Posted inଜାତୀୟ

ମୁହଁ ଖୋଲିଲେ ସୌରଭ: ରାଜ୍ୟପାଳଙ୍କ ସହିତ ସାକ୍ଷାତକାର ନୁହେଁ ରାଜନୈତିକ

କୋଲକାତା,୨୮।୧୨: ପଶ୍ଚିମବଙ୍ଗ ରାଜନୀତିରେ ଏବେ ଘଟିକେ ଘୋଡ଼ା ଛୁଟୁଛି। ଇତିମଧ୍ୟରେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲୀ ଏବଂ ରାଜ୍ୟପାଳ ଜଗଦୀପ୍‌ ଧନଖଣ୍ଡଙ୍କ ମଧ୍ୟରେ ସାକ୍ଷାତ୍‌କାର ନେଇ ଚର୍ଚ୍ଚା ଜାରି ରହିଛି। ସୌରଭ ଭାଜପାରେ ଯୋଗଦେବା ନେଇ ଟୁପ୍‌ଟାପ୍‌ ଆରମ୍ଭ ହୋଇଛି। ତେବେ ଏନେଇ ସୌରଭ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟପାଳ ଯଦି ସାକ୍ଷାତ୍‌ କରିବାକୁ ଚାହିଁଲେ ତାହା କ’ଣ ଅମାନ୍ୟ କରିବା ଉଚିତ। ଏନେଇ କୌଣସି ଗୁଜବ ଉଠିବା ଅନାବଶ୍ୟକ। ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ୍‌କାର ଥିଲା ବୋଲି କୁହାଯାଇଛି। ୨୦୨୧ ଏପ୍ରିଲ୍‌-ମେରେ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ଭାଜପା ମିଶନ ପଶ୍ଚିମବଙ୍ଗ ଯୋଜନା କରିଥିବାବେଳେ ସୌରଭଙ୍କୁ ରାଜନୀତିକୁ ଆଣିବା ଲାଗି ଉଦ୍ୟମ ହେଉଥିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପରସ୍ପର ବୁଝାମଣା ଭିତରେ କଶ୍ମୀର ସମସ୍ୟାର ହେଉ ସମାଧାନ

ନୂଆଦିଲ୍ଲୀ,୧୮।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଭାରତ ବିରୋଧୀ ବୟାନ ଦେଇ ଆସୁଛି। ଆଉ ଭାରତକୁ ଘେରିବାକୁ ଅନ୍ତରାଷ୍ଟ୍ରୀୟ ସହାୟତା ମଧ୍ୟ...

‘ମେକ୍‌ ଇନ୍‌ ଇଣ୍ଡିଆ’ ଏବେ ‘ରେପ ଇନ୍‌ ଇଣ୍ଡିଆ’: ଅଧିର ରଞ୍ଜନ

ନୂଆଦିଲ୍ଲୀ,୧୦।୧୨: ଦେଶରେ ମହିଳାଙ୍କ ପ୍ରତି ବଢି ଚାଲିଥିବା ଅପରାଧକୁ ନେଇ ଗୃହ ହୋଇଛି ସରଗରମ। ମଙ୍ଗଳବାର ଏହାକୁ ନେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ...

ଶିବକୁମାର କର୍ନାଟକ କଂଗ୍ରେସ ମୁଖ୍ୟ

ବେଙ୍ଗାଲୁରୁ, ୧୨।୩: କର୍ନାଟକ କଂଗ୍ରେସ ଅଧ୍ୟକ୍ଷ ଭାବେ ଦଳର ବରିଷ୍ଠ ନେତା ଡି. କେ. ଶିବକୁମାରଙ୍କୁ ନିଯୁକ୍ତି ମିଳିଛି। ଏହି ପଦରେ ଥିବା ଦୀନେଶ୍‌ ଗୁଣ୍ଡୁ...

ଖରାପ ଗୋଳାବାରୁଦ ଯୋଗାଣ: ସ୍ଥଳସେନାର କ୍ଷତି ହୋଇଛି ୯୬୦ କୋଟି

ନୂଆଦିଲ୍ଲୀ, ୩୦।୯: ଏଲ୍‌ଓସି ଏବଂ ଏଲ୍‌ଏସିରେ ପାକିସ୍ତାନ-ଚାଇନା ସହିତ ଭାରତକୁ ସବୁବେଳେ ମୁହାଁମୁହିଁ ସ୍ଥିତିରେ ରହିବାକୁ ପଡୁଛି। ଏପରିସ୍ଥଳେ ଅର୍ଡିନାନ୍ସ୍‌ ଫ୍ୟାକ୍ଟ୍ରି ବୋର୍ଡ(ଓଏଫ୍‌ବି) ପକ୍ଷରୁ ସ୍ଥଳସେନାକୁ...

ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହେଲା ବିନୟଙ୍କ କ୍ଷମା ଆବେଦନ

ନୂଆଦିଲ୍ଲୀ,୧।୨: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାଙ୍କ କ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଖାରଜ କରି ଦେଇଛନ୍ତି। ଏବେ ଏହି...

ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ:ଗୁଆହାଟୀ-ଦିବ୍ରୁଗଡରେ ବାତିଲ ହେଲା ପରୀକ୍ଷା

ଗୁଆହାଟୀ,୧୦।୧୨: ଲୋକ ସଭାରେ ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ହୋଇଯାଇଛି। ହେଲେ ଏହି ବିଲ୍‌କୁ ଆସାମରେ ବିରୋଧ କରାଯାଉଛି। ନର୍ଥ ଇଷ୍ଟ ଷ୍ଟୁଡେଣ୍ଟ ଅର୍ଗାନାଇଜେଶନ୍‌(ଏନ୍‌ଇଏସ୍‌ଓ) ଓ...

ଦାଦନଙ୍କୁ ୨ ମାସ ମାଗଣା ଖାଦ୍ୟଶସ୍ୟ

ନୂଆଦିଲ୍ଲୀ,୨୧ା୫(ଆଇଏଏନ୍‌ଏସ୍‌): କରୋନା ମହାମାରୀର ମୁକାବିଲା ପାଇଁ ସାରା ଦେଶ ଲକ୍‌ଡାଉନରେ ରହିଥିବାରୁ କାମଧନ୍ଦା ହରାଇ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧା ଓ ଆର୍ଥତ୍କ...

ସବୁ ନିର୍ବାଚନ ଏକାକୀ ଲଢ଼ିବୁ: ମାୟାବତୀ

ନୂଆଦିଲ୍ଲୀ, ୨୫।୬: ଛୋଟ ହେଉ କି ବଡ଼, ଏଥର ସବୁ ନିର୍ବାଚନ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏକାକୀ ଲଢ଼ିବ ବୋଲି ଏହାର ସୁପ୍ରିମୋ ମାୟାବତୀ...

Advertisement


Archives

Model This Week