Home Left

୫ ଗୁଣ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି ଏହି କରୋନା ଟିକା

ଓ୍ବାଶିଂଟନ୍‌,୨୧ା୮: ଆମେରିକୀୟ କମ୍ପାନୀ ଫାଇଜର ଏବଂ ଜର୍ମାନ କମ୍ପାନୀ ବାୟୋନୋଟେକ୍‌ ଦ୍ୱାରା ଉତ୍ପାଦିତ ଏକ ନୂତନ କରୋନା ଭାଇରସ୍‌ ଟିକା ବହୁତ ଭଲ ଫଳାଫଳ ଦେଉଛି। ଏହାପୂର୍ବରୁ ପିଫାଇଜର ଗତ ମାସରେ ଅନ୍ୟ ଏକ କରୋନା ଟିକା ତଥ୍ୟ ପ୍ରକାଶ କରିଥିଲା।…

ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢ଼ୀ ନିଲାମ: କିଣିଲେ ଓଡ଼ିଆ ଛାତ୍ରୀ

ଭୁବନେଶ୍ୱର, ୨୧।୮(ବ୍ୟୁରୋ): ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନ ତାଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋଶନ ପାଇଁ ଯେଉଁ ସମ୍ବଲପୁରୀ ଶାଢ଼ି ପିନ୍ଧିଥିଲେ, ତାହା ନିଲାମ ହୋଇଯାଇଛି। ଅନ୍‌ଲାଇନ୍‌ରେ ଏହି ଶାଢ଼ିର ନିଲାମ ଡକାଯାଇଥିଲା। ତେବେ ଏହାକୁ ଜଣେ ଓଡ଼ିଆ ଛାତ୍ରୀ କିଣିଛନ୍ତି।…

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏହି ପେଣ୍ଟିଂକୁ କୁହାଯାଏ ଅଭିଶପ୍ତ, ଜାଣନ୍ତୁ କାହିଁକି

ବିଶ୍ୱର ଏପରି କିଛି ଭୟଭୀତ ପେଣ୍ଟି ଅଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ତେବେ ଏପରି ଏକ ପେଣ୍ଟିଂ ଅଛି, ଯେ କୌଣସି ବ୍ୟକ୍ତି ଏହାକୁ ପାଖରେ ରଖିଲେ ତାଙ୍କ ସହ ଅଜବ ଘଟଣା ଘଟିଲା। ଜାଣନ୍ତୁ ଏହି…

ରାସ୍ତା ଉପରେ ଅପରାଧୀଙ୍କୁ ବସଉଠ୍‌ କରାଇଲେ ପୋଲିସ

ଭୋପାଳ,୨୧।୮: ମଧ୍ୟପ୍ରଦେଶର ଇନ୍ଦୋର ସହର ଲଗାତାର ୪ର୍ଥ ଥର ସ୍ବଚ୍ଛତା ପାଇଁ ଭାରତର ସବୁଠୁ ସ୍ବଚ୍ଛ ସହର ଭାବେ ମାନ୍ୟତା ହାସଲ କରିଛି। ସହର ପରେ ଏବେ ଇନ୍ଦୋର ପୋଲିସ କିଛି ଏଭଳି କାର୍ଯ୍ୟ କରିଛି, ଯେଉଁଥିପାଇଁ ତାଙ୍କୁ ବେଶ୍‌ ପ୍ରଶଂସା…

ଡିପ୍ରେସନରେ ଥିଲେ ଶୁଟର୍‌, ଶେଷରେ ନେଲେ ଏମିତି ପଦକ୍ଷେପ

କୋଲକତା,୨୧।୮: ୩ ବର୍ଷ ଧରି ଶାରୀରିକ ଅସୁସ୍ଥତା ଯୋଗୁ ଡିପ୍ରେସନରେ ଥିବା ଜଣେ ଶୁଟର ଶେଷରେ ଜୀବନ ହାରିଛନ୍ତି। ଯେଉଁ ବନ୍ଧୁକ ସହିତ ସେ ଶୁଟିଂ ଅଭ୍ୟାସ କରୁଥିଲେ ସେହି ବନ୍ଧୁକରେ ଗୁଳି ମାରି ନିଜ ଜୀବନ ନେଇଛନ୍ତି। ପଶ୍ଚିମବଙ୍ଗର ହାଓ୍ବାଡାର…

