ସ୍ତ୍ରୀକୁ ହତ୍ୟା ପରେ ପୁନର୍ଜୀବିତ ପାଇଁ ଶବକୁ ଗୋବରରେ ପୋତିଲେ ସ୍ବାମୀ
ଭୋପାଳ, ୩୧।୮: ମଧ୍ୟପ୍ରଦେଶର ବୈତୁଲ ଜିଲାରୁ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାଦୁଗର ସହାୟତାରେ ସ୍ତ୍ରୀକୁ ପୁନର୍ଜୀବିତ କରିବା ପାଇଁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ପୁନର୍ଜୀବିତ କରିବା ଲାଗି ଶବକୁ ଗୋବରରେ ଆଚ୍ଛାଦିତ…
ଭୁବନେଶ୍ୱରରେ ପୁଣି ୪୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୩୧।୮(ବ୍ୟୁରୋ): ଭୁବନେଶ୍ୱରରୁ ସୋମବାର ୪୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୨୫ରେ ପହଞ୍ଚିଛି। ତେବେ ଆଜି ୨୭ ନଂ. ଓ୍ବାର୍ଡରୁ ସର୍ବାଧିକ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୪୮…
କଟକରୁ ଆଜି ୧୪୭ ଆକ୍ରାନ୍ତ ଚିହ୍ନଟ: ସେଥିରୁ ଲୋକାଲ କେସ୍ ୫୭
କଟକ ଅଫିସ,୩୧।୮-କଟକ ସହରରୁ ସୋମବାର ଆଉ ୧୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪୭ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୯୦ ଜଣ ଚିହ୍ନଟ ହୋଇଥିବାବେଳେ ୫୭ ଲୋକାଲ କେସ। ରାଣୀହାଟରୁ ୭, ବାମ୍ଫିସାହିରୁ ୬, ମଙ୍ଗଳବାଗରୁ ୪, ସିଡିଏ ସେକ୍ଟର-୭ରୁ ୩,…
ଏକମାତ୍ର ଭାରତୀୟ ଦ୍ରୁତ ବୋଲର ଭାବେ ଏହି ସଫଳତା ପାଇଛନ୍ତି ଶ୍ରୀନାଥ
ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟ୍ ଦଳରେ ବର୍ତ୍ତମାନ ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସାମି, ଇଶାନ୍ତ ଶର୍ମାଙ୍କ ଭଳି ବିଶ୍ୱର ଶ୍ରେଷ୍ଠ ଦ୍ରୁତ ବୋଲର ରହିଛନ୍ତି। କିନ୍ତୁ ଏଭଳି ଏକ ସମୟ ଥିଲା ଯେତେବେଳେ ଭାରତୀୟ କ୍ରିକେଟ୍ରେ ଦ୍ରୁତ ବୋଲରଙ୍କୁ ଗୁରୁତ୍ୱ ଦିଆଯାଉ…
ଭାରତର ତ୍ରୟୋଦଶ ରାଷ୍ଟ୍ରପତି ଥିଲେ ପ୍ରଣବ
ନୂଆଦିଲ୍ଲୀ,୩୧।୮-ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁବେଳକକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। କିଛିଦିନ ହେବ ସେ ଅସୁସ୍ଥ ଥିଲେ। ପରେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାରତୀୟ ରାଜନୀତିରେ ଦୀର୍ଘ…
କୃଷି ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ କରୋନା
ଭୁବନେଶ୍ୱର,୩୧।୮(ବ୍ୟୁରୋ): କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସୋମବାର ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ହୋମ୍ ଆଇସୋଲେଶନରେ ଥିବା ବେଳେ ନିକଟରେ ତାଙ୍କ କଣ୍ଟାକ୍ଟରେ ଆସିଥିବା ଲୋକଙ୍କୁ ଆବଶ୍ୟକ…
