କରୋନା ରୋଗୀଙ୍କ ଫୁସ୍ଫୁସ୍ ପ୍ରତିରୋପଣ
ଚେନ୍ନାଇ, ୩୦ା୮: ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଜଣେ ୪୮ ବର୍ଷୀୟ କରୋନା ରୋଗୀଙ୍କ ଫୁସ୍ଫୁସ୍କୁ ସଫଳତାର ସହ ପ୍ରତିରୋପଣ କରାଯାଇଛି। ଉକ୍ତ ରୋଗୀଙ୍କ ଫୁସ୍ଫୁସ୍ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଜଣେ କରୋନା ରୋଗୀଙ୍କ ଫୁସ୍ଫୁସ୍ ପ୍ରତିରୋପଣ କରାଯିବା ଏସିଆରେ…
ସୋମବାର ଦଣ୍ଡ ଶୁଣାଣି
ନୂଆଦିଲ୍ଲୀ, ୩୦ା୮: ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ହୋଇଥିବା ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ସୋମବାର ଦଣ୍ଡବିଧାନ କରାଯିବ। ଭୂଷଣ ଟୁଇଟ କରି ପ୍ରଧାନବିଚାରପତି ଏସ୍.ଏ. ବୋବ୍ଡେ ଓ ନ୍ୟାୟପାଳିକା ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଗତ ମଙ୍ଗଳବାର ଶୁଣାଣି…
ସ୍କୁଲ ନ ଖୋଲିବା ଯାଏ ଦେୟ ଆଦାୟ କରାଯାଇପାରିବ ନାହିଁ: ହାଇକୋର୍ଟ
ନୂଆଦିଲ୍ଲୀ, ୩୦।୮(ପି.ଟି.): କରୋନା ମହାମାରୀ କାରଣରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଦୀର୍ଘଦିନ ହେଲା ବନ୍ଦ ରହିଛି। ସ୍କୁଲ ନ ଖୋଲିବା ପର୍ଯ୍ୟନ୍ତ ପିଲାମାନଙ୍କ ଅଭିଭାବକଙ୍କଠାରୁ ବାର୍ଷିକ ଦେୟ କିମ୍ବା ଉନ୍ନୟନ ଅର୍ଥ ଆଦାୟ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଏକ ଘରୋଇ…
ଡୋକ୍ଲାମ ନିକଟରେ ଚାଇନାର କ୍ଷେପଣାସ୍ତ୍ର ଘାଟି
ନୂଆଦିଲ୍ଲୀ, ୩୦।୮: ଡୋକଲାମ ନିକଟରେ ଚାଇନା ଦୁଇଟି ଏୟାର ଡିଫେନ୍ସ ପୋଜିଶନ୍ର ବିକାଶ କରୁଛି। ଏହା ଡୋକ୍ଲାମ ସମେତ ସିକ୍କିମ୍ର ନାକୁ ଲାକୁ ଟାର୍ଗେଟ କରିପାରିବ। ଉପଗ୍ରହ ଚିତ୍ରରୁ ଏହି ସୂଚନା ମିଳିଛି। ୨୦୧୭ରେ ଡୋକ୍ଲାମରେ ଭାରତୀୟ ଓ ଚାଇନା ସୈନ୍ୟଙ୍କ…
ଏକକ ଭୋଟର ତାଲିକା ପାଇଁ କେନ୍ଦ୍ରର ବିଚାର
ନୂଆଦିଲ୍ଲୀ, ୩୦।୮(ପି.ଟି.): ଲୋକ ସଭା, ରାଜ୍ୟ ବିଧାନସଭା ଏବଂ ମ୍ୟୁନିସିପାଲିଟି ତଥା ପଞ୍ଚାୟତ ନିର୍ବାଚନ ପାଇଁ ଗୋଟିଏ ଭୋଟର ତାଲିକା ପ୍ରଚଳନର ସମ୍ଭାବ୍ୟତାକୁ ନେଇ ସରକାର ବିଚାର ବିମର୍ଶ ଚଳାଇଛନ୍ତି। ଏହାଦ୍ୱାରା ପାତରଅନ୍ତର ଦୂର ହେବା ସହ ଭୋଟର ତାଲିକାରେ ସମାନତା…
ସହରାଞ୍ଚଳରେ ୨ ଗୁଣ ବଢ଼ିଲେ ଇ-କମର୍ସ ଗ୍ରାହକ
ନୂଆଦିଲ୍ଲୀ,୩୦।୮:ମହାମାରୀ ସମୟରେ ସହରାଞ୍ଚଳଗୁଡିକରେ ଇ-କମର୍ସ କମ୍ପାନୀଗୁଡିକର କାରବାର ବେଶ୍ ଉନ୍ନତ ରହିଥିବା ଜଣାପଡିଛି। ସହରାଞ୍ଚଳରେ ଗତ ୩ ମାସରେ ଇ-କମର୍ସ ଗ୍ରାହକଙ୍କ ସଂଖ୍ୟା ୨ ଗୁଣ ବଢିଛି। ଇ-କମର୍ସର ପ୍ରାୟ ୫୦% ନୂଆ ଗ୍ରାହକ ଟାୟାର ୧ ଏବଂ ୨ ସହରରୁ…
ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନିଯୁକ୍ତିରେ ହେବ ପରିବର୍ତ୍ତନ
