Home Left

ମେଲବକ୍ସରୁ ଚିଠି ଖାଇଗଲା ଛେଳି, ଆଉ ତା’ପରେ..

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ମଜାଳିଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେମିତି ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓରେ ଗୋଟିଏ ଛେଳି ମେଲ ବକ୍ସରୁ ସମସ୍ତ ଚିଠି ଖାଇଦେବାର ଦେଖାଯାଇଛି। ଭିଡିଓଟି ଆମେରିକାର ଆଲାବାମା ସହରର ଟୋକ୍ସିର ବୋଲି…

ରକ୍ତଦାନ କରିବାକୁ ଶରୀରରେ ଗୋଟିଏ ବି ଟାଟୁ କରି ନାହାନ୍ତି ଏହି ଶ୍ରେଷ୍ଠ ଫୁଟବଲ ଖେଳାଳି, ନିଜେ ଜଣେ ବୋନ୍‌ ମ୍ୟାରୋ ଡୋନର୍‌

ପ୍ରାୟତଃ ଖେଳାଳିମାନେ ନିଜ ହେୟାରଷ୍ଟାଇଲ୍‌, ବିଳାସପୂର୍ଣ୍ଣ କାର୍‌, ପୋଷାକ ସାଙ୍ଗକୁ ଶରୀରରେ ବିଭିନ୍ନ ପ୍ରକାର ଟାଟୁକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ହେଲେ ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳି ମଧ୍ୟରେ ଗଣନା କରାଯାଉଥିବା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଦେହରେ ଗୋଟିଏ ମଧ୍ୟ ଟାଟୁ ଦେଖିବାକୁ ମିଳେନାହିଁ।…

ବର ୭୦କୁ କନ୍ୟା ୬୦, ଡାକ୍ତରଖାନାରେ ସାକ୍ଷାତ ଘରେ ହେଲା ବିବାହ

ପ୍ରେମ କେତେବେଳେ କେଉଁଠି କାହା ସହ ହେବ କହି ହୁଏ ନାହିଁ। ପ୍ରେମରେ ବୟସ ମଧ୍ୟ ଖୋଜାପଡ଼େନି। ପରିଣତ ବୟସରେ ବି ପ୍ରେମ ହେଉଥିବା ଅନେକ ନଜିର ରହିଛି। ଏମିତି ଏକ କୌତୂହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଭୁରାଖେଡ଼ି ଗ୍ରାମରେ।…

କରୋନା ଟିକା ନେଇ ଲୋକଙ୍କୁ ମିଛ ଆଶା ଦିଅନ୍ତୁ ନାହିଁ ସରକାର

ନୂଆଦିଲ୍ଲୀ,୨।୯: ଭାରତରେ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ୍‌ ଏବେ ଜାରି ରହିଛି। ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଏବେ ଭାରତରେ ଗୋଟିଏ ନୁହେଁ ୩ଟି ଟିକା ଟ୍ରାଏଲ୍‌ ପର୍ଯ୍ୟାୟରେ ଅଛି। ପ୍ରଧାନମନ୍ତ୍ରୀ ଲୋକଙ୍କୁ…

କରିସ୍ମା କପୁରଙ୍କ ପ୍ରେମରେ ପାଗଳ ଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ କରିସ୍ମା କପୁରଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଗୋଟିଏ ସମୟରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହି ୨ କଳାକାର ପରସ୍ପରଙ୍କୁ ପାଗଳପରି ପ୍ରେମ କରୁଥିଲେ। ସେମାନଙ୍କ ନିର୍ବଦ୍ଧ ଶେଷ ହୋଇଥିବା ମଧ୍ୟ ଶୁଣିବାକୁ…

ଗଞ୍ଜାମରୁ ଅନ୍ୟ ଜିଲାକୁ ଯିବା ପାଇଁ ଆଉ ଦରକାର ପଡ଼ିବନି ପାସ୍‌

ଛତ୍ରପୁର,୨ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରୁ ଅନ୍ୟ ଜିଲାକୁ ଗାଡ଼ିରେ ଯାତ୍ରା କରିବା ପାଇଁ ଅନୁମତି ସହ ପାସ ଆଉ ଦରକାର ପଡ଼ିବନି। ଏହି ନିୟମ ତଥା ବ୍ୟବସ୍ଥାକୁ ଗଞ୍ଜାମ ଜିଲାରୁ ମଙ୍ଗଳବାରଠାରୁ ଉଠାଇ ଦିଆଯାଇଛି। ଗଞ୍ଜାମରେ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ଏପରି…

