Posted inଜାତୀୟ

ଜେଟଲିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଶାହା

ନୂଆଦିଲ୍ଲୀ,୨୮ ।୧୨: ଭାରତୀୟ କ୍ରିକେଟ କଂଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ଶିଖର ଧୱନ ଅରୁଣ ଜେଟଲି ଷ୍ଟାଡିୟମ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ପହଞ୍ଚିଛନ୍ତି । ସେଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ଏଥିପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୂର୍ବରୁ ସେଠାରେ ପହଞ୍ଚିବା ସହ ଜେଟଲିଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଥିଲେ । ଏହାକୁ ନେଇ ଶାହା କହିଥିଲେ ଏହି ମୁହୂର୍ତ୍ତ ମୋ ପାଇଁ ସ୍ମରଣୀୟ ଓ ଗର୍ବର କଥା । ଉକ୍ତ କାର୍ଯ୍ୟକ୍ରମରେ ଡିଡିସିଏ ଅଧ୍ୟକ୍ଷ ରୋହନ ଜେଟଲି ଓ ଦିଲ୍ଲୀ ଭାଜପାର କେତେଜଣ ନେତା ଓ ବୋର୍ଡର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ, ଅମିତ ଶାହା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ସୌରଭ ଗାଙ୍ଗୁଲିଙ୍କ ସହ ସାଡକ୍ଷା୍ କରିପାରନ୍ତି । ନିକଟରେ ଗାଙ୍ଗୁଲି ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଭେଟିଥିବା ବେଳେ ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୦।୪: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନାଁରେ ଜଣେ ମହିଳା ଆଣିଥିବା ଯୌନ ଉତ୍ପୀଡନ ମାମଲକୁ ସେ ନିଜେ ଖାରଜ କରି ଦେଇଛନ୍ତି। ୩ଜଣ...

୧୯୫୯ର ଏଲ୍‌ଏସିକୁ ଗ୍ରହଣ କରାଯିବନି

ନୂଆଦିଲ୍ଲୀ,୩୦।୯: ଏଲ୍‌ଏସିକୁ ନେଇ ଭାରତ-ଚାଇନା ମଧ୍ୟରେ ବିବାଦ ଗୁରୁତର ରୂପ ଧାରଣ କରିଥିବାବେଳେ ୧୯୫୯ର ଏକପାଖିଆ ସୀମା ନିର୍ଦ୍ଧାରଣକୁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି...

ବଲିଉଡରେ ଡ୍ରଗ୍ସ କାରବାର ଲିଙ୍କ୍: ସମ୍ମୁଖକୁ ଆସିଲା ଦୀପିକାଙ୍କ ନାମ

ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଅଭିନେତ୍ରୀ ରିୟା ଚକ୍ରବର୍ତୀ ଗିରଫ ହେବ ପରେ ସାରା ଅଲ୍ଲୀ ଖାନ, ରକୁଳ ପ୍ରୀତି ସିଂ ଏବଂ ଶ୍ରଦ୍ଧା କପୁରଙ୍କ...

କୋଭାକ୍ସିନ-କୋଭିଶିଲ୍ଡର ହେବ ମିଶ୍ରଣ ବ୍ୟବହାର ପରୀକ୍ଷା

ନୂଆଦିଲ୍ଲୀ,୩୧ା୫: ଦେଶରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଟିକାକୁ ନେଇ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରାଯାଉଛି। ଭାରତ ନିକଟରେ ବର୍ତ୍ତମାନ କୋଭିଶିଲ୍ଡ ଏବଂ କୋଭାକ୍ସିନ...

ଟୁଇଟରରେ ଛାଇଲେ ମୋଦି: ବିଶ୍ୱର ଟପ୍‌ ୨ ଟ୍ରେଣ୍ଡିଂ ଟପିକ୍‌ରେ ମୋଦିଙ୍କ ଜନ୍ମଦିନ

ନୂଆଦିଲ୍ଲୀ,୧୭।୯: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୬୯ତମ ଜନ୍ମଦିନ ମଙ୍ଗଳବାର ପାଳନ କରୁଛନ୍ତି। ମୋଦିଙ୍କ ଜନ୍ମଦିନ ଅବସରରେ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି...

ମହାରାଷ୍ଟ୍ରରେ ଭାଜପା ଖେଳ ଶେଷ:ପରାଜୟ ପୂର୍ବରୁ ପଳାୟନ

ନୂଆଦିଲ୍ଲୀ/ମୁମ୍ବାଇ,୨୭-୧୧:ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ଚାଲିଥିବା ଭାଜପାର ସଂଖ୍ୟାଖେଳ ଶେଷ ହୋଇଯାଇଛି। ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ଆସ୍ଥାଭୋଟର ସମ୍ମୁଖୀନ ହୋଇ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା...

ଆବଦ୍ଧାଞ୍ଚଳ ବାହାରେ ଲକ୍‌ଡାଉନ ମନା

ନୂଆଦିଲ୍ଲୀ, ୩୦।୮: ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ କଣ୍ଟେନ୍‌ମେଣ୍ଟ ଜୋନ୍‌ ବା ଆବଦ୍ଧାଞ୍ଚଳ ବାହାରେ ଲକ୍‌ଡାଉନ୍‌ ଘୋଷଣା କରିପାରିବେ ନାହିଁ। ତେବେ ଆବଦ୍ଧାଞ୍ଚଳରେ...

ନିଖୋଜ ବିମାନକୁ ଖୋଜିବେ ପର୍ବତାରୋହୀ

ଗୁଆହାଟି,୧୦।୬: ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ ନିଖୋଜ ହେବାର ୮ ଦିନ ବିତିଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ତା’ର ପତ୍ତା ମିଳିପାରିନାହିଁ। ସୋମବାର ପାଗ ଖରାପ...

Advertisement


Archives

Model This Week