Posted inଫୁରସତ

୧୦୦ ଦିନ ଗୋଟିଏ ପୋଷାକ ପିନ୍ଧି ରେକର୍ଡ କଲେ ଏହି ଝିଅ: ମିଳିଲା ଏମିତି ପୁରସ୍କାର

ଗୋଟିଏ ପୋଷାକକୁ ଜଣେ ବ୍ୟକ୍ତି ଅତି ବେଶିରେ ୨ରୁ ୩ ଦିନ ପର୍ଯ୍ୟନ୍ତ ପିନ୍ଧିପାରିବ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବୋଷ୍ଟନର ସାରା ରବିନ୍ସ ନାମ୍ନୀ ଝିଅ ୩ ମାସରୁ ଊର୍ଦ୍ଧ୍ୱ ଅର୍ଥାତ୍‌ ୧୦୦ ଦିନ ଗୋଟିଏ ପୋଷାକ ପିନ୍ଧି ରେକର୍ଡ ସୃଷ୍ଟି କରିଛନ୍ତି।
୧୬ ସେପ୍ଟେମ୍ବର, ୨୦୨୦ରୁ ୧୦୦ ଦିନିଆ ଏକ ପୋଷାକ ଚ୍ୟାଲେଞ୍ଜ ଆରମ୍ଭ ହୋଇଥିଲା। ଏଥିରେ ସାରା ଭାଗ ନେଇଥିଲେ। ପ୍ରତିଦିନ ସେ ଗୋଟିଏ ପୋଷାକକୁ ଭିନ୍ନ ଷ୍ଟାଇଲରେ ପିନ୍ଧିଥିଲେ। ଗୋଡିଏ ପୋଷାକ ସେ କେତେବେଳେ ପ୍ୟାଣ୍ଟ ସହ ତ ଆଉ କେତେବେଳେ ସ୍କଟ୍‌ ସହ ପିନ୍ଧିଥିଲେ। ସାରା ଏହି ଗୋଟିଏ ଡ୍ରେସ୍‌କୁ ପିନ୍ଧି ନିଜର ସମସ୍ତ କାମ କରିବା ସହ ସମସ୍ତ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ।
୧୦୦ ଦିନଆ ଏହି ପୋଷାକ‌ ଚ୍ୟାଲେଞ୍ଚ ବ୍ରାଣ୍ଡ ଉଲ୍‌ ଆଣ୍ଡ ଦ୍ୱାରା କରାଯାଇଥିଲା। ଯେଉଁମାନେ ଏହି ଚ୍ୟାଲେଞ୍ଜରେ ଭାଗ ନେଇଥିଲେ ସେମାନଙ୍କୁ ନୂତନ ପୋଷାକ କିଣିବା ପାଇଁ ୧୦୦ ଆମେରିକୀୟ ଡଲାର ମୂଲ୍ୟର ଭାଉଚର ମିଳିଥିଲା। ଏହାର ଉଦ୍ଦେଶ୍ୟ ଗୋଟିଏ ଦିନରେ କେବଳ ପୋଷାକ ପିନ୍ଧିବାର ଅଭ୍ୟାସ ବିକାଶ କରିବା ନୁହେଁ, ବରଂ ପୋଷାକ ତିଆରି ଖର୍ଚ୍ଚ ହ୍ରାସ କରିବା ଏବଂ ଧୋଇବା ଖର୍ଚ୍ଚ ମଧ୍ୟ ହ୍ରାସ କରିବା ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସର୍ବକନିଷ୍ଠ ତାସ ଖେଳାଳି: ‘ବ୍ରିଜ୍‌’ ଖେଳି ସୃଷ୍ଟିକଲେ ରେକର୍ଡ

ବେଳେବେଳେ ପିଲାମାନେ ଏପରି କିଛି କରିପାରନ୍ତି ଯାହା କି ବୟସ୍କମାନେ ପାରନ୍ତି ନାହିଁ। ଏହିପରି ଜଣେ ଶିଶୁ ଆମେରିକାର କାଲିଫର୍ନିଆରେ ଅଛନ୍ତି। ସେ ଏପରି କିଛି...