ଦ୍ୱିତୀୟ ଥର ଖିଲାପ କଲେ ମାସେ ବନ୍ଦ ହେବ ଦୋକାନ: ଜିଲାପାଳ

ଛତ୍ରପୁର,୨ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌କୁ ଆହୁରି କଡ଼ାକଡ଼ି ପାଳନ କରାଯିବ। ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ସେପ୍ଟେମ୍ବରରେ ସତର୍କତା ଜରୁରୀ। ସବୁ ନିୟମ ପାଳନ କଲେ କରୋନାକୁ ହଟାଇ ହେବ। ଦୋକାନୀମାନେ ପଞ୍ଚସୂତ୍ର ପାଳନ ବାଧ୍ୟତାମୂଳକ ବୋଲି…

ସାନିଟାଇଜରରେ କ୍ଷତିକାରକ ମିଥାନଲ୍‌: ଆଖିକୁ କରିଦେବ ନଷ୍ଟ !

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ନିୟମିତ ଅନ୍ତରରେ ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ୍‌ ପିନ୍ଧିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି…

ଏହି କ୍ରିକେଟରଙ୍କ ବାଜିଛି ୩ ଥର ଶାହାନାଇ

ଦେଶ ବିଦେଶର କ୍ରିକେଟରଙ୍କ ପ୍ରେମ ଏବଂ ବିବାହକୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ। କେବଳ ବିବାହ ନୁହେଁ ବ୍ରେକ୍‌ଅପ୍‌କୁ ନେଇ ମଧ୍ୟ ଆଲୋଚନା ହୋଇଥାଏ। ଏମିତି କିଛି କ୍ରିକେଟର ଅଛନ୍ତି ସେମାନେ ୨-୨ଥର ବିବାହ କରିଛନ୍ତି। କିନ୍ତୁ ସେମାନଙ୍କଠାରୁ ଆଗରେ…

ଡେଲିଭରୀ ଚାର୍ଜ ନ ଦେବାରୁ ନବଜାତକକୁ ୧ ଲକ୍ଷ ଟଙ୍କାରେ ବିକିଦେଲେ ଡାକ୍ତର!

ଲକ୍ଷ୍ନୌ,୨ା୯: ମାନବିକତା ହଜିଯାଇଥିବା ପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ଗିରବ ରିକ୍ସାଚାଳକ ଡେଲିଭରୀ ଚାର୍ଜ ଦେଇପାରିଲେନି ବୋଲି ଭଗବାନ ବୋଲି ମନାଯାଉଥିବା ଡାକ୍ତର ନବଜାତକଙ୍କୁ ୧ ଲକ୍ଷ ଟଙ୍କାରେ ବିକି ଦେବା ଘଟଣା ଲୋକଲୋଚନକୁ ଆସିଛି। ଏହି…

ଏହି ତାରିଖଟି ସଚିନ ତେନ୍ଦୁଲକରଙ୍କ ପାଇଁ ଥିଲା ଅଶୁଭ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ କ୍ରିକେଟ କ୍ୟାରିୟରରେ ଅନେକ ବିରଳ ରେକର୍ଡ ହାସଲ କରିଛନ୍ତି। ତାଙ୍କ ରେକର୍ଡ ଭାଙ୍ଗିବା ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର। ସଚିନ ନିଜ କ୍ୟାରିୟର ଗୋଟିଏ ମାସର ପ୍ରତି ତାରିଖରେ ଶତକ କିମ୍ବା ଦ୍ୱିଶତକ ଲଗାଇଛନ୍ତି, କିନ୍ତୁ…

ଭିଜିଲାନ୍ସ ଜାଲରେ ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ

ଲଖନପୁର, ୨।୯(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପଟେଲଙ୍କ ସରକାରୀ ବାସଭବନ ସମେତ ୬ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବୁଧବାର ଏକସଙ୍ଗେ ଚଢାଉ କରାଯାଇଛି। ଏଥି ମଧ୍ୟ ବ୍ରଜରାଜନଗର ପୌର କାର୍ଯ୍ୟାଳୟ, ଝାରସୁଗୁଡା ମଙ୍ଗଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri