ଲମ୍ଫ ମାରି ପକ୍ଷୀକୁ ମାଡିବସିଲା ବିଲେଇ: ଦେଖନ୍ତୁ ଭିଡିଓ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରାଲ ହେଉଛି। ବିଲେଇ ଲମ୍ଫ ପ୍ରଦାନ କରି ଏକ ପକ୍ଷୀକୁ ଧରୁଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଗୋଟିଏ ବିଲେଇଟି ରାସ୍ତା ଯାଉଛି। ସେହି ସମୟରେ ଏକ ପକ୍ଷୀ…
କରୋନା ଆକ୍ରାନ୍ତ ଜଣାପଡିବା ପରେ ଏମିତି ନିଷ୍ପତ୍ତି ନେଲେ ସମାଜବାଦୀ ପାର୍ଟି ନେତା
ବରେଲି,୩୦।୮: ବରେଲିର ଏସଆରଏମଏସ ମେଡ଼ିକାଲ କଲେଜରେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ସମାଜବାଦୀ ପାର୍ଟି ନେତା ରମଣ ଚୌଧୁରୀ ଦିଲ୍ଲୀ-ବରେଲି-ନୈନିତାଲ ରାଜପଥର ଏକ ଓଭରବ୍ରିଜରୁ ତଳକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି। ଏହା ଏକ ଦୁର୍ଘଟଣା ହୋଇଥିବା ପୋଲିସ ସନ୍ଦେହ କରୁଥିଲେ…
ନିଟ୍, ଜେଇଇ ପରୀକ୍ଷାକୁ ବିରୋଧ କରୁଥିବା ଏହି ୯ ବର୍ଷୀୟା ଝିଅ କିଏ ଜାଣନ୍ତି କି
ମଣିପୁରର ଲିସିପ୍ରିୟା କଙ୍ଗୁଜାମଙ୍କୁ ମାତ୍ର ୯ ବର୍ଷ ବୟସ। କଲେଜରେ ପଢିବାକୁ ତାଙ୍କର ପ୍ରାୟ ୧୦ ବର୍ଷ ଅଛି, ତଥାପି ସେ ଏନ୍ଇଇଟି ଏବଂ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରୁଛନ୍ତି। ଏହି କୁନି ଆକ୍ଟିଭିଷ୍ଟ(ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକର୍ତ୍ତା) କହିଛନ୍ତି…
ଜନ୍ମର ୬ ମାସ ମଧ୍ୟରେ ବନିଗଲା ବିଶ୍ୱର ସବୁଠାରୁ ମହଙ୍ଗା ମେଷ
ନୂଆଦିଲ୍ଲୀ, ୩୦।୮: ଜନ୍ମର ମାତ୍ର ୬ ମାସ ମଧ୍ୟରେ ଗୋଟିଏ ମେଷ ଛୁଆ ବିଶ୍ୱର ସବୁଠାରୁ ମହଙ୍ଗା ମେଷ ବନିଯାଇଛି। ସ୍କଟ୍ଲାଣ୍ଡରେ ଆୟୋଜିତ ହୋଇଥିବା ଏକ ନିଲାମୀରେ ଏହି ମେଷ ଛୁଆ ୩ ଲକ୍ଷ ୬୭ ହଜାର ୫୦୦ ପାଉଣ୍ଡରେ ବିକ୍ରି…
କଟକ ସହରରୁ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ
କଟକ ଅଫିସ,୩୦।୮-କଟକ ସହରରୁ ରବିବାର ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣ୍ଟେନମେଣ୍ଟ ଜୋନରୁ ୨୨ଜଣ, କ୍ୱାରାଣ୍ଟାଇନରୁ ୯୭ ଏବଂ ସ୍ଥାନୀୟ ଅଞ୍ଚଳରୁ ୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନିମ୍ବସାହିରୁ ୨୨, ଏସସିବି ଆଇସୋଲେଶନ ଓ୍ବାର୍ଡରୁ ୯, ୫ ଜଣ କରୋନା…
ଟି୨୦ କ୍ରିକେଟ୍ରେ ଗୋଟିଏ ଦିନରେ ଶତକ, ଅର୍ଦ୍ଧଶତକ ହାସଲ କଲେ ଏହି ବ୍ୟାଟ୍ସମ୍ୟାନ
ନୂଆଦିଲ୍ଲୀ, ୩୦।୮: କ୍ରିକେଟ୍ ଖେଳରେ ସର୍ବଦା ନୂଆ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଥାଏ। କିନ୍ତୁ ନିକଟରେ ଟି୨୦ କ୍ରିକେଟ୍ରେ ଏହିଭଳି ଏକ ରେକର୍ଡ ସୃଷ୍ଟି ହୋଇଛି, ଯାହାକୁ ଭାଙ୍ଗିବା ସମ୍ଭବତଃ କୌଣସି ବ୍ୟାଟ୍ସମ୍ୟାନ ପକ୍ଷେ କଷ୍ଟକର ହୋଇପାରେ। ବେଲ୍ଜିୟମ କ୍ରିକେଟ୍ ଦଳର…