ସାଧନା ଓ ସାହସର ସମନ୍ବୟ ପ୍ରଦୀପ କୁମାର ରାୟ

”ମୁଁ ସ୍ବପ୍ନମାନଙ୍କୁ ହଜିଯିବା ଦେଖିଛି/ପାଖ ଲୋକଙ୍କୁ ଦୂରକୁ ଘୁଞ୍ଚିଯିବା ଦେଖିଛି/ସମସ୍ତେ କହନ୍ତି ଭଲପାଇବା ହସିବା ଶିଖାଏ/ମୁଁ ସେହି ଭଲପାଇବାକୁ ଏକା ଗଭୀର ରାତିରେ କାନ୍ଦିବା ଦେଖିଛି...

ଏମିତି ଉପାୟରେ ପାଚେରି ଏପାଖରୁ ସେପାଖକୁ ଯାଉଛନ୍ତି ଭାଲୁ : ଦେଖିଲେ ଉଡ଼ିଯିବ ହୋସ

ସୋସିଆଲ ମିଡିଆରେ ବର୍ତ୍ତମାନ ଭାଲୁ ଓ ତା’ ଛୁଆକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ନିକଟରେ...

୨ବର୍ଷର ପିଲା ପାଇଁ ହାରୀ ପୋଟରଙ୍କ କାହାଣୀରେ ଥିବା ଘର ତିଆରି କଲେ ଅଭିଭାବକ

ପିଲାମାନଙ୍କୁ ଭଗବାନଙ୍କ ରୂପ କୁହାଯାଇଥାଏ। ପ୍ରାୟ ଅଧିକାଂଶ ଘରର ବୟୋଜ୍ୟେଷ୍ଠମାନେ ପିଲାମାନଙ୍କ ଇଚ୍ଛା ପୂରଣ କରିଥାନ୍ତି। ସେମିତି ଏକ ଘଟଣା କାନାଡ଼ା ସହରରେ ଦେଖିବାକୁ ମିିଳିଛି।...

୧ କୋଟି ଟଙ୍କାର ଚାକିରି ଅଫର ଛାଡ଼ିଲେ ଚା’ ବିକାଳିଙ୍କ ପୁଅ

ପିଲାଦିନରୁ ସମସ୍ତେ ପାଠପଢ଼ାରେ ଧ୍ୟାନ ଦେଇଥାନ୍ତି। ବଡ଼ ହେଲେ କେମିତି ଭଲ ଚାକିରିଟିଏ କରିବେ। ଚାକିରି ମିଳିଗଲେ ଖୁସିରେ ପାଦ ତଳେ ଲାଗେନି। ଭଲ ଦରମାରେ...

ଦରଗାହରେ ଉଭୟ ଶିବରାତ୍ରି-ନମାଜ, ପୋଲିସ ସୁରକ୍ଷା ବଢ଼ାଇଲା…

ବେଙ୍ଗାଲୁରୁ,୧୮।୨ : କର୍ନାଟକର ଦରଗାହରେ ଉଭୟ ଶିବରାତ୍ରି ପାଳନ ଏବଂ ନମାଜ ପାଠ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ରାଜ୍ୟର କାଲାବୁରଗି...

ରାଜ୍ୟ ଦାୟିତ୍ୱ ମିଳିଲେ ମାନିବି

୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ ଲୋକ ସଭା ଆସନରୁ କଂଗ୍ରେସକୁ ମାତ୍ର ଗୋଟିଏ ଆସନ ମିଳିଛି। କୋରାପୁଟ ଲୋକ ସଭା ଆସନରୁ ବିଜୟୀ ହୋଇଛନ୍ତି...

ସାନ ଭାଇଙ୍କୁ ଏପରି ଦୀର୍ଘ ନିଃଶ୍ୱାସ ନେବା ଶିଖାଉଛନ୍ତି ବଡ଼ ଭାଇ, ବର୍ତ୍ତମାନ ସୁଦ୍ଧା ଦେଖିସାରିଲେଣି ୬ ଲକ୍ଷ ୟୁଜର

ସୋସିଆଲ ମିଡିଆରେ ଦୁଇ ଛୋଟ ଶିଶୁଙ୍କ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ବଡ଼ ଭାଇ ନିଜ ଛୋଟ ଭାଇଙ୍କୁ ଦୀର୍ଘ ନିଃଶ୍ୱାସ ନେବା ଶିଖାଉଛନ୍ତି। ସେ...

Advertisement
Archives

Model This Week