ପ୍ରୋ ଟ୍ରମ୍ପ ହିଂସାରେ ଭାରତୀୟ ପତାକା ଦେଖାଇଥିଲେ କୋଚୀର ବାସୀନ୍ଦା

କୋଚୀ,୮।୧- ଆମେରିକାର କ୍ୟାପିଟାଲ ହିଲ ସମ୍ମୁଖରେ ଭାରତୀୟ ପତାକା ଦେଖାଉଥିବା ଗୋଷ୍ଠୀର ନେତୃତ୍ୱ ନେଇଥିଲେ କେରଳର ଚମ୍ବାକାରା ଅଞ୍ଚଳର ଜଣେ ବାସୀନ୍ଦା। ତାଙ୍କ ନାମ ହେଉଛି ଭିନସେଣ୍ଟ ଜାଭିଅର ପାଲାଥିଙ୍ଗାଲ। ଓ୍ବାଶିଂଟନରୁ ଫୋନ ଯୋଗେ ସେ କହିଛନ୍ତି, ଇଣ୍ଡୋ-ଆମେରିକୀୟମାନେ ଟ୍ରମ୍ପଙ୍କ ପ୍ରତି ସମର୍ଥନ ଦର୍ଶାଇବା ପାଇଁ ଭାରତୀୟ ପତାକା ନେଇ ଯାଇଥିଲେ। କ୍ୟାପିଟାଲ ବିଲ୍ଡିଂ ଭିତରେ ହୋଇଥିବା ହିଂସା କାଣ୍ଡରେ ସେ ସାମିଲ ନ ଥିବା କହିଛନ୍ତି।

ନିର୍ବାଚନବେଳେ ଭୋଟରଙ୍କ ସହ ଠକେଇ ହୋଇଥିବା ବିଶ୍ୱାସ କରି ବିଭିନ୍ନ ଦେଶର ନାଗରିକମାନେ ଓ ରିପବ୍ଲିକାନ ସମର୍ଥକମାନେ ବୁଧବାର କ୍ୟାପିଟଲ ବିଲ୍ଡିଂ ଆଗରେ ଏକତ୍ରିତ ହୋଇଥିଲେ। ଆମେ ଶାନ୍ତିପୂର୍ଣ୍ଣ ଭାବେ ରାଲିରେ ସାମିଲ ହୋଇଥିଲୁ। ଟ୍ରମ୍ପଙ୍କ ରାଲିରେ ପାକିସ୍ତାନ, ଜାପାନ, ଇରାନ ଭଳି ଦେଶର ମଧ୍ୟ ପତାକା ଥିଲା ବୋଲି ଥ୍ରିସୁର ସରକାରୀ ଇଞ୍ଜିନିୟର କଲେଜରୁ ଗ୍ରାଜୁଏଟ୍‌ ହୋଇଥିବା ପାଲାଥିଙ୍ଗାଲ କହିଛନ୍ତି। ସେ ୧୯୯୨ରେ ଆମେରିକା ଚାଲିଯାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀରକୁ ନେଇ ଖଣ୍ଡା ବୁଲାଇଲେ ମିଆଁଦାଦ୍‌:କହିଲେ ଆଗରୁ ଛକା ମାରୁଥିଲି, ଏବେ ଜୀବନରୁ ମାରିଦେବି

ଶ୍ରୀନଗର, ୧।୯: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ବିଚଳିତ ହୋଇପଡିଛି ପାକିସ୍ତାନ। ଏହି ପ୍ରସଙ୍ଗକୁ ନେଇ ଦେଶର ନେତାଙ୍କଠାରୁ ଆରମ୍ଭ କରି ଖେଳାଳିମାନଙ୍କ ପର୍ଯ୍ୟନ୍ତ...

ବ୍ରିଟିଶ ପାର୍ଲାମେଣ୍ଟ ସ୍ଥଗିତ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ:ପ୍ରତିବାଦରେ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତଖତ ସଂଗ୍ରହ

ଲଣ୍ଡନ,୩୦-୮:ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନର ପ୍ରସ୍ଥାନ ଲାଗି ଆଉ ମାତ୍ର କେଇ ସପ୍ତାହ ବାକି ଥିବାବେଳେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ପାର୍ଲାମେଣ୍ଟ ଅଧିବେଶନକୁ ସ୍ଥଗିତ ରଖିବା...