ନୂଆଦିଲ୍ଲୀ,୩୦।୮: କେନ୍ଦ୍ର ସରକାର ସରକାରୀ ନିଯୁକ୍ତିରେ ପରିବର୍ତ୍ତନ କରିବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି। ସୂଚନା ମୁତାବକ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧ୍ୟକ୍ଷ ଏବଂ ଏମ୍ଡି ନିଯୁକ୍ତି କ୍ଷେତ୍ରରେ ଏଭଳି ପରିବର୍ତ୍ତନ ହେବ। ଏଭଳି ପଦକ୍ଷେପ ଦ୍ୱାରା ଟାଲେଣ୍ଟ ପୁଲ୍ର ସମ୍ପ୍ରସାରଣ କରିବାକୁ…
ପୋଲିସକୁ ଡରି ଲୁଚିଥିଲେ,ବାର୍ହା ଫାଶରେ ଜୀବନ ଗଲା: ସାନ ମୃତ, ବଡଭାଇ ଗୁରୁତର
ଗଞ୍ଜାମ,୩୦ା୮(ଡି.ଏନ୍.ଏ.)- ରମ୍ଭା ଥାନା ଗଞ୍ଜାମ ବ୍ଲକ ଗଡ଼ହୁମ୍ମାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବାର୍ହା ପାଇଁ ବସା ଯାଇଥିବା ଫାଶରେ ଲାଗି ସାନର ମୃତ୍ୟୁ ହୋଇଥିବାବେଳେ ବଡ ଗୁରୁତର ହୋଇଛି। ମୃତକ ହେଲେ ଲକ୍ଷ୍ମଣ ଜେନା(୨୮)। ବଡ଼ ପୁଅ ରାଜୁ…
ଜାତୀୟ କ୍ରୀଡ଼ା ପୁରସ୍କାର ଅର୍ଥରାଶିରେ ଆଶାତୀତ ବୃଦ୍ଧି
ନୂଆଦିଲ୍ଲୀ,୩୦।୮(ପି.ଟି.): ଜାତୀୟ କ୍ରୀଡ଼ା ପୁରସ୍କାର ଅର୍ଥ ରାଶିରେ ଆଶାତୀତ ବୃଦ୍ଧି କରାଯାଇଛି। ଏ ନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ ଶନିବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ତେବେ ୭ଟିରୁ ୪ଟି ବର୍ଗରେ ପୁରସ୍କାର ଅର୍ଥରାଶି ବୃଦ୍ଧି କରାଯାଇଛି। ଦେଶର ସର୍ବୋଚ୍ଚ…
ଲୋୟର ସୁକ୍ତେଲ ପ୍ରକଳ୍ପ: ବୁଡି ଅଞ୍ଚଳବାସୀଙ୍କ ସହ ପୂର୍ବତନ ଏମ୍ପିଙ୍କ ଆଲୋଚନା
ବଲାଙ୍ଗୀର ଅଫିସ, ୩୦ା୮: ଲୋୟର ସୁକ୍ତେଲ ପ୍ରକଳ୍ପକୁ ନେଇ ପ୍ରକଳ୍ବ ପ୍ରଭାବିତ ବୁଡି ଅଞ୍ଚଳବାସୀଙ୍କ ସହ ପୂର୍ବତନ ଏମ୍ପି କଲିକେଶ ନାରାୟଣ ସିଂଦେଓ ଶନିବାର ଶୈଳଶ୍ରୀ ପ୍ୟାଲେସରେ ଆଲୋଚନା କରିଛନ୍ତି। ବୁଡିଅଞ୍ଚଳ ଅଗ୍ରଗାମୀ ସଂଘ ସଭାପତି ଉପେନ୍ଦ୍ର ସାହୁ, ଦିଲୀପ ନାଏକ…
‘ଚେସ୍ର ମର୍ଯ୍ୟାଦା ବଢ଼ାଇବାରେ ସହାୟକ ହେବ’
ଭୁବନେଶ୍ୱର, ୩୦।୮(କ୍ରୀଡ଼ା ପ୍ରତିନିଧି)- ଜାତୀୟ କ୍ରୀଡ଼ା ଦିବସ ଅବସରରେ ଶନିବାର ଚେସ୍ ଗୁରୁ ତଥା ଏସଆର ଚେସ୍ ସେଣ୍ଟର ନିର୍ଦ୍ଦେଶକ ସତ୍ୟରଞ୍ଜନ ପଟ୍ଟନାୟକ ଶ୍ରେଷ୍ଠ କୋଚ୍ ଭାବେ ବିଜୁପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଛନ୍ତି। ଏହି ସମ୍ମାନଜନକ ପୁରସ୍କାର ପାଇବାରେ ସେ ପ୍ରଥମ…
ବଢ଼ି ନ ପାରେ ମୋରାଟୋରିୟମ ଅବଧି
ମୁମ୍ବାଇ,୩୦।୮: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ଅଗଷ୍ଟ ୩୧ ପରେ ମୋରାଟୋରିୟମ ଅବଧିକୁ ବୃଦ୍ଧି କରି ନ ପାରେ। ଏହା ବଢ଼ାଇବା ଦ୍ୱାରା ବ୍ୟାଙ୍କଗୁଡିକ ଉପରେ ପ୍ରଭାବ ପଡୁଥିବାରୁ ଏପରି ହୋଇ ନ ପାରେ ବୋଲି ଶୁଣାଯାଉଛି। କୋଭିଡ୍-୧୯ ଯୋଗୁ ଘରୋଇ…
Archives


