ଆମେ କାହା ହାତରେ ଚାଲୁଥିବା କଣ୍ଡେଇ ନୁହେଁ: ଫାରୁଖ
ନୂଆଦିଲ୍ଲୀ,୩୦।୮: ପଡୋଶୀ ଦେଶ ପାକିସ୍ତାନ ଉପରେ ବର୍ଷିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନସର ନେତା ଫାରୁକ ଅବଦୁଲ୍ଲା। ସେ କହିଛନ୍ତି ସେମାନେ କାହାର ହାତରେ ଚାଲୁଥିବା କଣ୍ଢେଇ ନୁହେଁଁ। ପାକିସ୍ତାନ ସବୁବେଳେ ଜମ୍ମୁ କଶ୍ମୀରର ରାଜନୀତିକ ଦଳମାନଙ୍କୁ…
ଏହି ଭାରତୀୟ କ୍ରିକେଟରଙ୍କ ପାଇଁ ଭାବୁକ ହେଲେ ଅଷ୍ଟ୍ରେଲିଆ ଖେଳାଳି
ଦୁବାଇ,୩୦।୮: ୟୁଏଇରେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଝଟ୍କା ଲାଗିଛି। ଉପଅଧିନାୟକ ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଭାରତକୁ ଫେରିବା ପରେ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ରାଇନା ସର୍ବଦା ସିଏସ୍କେର ଗୁରୁତ୍ୱପୂର୍ଣ୍ଣ…
ସ୍ବାମୀ କରିଥିଲେ ଏମିତି କାମ, ରକ୍ତରେ ‘ଆଇ ଲଭ୍ ୟୁ ବାବୁ’ ଲେଖି ସ୍ତ୍ରୀ କଲେ…
କାନପୁର,୩୦।୮: ଉତ୍ତର ପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀଙ୍କ ଆତ୍ମହତ୍ୟା ଖବର ଜଣାପଡିବା ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଟ୍ ନୋଟ୍ ଜବତ କରିଛି। ନୋଟ୍ରେ ଆଇ ଲଭ୍ ୟୁ ବାବୁ ଲେଖାଯାଇଥିବାବେଳେ କ’ଣ ପାଇଁ…
ଏମିତି ଗାଁ, ଯେଉଁଠି ଅଜବ ଭାଷାରେ କଥା ହୁଅନ୍ତି ଲୋକେ
ଆମ ଦେଶରେ ଅନେକ ରହସ୍ୟମୟ କଥା ଲୁଚି ରହିଛି। ଯାହା ସମ୍ପର୍କରେ ଖୁବ୍ କମ୍ ଲୋକ ଜାଣିଥାନ୍ତି। ଭାରତରେ ଏମିତି ଏକ ସ୍ଥାନ ଅଛି, ଯାହା ସମ୍ପର୍କରେ ଜାଣିଲେ ସାରା ବିଶ୍ୱବାସୀ ଆଶ୍ଚର୍ଯ୍ୟ ହୋଇଯିବେ। ଏପରି ଅଜବ ସ୍ଥାନ ରହିଛି ହିମାଚଳ…
ଘରର ଏସବୁ ସ୍ଥାନରେ ରଖନ୍ତୁ ଦର୍ପଣ: ହେବ ଧନ ବର୍ଷା
ବାସ୍ତୁବିତ୍ଙ୍କ ଅନୁଯାୟୀ, ଯଦି ଘରେ ଦର୍ପଣକୁ ସଠିକ ଦିଗରେ ରଖାଯାଏ ନାହିଁ, ତେବେ ଏହା ବ୍ୟକ୍ତିଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ବାସ୍ତୁଶାସ୍ତ୍ର ଅନୁଯାୟୀ ସକାରାତ୍ମକ ଶକ୍ତି ସର୍ବଦା ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣକୁ ଗତି କରିଥାଏ। ଦର୍ପଣକୁ…
ଆଇପିଏଲ୍ର ସବୁଠୁ ମହଙ୍ଗା ଖେଳାଳି କିଏ ଜାଣନ୍ତି କି
କ୍ରିକେଟ ଦୁନିଆର ସବୁଠୁ ବଡ ଟି -୨୦ କ୍ରିକେଟ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ୍ର ତାରିଖ ଯେତିକି ପାଖେଇ ଆସୁଛି, ଏହାର ଉତ୍ସାହ କ୍ରମାଗତ ଭାବେ ବଢୁଛି। ଆଇପିଏଲ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଖେଳାଳିମାନେ ପ୍ରସ୍ତୁତ…
ବିଳମ୍ବିତ ରାତିରେ ପାର୍ଟି କରୁଥିଲେ କିଛି ଯୁବତୀ, ଆଉ ତା’ ପରେ…
ଲକ୍ଷ୍ନୌ,୩୦ା୮: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ବିନା ଅନୁମତିରେ ପାର୍ଟି କରୁଥିବା ୭ ବିଦେଶୀ ପୁରୁଷ ଏବଂ ୪ ବିଦେଶୀ ଯୁବତୀଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି। ରାତିରେ ଏହିମାନେ ବିନା ଅନୁମତିରେ ପାର୍ଟି କରୁଥିଲେ। ପୋଲିସ ଘଟଣାସ୍ଥଳରୁ ୭ ପୁରୁଷ…
ଚାଇନାକୁ ବୁଦ୍ଧି ଶିଖାଇବାକୁ ଭାରତ, ଜାପାନ, ଅଷ୍ଟ୍ରେଲିଆ ସହ କଥା ହେବ ଆମେରିକା!