ଐଶ୍ୱର୍ଯ୍ୟା ରାୟଙ୍କ ସହ ରୋମାନ୍ସ କରିବାକୁ ଡରିଯାଇଥିଲେ ଏହି ସୁପରଷ୍ଟାର: ଆଉ ତାପରେ…

ବଲିଉଡ୍‌ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କିଛି ଦିନ ହେବ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କର କାମ ବିଷୟରେ କହିବାକୁ ଗଲେ ସେ ଅନେକ ସୁପରଷ୍ଟାରଙ୍କ ସହ ସ୍କ୍ରିନ୍‌ ଶେୟାର କରିସାରିଛନ୍ତି। ସେମାନଙ୍କ…

ଅସୁବିଧାରେ ଫସିଥିବା କିମ୍‌ ଜୋଙ୍ଗ୍‌ ଭଉଣୀଙ୍କୁ ଦେଲେ ଏହି ବଡ଼ ଦାୟିତ୍ୱ

ସିଓଲ,୨୧ା୮: କରୋନା ଭାଇରସ୍‌ ଏବଂ ବିଶ୍ୱସ୍ତରୀୟ ପ୍ରତିବନ୍ଧକ ଯୋଗୁ ଉତ୍ତରକୋରିଆର ଆର୍ଥତ୍କ ମେରୁଦଣ୍ଡ ଭୁଶୁଡ଼ି ପଡ଼ିଛି। ଫଳରେ ଏଠାକାର ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ବହୁତ ଚିନ୍ତାରେ ପଡ଼ିଛନ୍ତି। ଏହି କାରଣରୁ ଏବେ କିମ୍‌ ଆମେରିକା ସହିତ ସମ୍ପର୍କ ସୁଦୃଢ଼ କରିବାକୁ…

ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୨୧।୮: ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦ ନିଜ ଅଜବ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଏବେ ସେ ପୁଣି ଥରେ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଆମର ଆଣବିକ ଅସ୍ତ୍ର ବହୁତ ଛୋଟ ଏବଂ…

ବିପଦ ସଙ୍କେତ ଉପରେ ବୈତରଣୀ

ଭଣ୍ଡାରିପୋଖରୀ,୨୧ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇ ଶୁକ୍ରବାର ସକାଳ ୭ଟାରେ ବିପଦ ସଙ୍କେତ ଅତିକ୍ରମ କରିଛି। ଆନିକଟଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ପୂର୍ବାହ୍ନ ୧୧ ଟାରେ ବନ୍ୟାଜଳ ବିପଦ…

ଲାଲୁଙ୍କ ସୁରକ୍ଷାରେ ଥିବା ୯ସୁରକ୍ଷାକର୍ମୀ କରୋନା ପଜିଟିଭ୍‌

ରାଞ୍ଚି,୨୧।୭: ଝାଡ଼ଖଣ୍ଡ ରାଞ୍ଚିରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାରେ ଥିବା ୯ଜଣ ସୁରକ୍ଷାକର୍ମୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ଆସିବା ପରେ ସୁରକ୍ଷାକର୍ମୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ଲାଲୁଙ୍କୁ ସଂକ୍ରମଣରୁ…

ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗାଲୁରୁକୁ ଉଡ଼ିବ ବିମାନ

ଝାରସୁଗୁଡ଼ା ଅଫିସ,୨୧ା୮: ପଶ୍ଚିମ ଓଡ଼ିଶା ପାଇଁ ଖୁସି ଖବର। ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଆସନ୍ତା ଅକ୍ଟୋବର ୨୫ ପରେ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ। ଏ ନେଇ ଝାରସୁଗୁଡ଼ା ବିମାନ ବନ୍ଦରର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି।…

ହାତକୁ ଦି ହାତ ହେବେ ଏହି ଭାରତୀୟ କ୍ରିକେଟ ଖେଳାଳି

ଭାରତୀୟ କ୍ରିକେଟ ଖେଳାଳି ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ନିକଟରେ ତାଙ୍କ ନିର୍ବନ୍ଧ ଶେୟ ହୋଇଛି। ଏହାର ଫଟୋ ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଶେୟାର କରିଛନ୍ତି ୨୯ ବର୍ଷୀୟ ବିଜୟ। ବୈଶାଳୀ ବିଶ୍ୱେଶ୍ୱରନଙ୍କ ନିଜ ଜୀବନ ସାଥୀ ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri