ଏହି ଦୁଇ ବୃଦ୍ଧାଙ୍କ ନୃତ୍ୟ ଲୋକଙ୍କ ହୃଦୟ ଜିତୁଛି, ସୋସିଆଲ ମିଡିଆରେ ହେଉଛି ଭାଇରାଲ
ବେଳେବେଳେ ଏମିତି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକି ମନରେ ଉତ୍କଣ୍ଠା ଆଣିଥାଏ। ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଲୋକଙ୍କ ହୃଦୟକୁ ଜିତିପାରିଛି। ଯେଉଁଥିରେ ଦୁଇଜଣ ବୃଦ୍ଧା ପୁରୁଣା ହିନ୍ଦୀ ଗୀତ ‘ପିୟା ତୁ…
ରୋକିହେବ ଆଣ୍ଟିବାୟୋଟିକର ସାଇଡ୍ ଇଫେକ୍ଟ
କୌଣସି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ତାହାର ଲକ୍ଷଣକୁ ଅନୁଧ୍ୟାନ କରି ଡାକ୍ତର ଔଷଧ ସହ ଆଣ୍ଟିବାୟୋଟିକ ଖାଇବାକୁ ପରମର୍ଶ ଦେଇଥାଆନ୍ତି। ତେବେ କେତେକ ଆଣ୍ଟିବାୟୋଟିକର ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିଥାଏ। ନିକଟରେ ହଲାଣ୍ଡର ବୈଜ୍ଞାନିକମାନେ ଏପରି ଏକ ଔଷଧ ପ୍ରସ୍ତୁତ…
୧୮ ହଜାର ହେକ୍ଟର ଚାଷଜମି ପାଣି ଘେରରେ
ଚାନ୍ଦବାଲି,୩୧ା୮(ଡି.ଏନ୍.ଏ.): ଚଳିତ ବନ୍ୟାରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି। ବୈତରଣୀ, ସାଳନ୍ଦୀ ଓ ଏହାର କେତେକ ଶାଖା ନଦୀର ଉପର ମୁଣ୍ଡରେ ଜଳସ୍ତର କମୁଥିବା ବେଳେ ମୁହାଣ ହେତୁ ଚାନ୍ଦବାଲି ଅଞ୍ଚଳରେ ବନ୍ୟାଜଳ ବୃଦ୍ଧି ପାଇବାରେ…
ସ୍ଥାୟୀଭାବେ ଘରେ ରହି କାମ କରିବାକୁ ଅନୁମତି ଦେଲା ଏହି କମ୍ପାନୀ!
ନୂଆଦିଲ୍ଲୀ,୩୧।୮: କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱର ଅଧିକାଂଶ କମ୍ପାନୀ ତା’ର କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ୍ ହୋମ୍ ସୁବିଧା ଯୋଗାଇ ଦେଇଛି। ଏମିତିକି ଗୁଗଲ ଓ ଫେସବୁକ୍ ତା’ର କର୍ମଚାରୀଙ୍କୁ ଆସନ୍ତା ବର୍ଷ ଜୁନ ମାସ ପର୍ଯ୍ୟନ୍ତ ଘରେ ରହି…
ଧୋନୀଙ୍କ ପ୍ରଶଂସା କରୁ କରୁ ଏମିତି ଭୁଲ୍ କରିଦେଲେ ଏହି କ୍ରିକେଟର୍
ଦୁବାଇ,୩୧।୮: ୟୁଏଇରେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଝଟ୍କା ଲାଗିଛି। ଉପଅଧିନାୟକ ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଭାରତକୁ ଫେରିବା ପରେ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ…
ରୋଗ ଚିହ୍ନଟ କରିବାର ନୂଆ ଉପାୟ
ଆଜିକାଲି ରୋଗକୁ କିପରି ସରଳ ଆଉ ସହଜ ଉପାୟରେ ଚିହ୍ନଟ କରାଯାଇପାରିବ ସେ ନେଇ ଗବେଷଣା ଚାଲିଛି। ଦିନକୁ ଦିନ ନୂଆ ନୂଆ ଉପାୟ ମଧ୍ୟ ଉଦ୍ଭାବିତ ହେଉଛି, ଯାହା କେତେକ ରୋଗର ଚିକିତ୍ସା ପ୍ରଣାଳୀକୁ ଆହୁରି ସହଜ କରିଦେଉଛି। ତେବେ…
ଏମିତି ଶିକ୍ଷକ ମିଳିଥିଲେ ୟୁପିଏସ୍ସି ପରୀକ୍ଷାରେ ଥାଆନ୍ତି ସବୁଠୁ ଆଗରେ: ଅରୁଣ ବୋଥ୍ରା
ପାଟନା,୩୧।୮: ପିଲାବେଳେ ପାଠପଢା ଅନେକଙ୍କୁ କଷ୍ଟ ଲାଗିଥାଏ। କେହି କେହି ବାହାନା କରି ସ୍କୁଲ ନ ଯିବା ପୁଣି ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ପିଲାମାନଙ୍କ ପାଖରେ ଦେଖାଯିବା ଏକ ସାଧାରଣ କଥା ହୋଇଥାଏ। ଏବେ କିନ୍ତୁ କରୋନା ଭାଇରସ ସଂକ୍ରମଣ…
ଘାତକ ଆମୋନିୟମ ନାଇଟ୍ରେଟ୍
”ଆମୋନିୟମ ନାଇଟ୍ରେଟ୍ ହେଉଛି ଧଳା ରଙ୍ଗର ସ୍ଫୁଟିନାକାର ଗୋଟିଏ କଠିନ ରାସାୟନିକ ପଦାର୍ଥ । ଏହା ଆମୋନିୟମ ଓ ନାଇଟ୍ରେଟ୍ ଆୟନରୁ ଗଠିତ। ଆମୋନିଆ ସହ ନାଇଟ୍ରିକ ଅମ୍ଳ ମିଶାଇ ଏହାକୁ ଉତ୍ପାଦନ କରାଯାଏ। ପୃଥିବୀରେ ବର୍ଷକୁ ପ୍ରାୟ ଦୁଇ କୋଟି…
ଭଦ୍ରକରେ ୨୬୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୪୭ ପଜିଟିଭ୍
ଭଦ୍ରକ ଅଫିସ,୩୧।୮: – ଭଦ୍ରକ ଜିଲାରେ ସୋମବାର ୪୭ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩୩ରେ ପହଞ୍ଚିଛି। ଚି଼ହ୍ନଟ ମାନଙ୍କ ମଧ୍ୟରେ ସମସ୍ତେ ସ୍ଥାନୀୟ ସଂକ୍ରମଣ ବୋଲି କୁହାଯାଇଛି। ୨୬୩୩ଜଣ…
ଜାମିନ ପାଇଁ ନିଆରା ସର୍ତ୍ତ: ଦାନ ଦିଅ, ଗଛ ଲଗାଅ
ଭୋପାଳ, ୩୧।୮: ଅପରାଧିଙ୍କୁ ଜାମିନ ଦେବା ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ବାଲିୟର ଖଣ୍ଡପୀଠର ୨ ଜଣ ବିଚାରପତି ଶୀଲ ନାଗୁ ଏବଂ ଆନନ୍ଦ ପାଠକ ଗତ କିଛି ମାସ ଧରି ନିଆରା ସର୍ତ୍ତ ଜାରି ରଖିଛନ୍ତି। ଏହା ଦ୍ୱାରା ଇତିମଧ୍ୟରେ ଓ୍ବେଲଫେୟାର…
ପାକିସ୍ତାନର ବନ୍ଧୁ କୁହାଯାଉଥିବା ତୁର୍କୀ ଦେଖାଇଲା ତା’ର ଅସଲ ରୂପ
ଅଙ୍କାରା,୩୧।୮: ପାକିସ୍ତାନ ସହ ବନ୍ଧୁତ୍ୱର ସମ୍ପର୍କ ଦେଖାଉଥିବା ତୁର୍କୀର ଅସଲ ଚେହେରା ଏବେ ପଦାକୁ ଆସିଛି। ଘଟଣା ହେଲା ତୁର୍କୀ ଏବେ ପାଖାପାଖି ୫୧ ଜଣ ପାକିସ୍ତାନୀ ନାଗରିକଙ୍କୁ ଦେଶରୁ ବାହାର କରିଦେଇଛି। ପାକିସ୍ତାନୀ ଗଣମାଧ୍ୟମର ସୂଚନାରୁ ଜଣାପଡିଛି କି ଏମାନେ…
୩ ଲକ୍ଷରୁ ଊର୍ଦ୍ଧ୍ୱ ଜଳବନ୍ଦୀ
କେନ୍ଦ୍ରାପଡା ଅଫିସ,୩୧।୮: କେନ୍ଦ୍ରାପଡା ଜିଲାରେ ପ୍ରବାହିତ ବିରୂପା, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ବନ୍ୟା ଜଳସ୍ତର କମିଛି। ମାତ୍ର ଏହା ପ୍ରଭାବରେ ୨୦୩ ଗ୍ରାମର ୩ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଏବେ ଜଳବନ୍ଦୀ ରହିଛନ୍ତି। ଆଳି, ରାଜନଗର, ପଟ୍ଟାମୁଣ୍ଡାଇ, ଡେରାବିଶ ଆଦି…
Archives


