ପିପିଇ କିଟ୍ ପିନ୍ଧି ଡାକ୍ତରଖାନା ଟଏଲେଟ୍ ସଫା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଭିଡିଓ ଭାଇରାଲ
ଚେନ୍ନାଇ,୩୦ା୮: ସରକାରୀ ଡାକ୍ତରଖାନାର ଟଏଲେଟ୍ ଅବସ୍ଥା କିପିର କରାଯାଏ ତାହା ଊଣା ଅଧିକେ ସମସ୍ତଙ୍କୁ ଜଣା। ଦେଶର ଅଧିକାଂଶ ସରକାରୀ ଡାକ୍ତରଖାନା ଅବସ୍ଥା ଏମିତି। ଏହି ସମୟରେ ପୁଡୁଚେରୀରେ ଥିବା ସରକାରୀ ଡାକ୍ତରଖାନାର ଚିତ୍ର ଲୋକଲୋଚନକୁ ଆସିଛି। ଯେତେବେଳେ ଖୋଦ୍ ସ୍ବାସ୍ଥ୍ୟମନ୍ତ୍ରୀ…
ଜିମ୍ସେଣ୍ଟରରେ ବତକ: କରୁଛି ଏପରି ବ୍ୟାୟାମ
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…
ଚିନ୍ତାରେ କପିଲ
ନୂଆଦିଲ୍ଲୀ,୩୦।୮: କଂଗ୍ରେସର ନେତୃତ୍ୱ ପରିବର୍ତ୍ତନକୁ ନେଇ ଯେଉଁ ଚିଠି ଲେଖାଯାଇଥିଲା ଏବେ ପର୍ଯ୍ୟନ୍ତ ଏହାର ସମାଧାନ ହୋଇ ପାରୁନାହିଁ। ଚିଠି ଲେଖି ଥିବା କଂଗ୍ରେସ ନେତାଙ୍କ ମଧ୍ୟରେ ଜଣେ ଥିଲେ ବରିଷ୍ଠ ନେତା କପିଲ ଶିବଲ। ଏବେ ସେ ଏହାକୁ ନେଇ…
ଧୋନୀଙ୍କୁ ଇମରାନଙ୍କ ସହ ତୁଳନା କଲେ ପାକିସ୍ତାନର ପୂର୍ବ ଅଧିନାୟକ: କହିଲେ ଏଭଳି କିଛି..
ନୂଆଦିଲ୍ଲୀ,୩୦।୮: ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଭାରତୀୟ କ୍ରିକେଟ ଟିମ୍ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏନେଇ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଜଣାଇବା ପରେ କ୍ରିକେଟ ପ୍ରତି ଯୋଗଦାନ ନିମନ୍ତେ କୋଟି କୋଟି ଲୋକ…
ମହାକାଶରେ ଉପଗ୍ରହ ଭିଡ଼: ଗବେଷଣାରେ ସୃଷ୍ଟି ହେବ ବାଧା !
ଓ୍ବାଶିଂଟନ, ୩୦।୮: ଆଗାମୀ ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ବାଧା ସୃଷ୍ଟି ହେବା। ଏନେଇ ମହାକାଶ ବିଜ୍ଞାନୀ ମତପୋଷଣ କରିଛନ୍ତି। ଧୀରେଧୀରେ ମହାକାଶରେ କୃତ୍ରିମ ଉପଗ୍ରହଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅକାମୀ ହୋଇଯାଇଥିବା ଉପଗ୍ରହଗୁଡ଼ିକ ଏଣେତେଣେ ଘୁରି ବୁଲୁଛନ୍ତି। ଏହାଯୋଗୁ ଭବିଷ୍ୟତର…
ରୁଷିଆ ଆଣିଲା ନୂଆ ଡିଭାଇସ୍ : ମାତ୍ର କେଇ ସେକେଣ୍ଡରେ ଚିହ୍ନଟ ହେବ କରୋନା
ମସ୍କୋ,୩୦ା୮: କରୋନା ଭାଇରସ୍ ଭଳି ମହାମାରୀ ସମୟରେ ରୁଷିଆ ଏମିତିି ଏକ ଉପକରଣ ବାହାର କରିଛି ଯାହା ବାୟୁ ଦ୍ୱାରା ଭୂତାଣୁ, ବିଷାକ୍ତ ପଦାର୍ଥ ଏବଂ ଜୀବାଣୁ ଚିହ୍ନଟ କରିବାରେ ସକ୍ଷମ ହେବ। ଏହି ଉପକରଣଟି କରୋନା ଭୂତାଣୁ ମଧ୍ୟ ଚିହ୍ନଟ…
ଭିକାରିଙ୍କୁ ଚାକିରି ଦେବେ ରାଜ୍ୟ ସରକାର
