ଗୋଟିଏ ଡୋଜ୍ରେ ଭଲ ହେବନାହିଁ କରୋନା ଭାଇରସ !
ନୂଆଦିଲ୍ଲୀ,୩୧।୮: କରୋନା ଭାଇରସ ମହାମାରୀର ରୂପ ନେଇଥିବା ବେଳେ ପ୍ରତିଦିନ ସାରା ବିଶ୍ୱରେ ଏହି ମହାମାରୀର ଶିକାର ହୋଇ ହଜାର ହଜାର ଜନତାଙ୍କ ଜୀବନ ଯାଉଛି। ହେଲେ ଏଥିରୁ ମୁକ୍ତି ପାଇବାକୁ ବିଶେଷଜ୍ଞମାନେ ଦିନରାତି ଏକାଠି କରି ସାରିଲେଣି। ଏବେ ଏହାକୁ…
ଶ୍ୱାସକ୍ରିୟା ସମସ୍ୟା ଦୂର କରେ ଭିଟାମିନ୍ ‘ସି’
ଭିଟାମିନ୍ ‘ସି’ରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। କେତେକ ବ୍ୟାୟାମ କରିବା ସମୟରେ ଶ୍ୱାସକ୍ରିୟାଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ହେଲେ ଯଦି ଜଣେ ବ୍ୟକ୍ତି ନିୟମିତ ଭିଟାମିନ୍ ‘ସି’ଯୁକ୍ତ ଖାଦ୍ୟ ଖାଆନ୍ତି ତେବେ ସେ ଏପରି ସମସ୍ୟାଠାରୁ ନିଜକୁ ଅନେକାଂଶରେ…
ଏଥର ଝଲସିବନି ରାଜଧାନୀ: ଆଡ଼ମ୍ବରଶୂନ୍ୟ ହେବ ପୂଜା
ଭୁବନେଶ୍ୱର,୩୧ା୮(ବ୍ୟୁରୋ): କରୋନା ମହାମାରୀ ଯୋଗୁ ସମସ୍ତ ପୂଜାପର୍ବ ଉପରେ କଟକଣା ଲାଗିଛି। ସେହିପରି ଭୁବନେଶ୍ୱରେ ଦୁର୍ଗାପୂଜା କେମିତି ହେବ ସେନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ କମିଟି ସଦସ୍ୟଙ୍କ ସହ କମିଶନରେଟ ପୋଲିସର ଏହି ବୈଠକ ହୋଇଥିଲା। ଏହି ବୈଠକରେ…
ବିଗୁଡୁଛି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା
ନୂଆଦିଲ୍ଲୀ,୩୧।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ବେଳକୁ ବେଳ ବିଗିଡିବାରେ ଲାଗୁଛି। ରବିବାର ଅପେକ୍ଷା ସୋମବାର ସେ ଆହୁରି ଅଧିକ ଅସୁସ୍ଥ ହୋଇ ପଡିଥିବା ସୂଚନା ଦେଇଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍। ଫୁସ୍ଫୁସ୍ରେ ସଂକ୍ରମଣ ଯୋଗୁ ସେ…
ମୋବାଇଲ ଚୋର ସନ୍ଦେହରେ ରାସ୍ତାରେ ଯୁବକଙ୍କୁ ବାନ୍ଧି ଘୋଷାଡି ଘୋଷାଡି ନେଲେ
ଭଦ୍ରକ ଅଫିସ,୩୧।୮: – ମୋବାଇଲ ଚୋରି ସନ୍ଦେହରେ ବିଚ ବଜାରରେ ଯୁବକଙ୍କୁ ରଶିରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଲେ ଅନ୍ୟ ଜଣେ ଯୁବକ। ଏପରି ଅଭାବନୀୟ ଘଟଣା ଘଟିଛି ଧୂଷୁରୀ ଥାନା ବେତାଳିଗାଁ ବଜାରରେ। ସୂଚନା ଅନୁଯାୟୀ, ବେତାଳିଗାଁ ଗ୍ରାମର ଦୁଇଜଣ…
ପ୍ରାକୃତିକ ବିପର୍ଯ୍ୟୟକୁ ଶୀଘ୍ର ଭୁଲି ପାରନ୍ତି ଭାରତୀୟ !