ଓ୍ବାଶିଂଟନ,୩୦।୮: ଦକ୍ଷିଣ ଚୀନ୍ ସାଗରେ ଚାଇନା ତା’ର ଶକ୍ତି ବୃଦ୍ଧି କରି ଚାଲିଥିବା ବେଳେ ଆମେରିକା ଏହାର ମୁକାବିଲା କରିବାକୁ ଏବେଠାରୁ ପ୍ରସ୍ତୁତ ହେଲାଣି। ଏଥିପାଇଁ ଆମେରିକା ଖୁବ୍ଶୀଘ୍ର ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ସହ କଥା ହେବ ବୋଲି ଜଣାପଡିଛି।…
ଭାରତ ପାଇଁ ଖେଳିବା ପୂର୍ବରୁ ପାକିସ୍ତାନ ପାଇଁ ଫିଲ୍ଡିଂ କରିଥିଲେ ତେନ୍ଦୁଲକର: କ’ଣ ଆପଣ ଜାଣନ୍ତି..
ନୂଆଦିଲ୍ଲୀ,୩୦।୮: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଜୀବନ ସହ ଜଡ଼ିତ ଏପରି ଅନେକେ ପୃଷ୍ଠା ରହିଛି ଯାହା ଅନେକଙ୍କୁ ଜଣା ନ ଥିବ। ଦୀର୍ଘ ୨୪ ବର୍ଷ ଧରି ଭାରତୀୟ କ୍ରିକେଟ ସହ ଜଡ଼ିତ ହୋଇ ଇତିହାସ ରଚିଥିଲେ ସେ।…
ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଏହି କାରଣରୁ ଘର ସାମ୍ନାରେ ଠିଆ ହୋଇଥିଲା ଦୁଇଟି ଆମ୍ବୁଲାନ୍ସ
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ବର୍ତ୍ତମାନ ରାଷ୍ଟ୍ରୀୟ ପ୍ରସଙ୍ଗ ହୋଇସାରିଛି। ଯାହାର ସତ୍ୟତା ଜାଣିବା ପାଇଁ ସମସ୍ତେ ଚାହିଁ ବସିଛନ୍ତି। ଏହି ଘଟଣାରେ ପ୍ରତିଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ…
ସହାୟ ଆପ୍ ଜରିଆରେ ରୋଗୀଙ୍କୁ ନିଶୁଳ୍କ ସେବା
ଛତ୍ରପୁର,୩୦।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନମଣ୍ଡଳୀର ଭାଜପା ଯୁବନେତା ପ୍ରଶାନ୍ତ କୁମାର କର ଓ ଜିଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ହୋଇଥିବା ସହାୟ ଆପ୍ ଜରିଆରେ ରବିବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ରୋଗୀମାନଙ୍କୁ ଚିକିତ୍ସା କରାଯିବା ସହ ମାଗଣା ଔଷଧ…
ମାତ୍ର ୮ ବର୍ଷ ବୟସରେ ପକ୍ଷାଘାତ ଯୋଗୁ ଅଚଳ ହୋଇଯାଇଥିଲା ଶରୀରର ଅଧା ଅଙ୍ଗ: ଏପରି ଲଢ଼ି ସୁସ୍ଥ ହୋଇଥିଲେ ବାବା ରାମଦେବ
ବର୍ତ୍ତମାନ ସମୟରେ ଯୋଗଗୁରୁ ବାବା ରାମଦେବଙ୍କୁ କିଏ ବା ନଜାଣେ। ଯୋଗ ଶିକ୍ଷା ହେଉ ଅଥବା ବ୍ୟବସାୟକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ରାମଦେବଙ୍କ ବ୍ୟକ୍ତିଗତ ଜୀବନ ବେଶ୍ ପ୍ରେରଣାଦାୟୀ। ହରିୟାଣାର ମହିନ୍ଦରଗଡ଼ ଜିଲାର ଏକ ଛୋଟ ଗାଁରେ…
Archives


