ସରକାରଙ୍କ ଏହି ନିଷ୍ପତ୍ତି ପରେ ଗତବର୍ଷ ଅଗଷ୍ଟ ୧୯ ତାରିଖରୁ ଉଚ୍ଛେଦ ଅଭିଯାନ ଆରମ୍ଭ…
ଧର୍ମଶାଳା ଜମି ବିକ୍ରି ବନ୍ଦ ଦାବି: ପୁରୀ ଜିଲା ଭାଜପା ପକ୍ଷରୁ ଧାରଣା
ପୁରୀ ଅଫିସ,୨୧ା୮: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ବିସ୍ଥାପିତ ଲଜ୍ ମାଲିକଙ୍କୁ ବଗଲା ଧର୍ମଶାଳା ଜମି ପ୍ଲଟିଂକରି ବିକ୍ରି କରିବାକୁ ବିରୋଧ କରିଛି ପୁରୀ ଜିଲା ଭାଜପା । ବଗଲା ଜମି ବିକ୍ରି ବନ୍ଦ କରିବା ଦାବିରେ ଭାଜପା ପକ୍ଷରୁ ଶୁକ୍ରବାର ବଗଲା ଧର୍ମଶାଳା…
କାର୍ଠାରୁ ମଇଁଷି କିଣିବା ଅଧିକ ଖୁସି ଦେଇଛି: କାହିଁକି ଏମିତି କହିଲେ ସୋନୁ ସୁଦ
ବଲିଉଡ୍ ଅଭିନେତା ସୋନୁ ସୁଦ୍ ଲକଡାଉନରେ ଶ୍ରମିକ ମାନଙ୍କ ପାଇଁ ଦେବଦୂତ ପାଲଟିଛନ୍ତି। ଦେଶବିଦେଶରେ ଫସିଥିବା ଲୋକଙ୍କୁ ସହାୟତା କରି ସେ ବେଶ୍ ପ୍ରଶଂସା ସାଉଁଟିଛନ୍ତି। ନିକଟରେ ସେ ବିହାରର ଜଣେ ବ୍ୟକ୍ତିଙ୍କ ପାଇଁ ଏକ ମଇଁଷି କିଣିଛନ୍ତି। ଏନେଇ ଟୁଇଟ୍…
Archives


