Posted inଜାତୀୟ

ଆରମ୍ଭ ହେଲା କୃଷକଙ୍କ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ,୭ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପ୍ରାୟ ୪୩ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ସରକାରଙ୍କ ସହ କେତେଥର କଥା ହୋଇଥିଲେ ବି ଏହାର କୌଣସି ସମାଧାନ ଏପର୍ଯ୍ୟନ୍ତ ବାହାରି ପାରି ନାହିଁ । ଫଳରେ ଗୁରୁବାର ଦିଲ୍ଲୀର ସବୁ ସୀମାରେ ଥିବା ପେରିଫେରାଲ ଏକ୍ସପ୍ରେସ୍ ୱେରେ କୃଷକମାନେ ଟ୍ରାକ୍ଟର ରାଲି ବାହାର କରିଛନ୍ତି । ଗାଜିପୁର ବର୍ଡରରୁ ପ୍ରଥମେ ଟ୍ରାକ୍ଟର ରାଲି ବାହାରିଛି । ପଞ୍ଜାବର କୃଷକ ନେତା ଓ ଭାରତୀୟ କୃଷକ ୟୁନିୟନର ମହାସଚିବ ହରିନ୍ଦର ସିଂ ଲଖୋୱାଲ ବୁଧବାର କହିଥିଲେ କି ପଞ୍ଜାବର କୃଷକ ନିଜ ନିଜ ଟ୍ରାକ୍ଟର ସହ ଆସୁଛନ୍ତି । ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନର କୃଷକ ମଧ୍ୟ ଏହି ରାଲିରେ ସାମିଲ ହେଉଛନ୍ତି । ବିଭିନ୍ନ ସ୍ଥାନରୁ ବାହାରିଥିବା ଏହି ଟ୍ରକ୍ଟର ରାଲି ଫଳରେ ସାଧାରଣ ଜନତାଙ୍କ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଥିବା କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟିଆର୍‌ପିରେ ଇତିହାସ ରଚିଲା ରାମାୟଣ

ନୂଆଦିଲ୍ଲୀ,୨।୫: କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ। ଏହି ସମୟରେ ଘରେ ବସି ରହିଥିବା ଲୋକଙ୍କ ମନୋରଞ୍ଜନ ପାଇଁ ଦୂରଦର୍ଶନରେ ପ୍ରସାରିତ...

କୋଭିଡ୍‌-୧୯ ବିଜ୍ଞାପିତ ବିପତ୍ତି ଘୋଷିତ: ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ନୂଆଦିଲ୍ଲୀ,୧୪।୩(ପି.ଟି.): ବିଶ୍ୱର ୧୪୫ ଦେଶରେ ଏବେ କରୋନା ତାଣ୍ଡବ ଦେଖିବାକୁ ମିଳିଛି। ମୃତ୍ୟୁସଂଖ୍ୟା ଶନିବାର ସୁଦ୍ଧା ୫,୪୩୬ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧.୪୫ ଲକ୍ଷରୁ...

ପ୍ରବାସୀ ଭାରତୀୟ କେନ୍ଦ୍ରର ବଦଳିବ ନାମ: ହେବ ସୁଷମା ସ୍ବରାଜ ଭବନ

ନୂଆଦିଲ୍ଲୀ,୧୩।୨: ଭାଜପା ସଦସ୍ୟ ସୁଷମା ସ୍ବରାଜଙ୍କ ୬୮ତମ ଜନ୍ମ ବାର୍ଷିକୀ ଶୁକ୍ରବାର ପାଳିତ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ସରକାର ପ୍ରବାସୀ ଭାରତୀୟ...

ଫାବ୍‌ଇଣ୍ଡିଆର ବିଜ୍ଞାପନକୁ ନେଇ ବିବାଦ

ନୂଆଦିଲ୍ଲୀ, ୧୮ା୧୦: ପୋଷାକ, ଘର ସାଜସଜ୍ଜା ଏବଂ ଲାଇଫଷ୍ଟାଇଲ ଉତ୍ପାଦ କମ୍ପାନୀ ଫାବ୍‌ଇଣ୍ଡିଆ ପାର୍ବଣ ଋତୁ ଉପଲକ୍ଷେ ପ୍ରସ୍ତୁତ କରିଥିବା ଏକ ବିଜ୍ଞାପନକୁ ନେଇ ବିବାଦ...

ଭାଜପାରେ ମିଶିଲେ ୧୩ ବଙ୍ଗାଳୀ ଫିଲ୍ମଷ୍ଟାର

ନୂଆଦିଲ୍ଲୀ,୧୯ା୭ (ପି.ଟି.):ବଙ୍ଗାଳୀ ଚଳଚ୍ଚିତ୍ର ଓ ଟେଲିଭିଜନର ୧୩ ଜଣ ଅଭିନେତା ଅଭିନେତ୍ରୀ ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବ ବେଳେ ପଶ୍ଚିମବଙ୍ଗ ଭାଜପା ସଭାପତି...

ସୁସ୍ଥତା ହାର ୯୮.୨୦ ପ୍ରତିଶତ…

ନୂଆଦିଲ୍ଲୀ,୩୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୨...

ଚିକେନ ବିରିୟାନି ପାଇଁ ଗଲା ଜୀବନ

ତିରୁଭାନ୍ନାମଲାଇ,୧୨।୯: ଚିକେନ ବିରିୟାନି ଖାଇବା କାରଣରୁ ୧୦ ବର୍ଷୀୟା ଝିଅର ମୃତ୍ୟୁ ଘଟିଛି। ଏମିତି ଏକ ଘଟଣା ଘଟିଛି ତାମିଲନାଡ଼ୁର ତିରୁଭାନ୍ନାମଲାଇରେ। ୧୦ ବର୍ଷୀୟା କୁନି...

ଛୁଆଙ୍କ ଆଇସ୍‌ କ୍ରିମରେ ମିଶାଇ ଦେଲେ ମୂଷାମରା ଔଷଧ

ମୁମ୍ବାଇ,୩୦।୬: ସ୍ତ୍ରୀ ସହ ପାଟିତୁଣ୍ଡ ହେବା ପରେ ଜଣେ ବ୍ୟକ୍ତି ଛୁଆଙ୍କ ଆଇସ୍‌ କ୍ରିମ୍‌ରେ ମିଶାଇ ଦେଇଥିଲେ ମୂଷାମରା ଔଷଧ। ଏହି ଘଟଣାରେ ୫ ବର୍ଷୀୟ...

Advertisement
Archives

Model This Week