୧୦ ମ୍ୟାଚ୍ରେ ୨୯ ଛକା ମାରିଲେଣି ଏହି ବ୍ୟାଟ୍ସମ୍ୟାନ
ମାଞ୍ଚେଷ୍ଟର, ୩୧।୮: କ୍ରିକେଟ୍ର ସବୁଠାରୁ ଛୋଟିଆ ଫର୍ମାଟ୍ ଟି୨୦ରେ ଛକା-ଚୌକା ବୃଷ୍ଟି ହେବା ଏକ ସାଧାରଣ କଥା। ବିଶ୍ୱର ଅନେକ ବ୍ୟାଟ୍ସମ୍ୟାନ ରହିଛନ୍ତି ଯେଉଁମାନେ ଟି୨୦ କ୍ରିକେଟ୍ରେ ଲମ୍ବା ଲମ୍ବା ଛକା ମାରିବାରେ ବେଶ୍ ପାରଙ୍ଗମ। ସେମାନଙ୍କ ମଧ୍ୟରେ କ୍ରିସ୍ ଗେଲ୍,…
ମାଓବାଦୀଙ୍କ ବର୍ବର କାଣ୍ଡ: ଘରୁ ଛୁଟି କାଟି ଫେରୁଥିବା ଏଏସ୍ଆଇଙ୍କୁ ଅପହରଣ ପରେ ହତ୍ୟା
ମାଲକାନଗିରି,୩୧।୮(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ମାଓବାଦୀ ପୋଲିସ ଏଏସ୍ଆଇ ନଗେୟା କର୍ସାଙ୍କୁ ହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, ରବିବାର ଏଏସ୍ଆଇଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ। ତେବେ ସେ ଘରୁ ଛୁଟି କଟାଇ…
ଆଇପିଏଲ୍ ପୂର୍ବରୁ ୩ଥର କରୋନା ଟେଷ୍ଟ କଲେ ଡି ଭିଲର୍ସ
ଦୁବାଇ, ୩୧।୮: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି ଆଇପିଏଲ୍ ଭାରତ ପରିବର୍ତ୍ତେ ୟୁଏଇରେ ଖେଳାଯିବ। ବିଶ୍ୱର ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଦକ୍ଷିଣ ଆଫ୍ରିକାର ଏବି…
ରାଜ୍ୟରେ ୪ ଯାଏ ବର୍ଷା: ଏ ସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ
ଭୁବନେଶ୍ୱର,୩୧।୮(ବ୍ୟୁରୋ): ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସେଷ୍ଟେମ୍ବର ୪ ଯାଏ ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ପାଣିପାଗ ବିଭାଗ କେନ୍ଦୁଝର,…
ମହାରାଷ୍ଟ୍ର ବନ୍ୟା ପୀଡ଼ିତଙ୍କୁ ସହଯୋଗର ହାତ ବଢାଇଲେ ଭାଇଜାନ
ମୁମ୍ବାଇ: ବଲିଉଡ୍ ଭାଇଜାନ ସଲମାନ ଖାଁ ଅନେକ ସମୟରେ ସହଯୋଗର ହାତ ବଢାଇଥିବା ଦେଖାଯାଇଛି। ଏଥର କିନ୍ତୁ ତାଙ୍କ ସହଯୋଗକୁ ଦେଖିଲେ ଗର୍ବ କରନ୍ତି ତାଙ୍କ ପ୍ରଶଂସକ। କରୋନା ମହାମାରୀ ପାଇଁ ଏବେ ଶୁଟିଂ ବନ୍ଦ ଥିବାରୁ ସେ ତାଙ୍କ ପନଓ୍ବଲ…
କେବେ ଖୋଲିବ ମୋଦିଙ୍କ ନାଲି ଆଖି: କଂଗ୍ରେସ
ନୂଆଦିଲ୍ଲୀ,୩୧।୮: ଭାରତ-ଚାଇନା ସୀମା ବିବାଦକୁ ନେଇ ଏବେ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଅଗଷ୍ଟ ୨୯-୩୦ରେ ଚାଇନା ସେନା ଦେଶର ସୀମାରେ ପ୍ରବେଶ ଉଦ୍ୟମ କରୁଥିବା ଜଣାପଡିବା ପରେ ଏବେ ମୋଦିଙ୍କୁ ଘେରିଛି କଂଗ୍ରେସ। ଚାଇନା ସେନାଙ୍କ ପ୍ରବେଶ…
Archives


