ଫିଲ୍ମ ସେଟ୍ରେ ଫୋନ ବାଣ୍ଟିଲେ ସୋନୁ ସୁଦ
ମାନବିକତା ଓ ଉଦାରତା ପାଇଁ ଜଣାଯାଉଥିବା ଅଭିନେତା ସୋନୁ ସୁଦ ଆଚାର୍ଯ୍ୟ ଫିଲ୍ମ ଶୁଟିଂ ଆରମ୍ଭ କରିଛନ୍ତି। ଶୁଟିଂର ପ୍ରଥମ ଦିନ ସେଟ୍ରେ ସୋନୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ କ୍ରୁ ମେମ୍ବର। ଏହି ଅବସରରେ ୟୁନିଟ୍ ମେମ୍ବରଙ୍କ ମଧ୍ୟରେ ସୋନୁ ବାଣ୍ଟିଛନ୍ତି ୧୦୦…
ୱିକିଲିକ୍ସର ପ୍ରତିଷ୍ଠାତା ଆସେଞ୍ଜଙ୍କ ଜାମିନ ଖାରଜ
ଲଣ୍ଡନ,୬।୧: ଗୁପ୍ତ ସାମରିକ ଦଲିଲ ପ୍ରକାଶନ ଅଭିଯୋଗର ଜେଲରେ ଥିବା ୱିକିଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କ ଜାମିନକୁ ବ୍ରିଟେର ଏକ କୋର୍ଟ ବୁଧବାର ଖାରଜ କରିଛନ୍ତି। ବିଚାରପତି ଭେନେସା ବାରାଏସ୍ ଆସେଞ୍ଜଙ୍କ ଜାମିନ ନାମଞ୍ଜୁର କରିବା ସହ କାରାଗାରରେ ରହିବାକୁ ନିର୍ଦ୍ଦେଶ…
ବଦାଉନ ଗଣମଳାତ୍କାର, ହତ୍ୟା ମାମଲା : ୨ ଗିରଫ
ଲକ୍ଷ୍ନୌ,୬।୧- ଉତ୍ତର ପ୍ରଦେଶର ବଦାଉନ ଜିଲାରେ ଘଟିଥିବା ଗଣାବଳାତ୍କାର ଓ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଅନ୍ୟ ଜଣେ ଅପରାଧିକୁ ଧରିବା ପାଇଁ ବଦାଉନ ସିନିୟର ଏସ୍ପି ସଙ୍କଳ୍ପ ଶର୍ମା ୨୫ ହଜାର ଟଙ୍କାର ପୁରସ୍କାର ରାଶି…
ହାଇଦ୍ରାବାଦ୍: ଅପହରଣ ମାମଲାରେ ପୂର୍ବତନ ମନ୍ତ୍ରୀଙ୍କୁ ପଚରାଉଚୁରା
ହାଇଦ୍ରାବାଦ୍,୬।୧- ପୂର୍ବତନ ବ୍ୟାଡ୍ମିଣ୍ଟନ ଖେଳାଳି ପ୍ରବୀଣ ରାଓ ଓ ତାଙ୍କ ଦୁଇ ଭାଇଙ୍କୁ ଅପହରଣ ପରେ ଉଦ୍ଧାର କରିଛି ହାଇଦ୍ରାବାଦ୍ ପୋଲିସ। ଏହାର ଘଣ୍ଟାକ ପରେ ପୋଲିସ ଟିଡିପି (ତେଲୁଗୁ ଦେଶମ ପାର୍ଟି) ନେତା ତଥା ପୂର୍ବତନ ମନ୍ତ୍ରୀ ଭୁମା ଅଖିଲା…
ଦେଶରେ ନୂଆ କୋଭିଡ୍ ଷ୍ଟ୍ରେନର ମାମଲା ୭୩କୁ ବୃଦ୍ଧି
ନୂଆଦିଲ୍ଲୀ,୬।୧: ଦେଶରେ ୨୪ ଘଣ୍ଟା ମଧ୍ୟରେ କୋଭିଡ୍-୧୯ ନୂତନ ଷ୍ଟ୍ରେନର ୨ଟି ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ବୁଧବାର ନୂତନ ଷ୍ଟ୍ରେନ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୩ରେ ପହଞ୍ଚିବା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୭୩ଟି ମାମଲା…
ପୁରୁଷ ଟେଷ୍ଟ ପରିଚାଳନା କରିବେ ପ୍ରଥମ ମହିଳା ଅଫିସିଆଲ କ୍ଲେର ପୋଲୋସାକ
ସିଡ୍ନୀ,୬।୧- ଅଷ୍ଟ୍ରେଲିଆର କ୍ଲେର ପୋଲୋସାକ ପ୍ରଥମ ମହିଳା ମ୍ୟାଚ୍ ଅଫିସିଆଲ ଭାବେ ପୁରୁଷଙ୍କ ଟେଷ୍ଟ ମ୍ୟାଚ୍ ପରିଚାଳନା କରିବାକୁ ଯାଉଛନ୍ତି। ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ଆରମ୍ଭ ହେବାକୁ ଯାଉଛି ତୃତୀୟ ଟେଷ୍ଟ। ଏହି ମ୍ୟାଚ୍ରେ ଚତୁର୍ଥ ଅମ୍ପାୟର…
ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣା: ୨ ଡିଜିଏମ୍ ଅଧିକାରୀ ନିଲମ୍ବିତ, ମୁଖ୍ୟମନ୍ତ୍ରୀଙ୍କ ଶୋକ