ବିଧାୟକ ଦେବୀ ମିଶ୍ରଙ୍କୁ କରୋନା
ଭୁବନେଶ୍ୱର,୩୦।୮(ବ୍ୟୁରୋ)-ବଡମ୍ବା-ନରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ଥିବା ନେଇ ସେ ତାଙ୍କର ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ସଂକ୍ରମଣର କୌଣସି ବାହ୍ୟ ଲକ୍ଷଣ ନାହିଁ। ତାପମାତ୍ରା ଏବଂ ଅକ୍ସସିଜେନ ଲେଭଲ ମଧ୍ୟ…
ଆଇପିଏଲ୍ରେ ସର୍ବାଧିକ ଥର ଶୂନରେ ଆଉଟ୍ ହୋଇଛନ୍ତି ଏହି ଖେଳାଳି
ନୂଆଦିଲ୍ଲୀ, ୩୦।୮: ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳ ସହିତ ଏହାର ଅନନ୍ୟ ରେକର୍ଡ ପାଇଁ ମଧ୍ୟ ପରିଚିତ। ଆଇପିଏଲ୍ରେ ଏହିପରି ଅନେକ ରେକର୍ଡ ସୃଷ୍ଟି ହୋଇଛି, ଯାହାକୁ ଖେଳାଳିମାନେ ସର୍ବଦା ମନେ ରଖିଥାନ୍ତି।…
ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଜର୍ସି ଉନ୍ମୋଚିତ
ଦୁବାଇ, ୩୦।୮- ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ସିଜନ-୧୩ ପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଏହାର ନୂଆ ଜର୍ସି ଉନ୍ମୋଚିତ କରିଛି। ପୂର୍ବବର୍ଷ ପରି ଏଥର ମଧ୍ୟ ମୁମ୍ବାଇର ଜର୍ସି…
ମକା ଫଟୋ ଶେୟାର କରି ସମସ୍ତଙ୍କ ହୃଦୟ ଜିତିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କେମିତି
ବଲିଉଡ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ନିଜ ପ୍ରଶଂସକଙ୍କ ସହ ସବୁବେଳେ ଯୋଡି ହୋଇ ରହିବାକୁ ଭଲ ପାଆନ୍ତି। କେତେବେଳେ ନିଜ ଫିଲ୍ମର ଫଟୋ ଶେୟାର କରନ୍ତି ତ ଆଉ କେତେବେଳେ କିଛି ଶିକ୍ଷଣୀୟ କଥା କହି…
ଆମେ କାହା ହାତରେ ଚାଲୁଥିବା କଣ୍ଡେଇ ନୁହେଁ: ଫାରୁଖ
ନୂଆଦିଲ୍ଲୀ,୩୦।୮: ପଡୋଶୀ ଦେଶ ପାକିସ୍ତାନ ଉପରେ ବର୍ଷିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନସର ନେତା ଫାରୁକ ଅବଦୁଲ୍ଲା। ସେ କହିଛନ୍ତି ସେମାନେ କାହାର ହାତରେ ଚାଲୁଥିବା କଣ୍ଢେଇ ନୁହେଁଁ। ପାକିସ୍ତାନ ସବୁବେଳେ ଜମ୍ମୁ କଶ୍ମୀରର ରାଜନୀତିକ ଦଳମାନଙ୍କୁ…
ଏହି ଭାରତୀୟ କ୍ରିକେଟରଙ୍କ ପାଇଁ ଭାବୁକ ହେଲେ ଅଷ୍ଟ୍ରେଲିଆ ଖେଳାଳି
ଦୁବାଇ,୩୦।୮: ୟୁଏଇରେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଝଟ୍କା ଲାଗିଛି। ଉପଅଧିନାୟକ ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଭାରତକୁ ଫେରିବା ପରେ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ରାଇନା ସର୍ବଦା ସିଏସ୍କେର ଗୁରୁତ୍ୱପୂର୍ଣ୍ଣ…
Archives