ଜୟପୁର, ୩୦।୮: ଭିକାରିଙ୍କୁ ଚାକିରି ଦେବାକୁ ରାଜସ୍ଥାନ ସରକାର ଅଣ୍ଟା ଭିଡ଼ିଛନ୍ତି। ରାସ୍ତାଘାଟ, ପର୍ଯ୍ୟଟନସ୍ଥଳ, ଧର୍ମସ୍ଥଳ ଆଦିରେ ଭିକାରିଙ୍କ ଯୋଗୁ ଭିଡ଼ ସୃଷ୍ଟି ହେଉଛି। ତେଣୁ ଭିକାରିଙ୍କୁ କର୍ମନିଯୁକ୍ତି ଦେବା ଲାଗି ଯୋଜନା କରାଯାଉଛି। ଏନେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ…
ଆପଣଙ୍କ ଫୋନ୍ ଅନ୍ୟ କେହି ଦେଖୁଛନ୍ତି କି? ଆପଣାନ୍ତୁ ଏହି ଉପାୟ, ପାସ୍ଓ୍ବାର୍ଡ ନ ପଡ଼ି ମଧ୍ୟ ଖୋଲିବନି
ଆପଣ ନ ଥିବା ସମୟରେ ଆପଣଙ୍କ ଫୋନ୍ ଅନ୍ୟ କେହି ଦେଖୁଛନ୍ତି କି? ସେ ସାଙ୍ଗସାଥୀ ହୁଅନ୍ତୁ କି ଆଉ କେହି। ଏମିତି କି ଆପଣ ମଧ୍ୟ ସେମାନଙ୍କୁ ମନା ବି କରିପାରିବେନି ଯେ, ସେ ଆପଣଙ୍କ ଫୋନ୍ ଛୁଅନ୍ତୁ ବୋଲି।…
ପତଳା ଅଣ୍ଟା ପାଇଁ ବେଶ୍ ଚର୍ଚ୍ଚାରେ ଏହି ମହିଳା
ନାରୀର ତନୁପାତଳି ଅଣ୍ଟା ସମସ୍ତଙ୍କୁ ଆକର୍ଷିତ କରେ। ସେଇଥିପାଇଁ ତ ଏମିତି ଅଣ୍ଟା ପାଇବା ଲାଗି ଅନେକେ ଜିମ୍ ଯାଆନ୍ତି, ବିଭିନ୍ନ ବ୍ୟାୟାମ କରନ୍ତି। ନିକଟରେ ଜଣେ ମହିଳା ସୋସିଆଲ ମିଡିଆରେ ନିଜର ପତଳା ଅଣ୍ଟା ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି।…
ଅଫିମ କ୍ଷେତରେ କାମ କରିବାକୁ ବାଧ୍ୟ ହେଉଛନ୍ତି ବେକାର ଯୁବକ!
କାବୁଲ,୩୦।୮: ଆଫଗାନିସ୍ତାନ କିଛି ଦିନ ହେବ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ବେଡି ଉପରେ କୋରଡା ମାଡ ଭଳି କରୋନା ମହାମାରୀ ବି ଦାଉ ସାଧିଛି। ଏତିକିରେ ଆଫଗାନିସ୍ତାନବାସୀଙ୍କ ସମସ୍ୟା ସରି ନାହିଁ। ଏବେ ସେଠାରେ ବନ୍ୟା ପୁଣିଥରେ…
ପୁଣି ନୂଆ ବିପଦ: କରୋନା ଯୋଗୁ ପ୍ରଜନନ କ୍ଷମତା ହରାଇ ବସୁଛନ୍ତି ପୁରୁଷ !
ନୂଆଦିଲ୍ଲୀ, ୩୦।୮: କରୋନା ମହାମାରୀର ପ୍ରଭାବ ଯୋଗୁ ପରବର୍ତ୍ତୀ ସମୟରେ ନୂଆ ବିପଦ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। କରୋନା ପ୍ରଭାବରେ ପୁରୁଷ ପ୍ରଜନନ କ୍ଷମତା ହରାଇ ବସୁଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। କରୋନା ଆକ୍ରାନ୍ତ ପୁରୁଷଙ୍କର ଟେଷ୍ଟୋଷ୍ଟେରନ୍…
ଖାକିରେ ଦାଗ: ଏସ୍ଆଇ ନିଲମ୍ବିତ, ୨ ହୋମ୍ଗାର୍ଡ ଗିରଫ
ମାଲକାନଗିରି,୩୦।୮(ସ୍ବ.ପ୍ର.): ଖାକି ପୋଷାକରେ ଦାଗ। ଗଞ୍ଜେଇ ବ୍ୟବସାୟୀଙ୍କଠାରୁ ଜୋରଜବରଦସ୍ତି ଟଙ୍କା ଆଦାୟ ମାମଲାରେ ଏସ୍ଆଇ ନିଲମ୍ବିତ ଓ ଏଏସ୍ଆଇଙ୍କ ନାମରେ ମାମଲା ରୁଜୁ , ୨ ହୋମ୍ଗାର୍ଡଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ଖାଇରପୁଟ ବ୍ଲକ ମୁଦୁଲିପଡା…
Archives