ରାଉରକେଲା/ ସୁନ୍ଦରଗଡ଼, ୬।୧: ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି)ରେ ବିଷାକ୍ତ ଗ୍ୟାସ୍ ଲିକ୍ରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ କାରଖାନାର ୨ ଡିଜିଏମ୍ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ଯୋଗୁ ଅଧିକାରୀ…
୬୩ ବର୍ଷରେ ଝାରସୁଗୁଡ଼ା-ପୁରୀ ପଦଯାତ୍ରା: ସୁସ୍ଥ ସମାଜ ଗଠନ ଉଦ୍ଦେଶ୍ୟ
ଲଖନପୁର,୬।୧(ଡି.ଏନ.ଏ.): ନିଶା ମୁକ୍ତ ସୁସ୍ଥ ସମାଜ ଗଠନ ନେଇ ଆଗେଇ ଆସିଛନ୍ତି ୬୩ ବର୍ଷୀୟ ଅବସରପ୍ରାପ୍ତ ବିଦ୍ୟୁତ୍ କର୍ମଚାରୀ ଅଭିରାମ ସତପଥୀ। ଅଭିରାମଙ୍କ ଘର ଝାରସୁଗୁଡ଼ା ଜିଲା ଦୁର୍ଲଗା ଗ୍ରାମରେ। ଅବସର ପରେ ସେ ଅସୁସ୍ଥ ହୋଇପଡିଥିଲେ। ଏନେଇ ସେ ଡାକ୍ତରଙ୍କ…
ଦିଲ୍ଲୀ କ୍ୟାପିଟାଲ୍ସର ସହାୟକ କୋଚ୍ ପ୍ରବୀଣ ଆମ୍ରେ
ନୂଆଦିଲ୍ଲୀ,୬।୧- ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ ଆମ୍ରେ ସହାୟକ କୋଚ୍ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଡ଼ି ହୋଇଛନ୍ତି। ଆଗାମୀ ଦୁଇ ଆଇପିଏଲ ସିଜନ ପାଇଁ ପ୍ରବୀଣଙ୍କ ସହ ଚୁକ୍ତି କରାଯାଇଥିବା ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ବୁଧବାର କୁହାଯାଇଛି। ଦିଲ୍ଲୀ ଦଳ…
ସିଡ୍ନୀ ଟେଷ୍ଟ: ଦର୍ଶକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ
ସିଡ୍ନୀ,୬।୧- ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ଦର୍ଶକମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଦର୍ଶକମାନେ ଷ୍ଟାଡିୟମରେ ପୂରା ସମୟ ମାସ୍କ ପିନ୍ଧିବେ। କେବଳ ଖାଇବା ଓ ପିଇବାବେଳେ ସେମାନେ ମାସ୍କ…
ଯୁବକରୁ ଟ୍ରାନ୍ସଓମ୍ୟାନ୍ ପାଲଟିଲେ ବଲିଉଡ୍ର ଏହି ଟପ୍ ଡିଜାଇନର: କହିଲେ ‘ମୁଁ ସ୍ବପ୍ନିଲ ନୁହେଁ ସାୟଶା’
ବମ୍ବେ: ବଲିଉଡ୍ର ନାମୀଦାମୀ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ, କରିନା କପୁର ଖାନ୍, ଅନୁଷ୍କା ଶର୍ମା, ସନି ଲିଓନି, କଟ୍ରିନା କୈଫ, ଶ୍ରଦ୍ଧା କପୁରଙ୍କ ଡିଜାଇନର ସ୍ବପ୍ନିଲ ସିନ୍ଦେ ଏବେ ଟ୍ରାନ୍ସଓମ୍ୟାନ୍ ପାଲଟିଛନ୍ତି। ସେ ନିଜ ନାମକୁ ବଦଳାଇ ସାୟଶା ସିନ୍ଦେ କରିଛନ୍ତି।…
ବ୍ରାଣ୍ଡ ଅସଲି ମାଲ୍ ନକଲି: ଅମୃତଭଣ୍ଡା ଗଛର ପତ୍ରରୁ ହେଉଥିଲା ଚା’
କଟକ ଅଫିସ,୬।୧: ଅସଲି ବ୍ରାଣ୍ଡ ଭିତରେ ରହିଛି ନକଲି ଚା’ ପତି। ଏଭଳି ଘଟଣା ଦେଖିବାକୁ ମିଳୁଛି କଟକ ସହରରେ। ଧୂପକାଠି, ଘିଅ, ପନିର, ପୂଜା ସାମଗ୍ରୀ ପରେ କଟକରୁ ପୁଣି ମିଳିଛି ଏଭଳି ନକଲି ଚା’ ପତି । ବୁଧବାର…