କମ୍ପାନୀର ୧୨୦୦ ମାଇକ୍ରୋସଫ୍ଟ ୟୁଜର ଆକାଉଣ୍ଟ ଡିଲିଟ୍‌ କରିଦେବାରୁ କର୍ମଚାରୀଙ୍କୁ ଜେଲ

ଓ୍ବାଶିଂଟନ,୨୪।୩ : କମ୍ପାନୀର ସର୍ଭର ହ୍ୟାକ କରିବା ଓ ୧୨୦୦ ମାଇକ୍ରୋସଫ୍ଟ ୟୁଜର ଆକାଉଣ୍ଟ ଡିଲିଟ୍‌ କରିବା ପାଇଁ କମ୍ପାନୀ ପକ୍ଷରୁ ନିଲମ୍ବିତ ହୋଇଥିବା ଜଣେ...

ପାକିସ୍ତାନରେ ବଢୁଛି ଆତଙ୍କବାଦ : ଚିନ୍ତାରେ ସରକାର, ନିର୍ବାଚିତ ପ୍ରତିନିଧୀଙ୍କଠାରୁ ଚାନ୍ଦା ସଂଗ୍ରହ…

ଇସଲାମାବାଦ,୨୬।୧୧ : ପାକିସ୍ତାନରେ ଆତଙ୍କବାଦ ବଢ଼ିବାରେ ଲାଗିଛି। ଆତଙ୍କବାଦୀମାନେ ନିର୍ବାଚିତ ପ୍ରତିନିଧୀଙ୍କଠାରୁ ମଧ୍ୟ ଦାନ ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ଏନେଇ ସରକାରଙ୍କ ଚିନ୍ତା ବଢ଼ିବାରେ...

କାଲିଫର୍ନିଆରେ ପ୍ରବଳ ଝଡ଼ବାତ୍ୟା: ଶିଶୁଙ୍କ ସମେତ ୨ ମୃତ

ଓ୍ବାଶିଂଟନ,୬ା୧: କାଲିଫର୍ନିଆରେ ପ୍ରବଳ ଝଡ଼ବାତ୍ୟା ହୋଇଛି। ଫଳରେ ହଜାର ହଜାର ଘରୁ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଛି। ଏହି ବର୍ଷା ଯୋଗୁ ବନ୍ୟା ପରି ପରିସ୍ଥିତି ମଧ୍ୟ...

ଦାଉଦ୍‌ର ଅପରାଧ ସାମ୍ରାଜ୍ୟ ଏବେ ଆତଙ୍କବାଦୀ ନେଟଓ୍ବର୍କ : ଜାତିସଂଘରେ ଆଶଙ୍କା ବ୍ୟକ୍ତ କଲା ଭାରତ

ଜାତିସଂଘ,୧୧ା୭(ପି.ଟି.): ପାକିସ୍ତାନରେ ରହୁଥିବା ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ଅପରାଧ ସାମ୍ରାଜ୍ୟ ଏବେ ଆତଙ୍କବାଦୀ ନେଟଓ୍ବର୍କରେ ପରିଣତ ହୋଇଛି। ଡି-କମ୍ପାନୀ, ଜୈଶ-ଇ-ମହମ୍ମଦ(ଜେଇଏମ୍‌) ଏବଂ ଲଶ୍କର-ଇ-ତୋଇବା ଭାରତ...

କରୋନା ସଂକ୍ରମିତଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳନ କଲା ଚାଇନା

ବେଜିଂ,୪।୪: କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଚାଇନାରୁ ଆରମ୍ଭ ହୋଇଥିବା କରୋନାରେ ଏବେ ପ୍ରାୟ ୬୦ ହଜାର ଲୋକଙ୍କ ଜୀବନ...

ଇମ୍ରାନ୍‌ଙ୍କ ପ୍ରତିକ୍ରିୟା ନେବା ବେଳେ ଦୁର୍ଘଟଣା ଘଟି ମହିଳା ଖବରଦାତାଙ୍କ ମୃତ୍ୟୁ

ଇସଲାମାବାଦ୍‌, ୩୧।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ଦ୍ୱାରା ଆରମ୍ଭ ହୋଇଛି ଆଜାଦୀ ମାର୍ଚ୍ଚ । ଏହି ଅବସରରେ ରବିବାର...

Advertisement
Archives

Model This Week