ନୂଆଦିଲ୍ଲୀ, ୩୧।୮: ପୃଥିବୀରେ ଦକ୍ଷିଣ ଏସିଆ ବାସିନ୍ଦାଙ୍କର ଏକ ସ୍ବତନ୍ତ୍ର ସ୍ଥିତି ରହିଛି। ଏଠାରେ ବହୁ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଅନୁଭୁତ ହୋଇଥାଏ। କେବେ ଭୂମିକମ୍ପ ତ କେବେ ବାତ୍ୟା। ପୁଣି କେବେ ମହାମାରୀ ଅବା ସୁନାମୀ। ଏସବୁ ପ୍ରାକୃତିକ ବିପର୍ଯ୍ୟୟକୁ…
ବରଗଡ଼ ସବ୍ରେଜିଷ୍ଟ୍ରାର ଅଫିସ ଶଟ୍ଡାଉନ୍
ବରଗଡ଼ ଅଫିସ,୩୧ା୮: କରୋନା ଥମିବାର ନାଁ ନେଉନି। ସୋମବାର ଜିଲାରେ ପୁଣି ୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲା ସବ୍ରେଜିଷ୍ଟ୍ରାର ଅଫିସରେ କାର୍ଯ୍ୟରତ ୬ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସୋମବାରରୁ…
୫ କୋଟି ଟଙ୍କାର ରାଜ ସିଂହାସନ ଗାଏବ
ଲକ୍ଷ୍ନୌ,୩୧ା୮: ସମସ୍ତେ ଜାଣିଛନ୍ତି ସ୍ବାଧୀନତା ପୂର୍ବରୁ ଭାରତରେ ଅନେକ ରାଜା ଶାସନ କରୁଥିଲେ। ୧୯୪୭ ପରେ ଏହି ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ମାତ୍ର ଆଜି ମଧ୍ୟ ରାଜପରିବାରରେ ସମ୍ପତ୍ତିକୁ ନେଇ ତୁମ୍ବି ତୋଫାନ ଚାଲିଛି। ଏମିତି ଏକ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ…
ଏହି ଦୁଇ ବୃଦ୍ଧାଙ୍କ ନୃତ୍ୟ ଲୋକଙ୍କ ହୃଦୟ ଜିତୁଛି, ସୋସିଆଲ ମିଡିଆରେ ହେଉଛି ଭାଇରାଲ
ବେଳେବେଳେ ଏମିତି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକି ମନରେ ଉତ୍କଣ୍ଠା ଆଣିଥାଏ। ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଲୋକଙ୍କ ହୃଦୟକୁ ଜିତିପାରିଛି। ଯେଉଁଥିରେ ଦୁଇଜଣ ବୃଦ୍ଧା ପୁରୁଣା ହିନ୍ଦୀ ଗୀତ ‘ପିୟା ତୁ…
ରୋକିହେବ ଆଣ୍ଟିବାୟୋଟିକର ସାଇଡ୍ ଇଫେକ୍ଟ
କୌଣସି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ତାହାର ଲକ୍ଷଣକୁ ଅନୁଧ୍ୟାନ କରି ଡାକ୍ତର ଔଷଧ ସହ ଆଣ୍ଟିବାୟୋଟିକ ଖାଇବାକୁ ପରମର୍ଶ ଦେଇଥାଆନ୍ତି। ତେବେ କେତେକ ଆଣ୍ଟିବାୟୋଟିକର ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିଥାଏ। ନିକଟରେ ହଲାଣ୍ଡର ବୈଜ୍ଞାନିକମାନେ ଏପରି ଏକ ଔଷଧ ପ୍ରସ୍ତୁତ…
୧୮ ହଜାର ହେକ୍ଟର ଚାଷଜମି ପାଣି ଘେରରେ
ଚାନ୍ଦବାଲି,୩୧ା୮(ଡି.ଏନ୍.ଏ.): ଚଳିତ ବନ୍ୟାରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି। ବୈତରଣୀ, ସାଳନ୍ଦୀ ଓ ଏହାର କେତେକ ଶାଖା ନଦୀର ଉପର ମୁଣ୍ଡରେ ଜଳସ୍ତର କମୁଥିବା ବେଳେ ମୁହାଣ ହେତୁ ଚାନ୍ଦବାଲି ଅଞ୍ଚଳରେ ବନ୍ୟାଜଳ ବୃଦ୍ଧି ପାଇବାରେ…
ସ୍ଥାୟୀଭାବେ ଘରେ ରହି କାମ କରିବାକୁ ଅନୁମତି ଦେଲା ଏହି କମ୍ପାନୀ!
ନୂଆଦିଲ୍ଲୀ,୩୧।୮: କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱର ଅଧିକାଂଶ କମ୍ପାନୀ ତା’ର କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ୍ ହୋମ୍ ସୁବିଧା ଯୋଗାଇ ଦେଇଛି। ଏମିତିକି ଗୁଗଲ ଓ ଫେସବୁକ୍ ତା’ର କର୍ମଚାରୀଙ୍କୁ ଆସନ୍ତା ବର୍ଷ ଜୁନ ମାସ ପର୍ଯ୍ୟନ୍ତ ଘରେ ରହି…
Archives


