Home Left

ଆଜି ୩ଟି କ୍ୟାବିନେଟ ବୈଠକ: ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର, ୨।୯(ବ୍ୟୁରୋ): ବୁଧବାର ରାଜ୍ୟରେ ୩ଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ପ୍ରଥମେ ଅପରାହ୍ନ ୫ଟାରେ ଐତିହ୍ୟ କ୍ୟାବିନେଟ ବୈଠକ ବସିବ। ପରେ ୫ଟା ୧୫ରେ କୃଷି କ୍ୟାବିନେଟ ବସିବାକୁ ଥିବାବେଳେ…

ସ୍କୁଟିକୁ ଧକ୍କା ଦେବାରୁ ବସ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

କେନ୍ଦ୍ରାପଡ଼ା ଅଫିସ/ ମାର୍ଶାଘାଇ, ୨।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ ନଂ. କ ଜାତୀୟ ରାଜପଥର ବଡପାଳଠାରେ ବୁଧବାର ସକାଳେ ଏକ ବସ୍‌ ସ୍କୁଟିକୁ ଧକ୍କା ଦେଇଥିଲା। ଏଥିରେ ସ୍କୁଟି ଚାଳକ ହଳଦିଆ ଗ୍ରାମର ବିକାଶ ନାୟକ ଗୁରୁତର…

ତାଡି ପିଇଲେ ଭଲ ହୋଇଯିବ କ୍ୟାନସର୍‌!

ହାଇଦ୍ରାବାଦ,୨।୯: ତେଲେଙ୍ଗାନା ସରକାରରେ ଜଣେ ମନ୍ତ୍ରୀ କ୍ୟାନ୍‌ସର ରୋଗର ଔଷଧ ବିଷୟରେ ଏକ ଅଜବ ଦାବି କରିଛନ୍ତି। ତେଲେଙ୍ଗାନା ରାଷ୍ଟ୍ରିୟ ସମିତି ସରକାରରେ ଅବକାରୀ ମନ୍ତ୍ରୀ ଥିବା ଶ୍ରୀନିବାସ ଗୌଡ କହିଛନ୍ତି ଯେ ତାଡି ପିଇବା ଦ୍ୱାରା କ୍ୟାନସର ସମେତ ଅତି…

ଏକ ମିନିଟ୍‌ରେ ୧୫୦ କାର୍‌ ଲୋଗୋ

ଚେନ୍ନାଇ: କଥାରେ ଅଛି ଆଗ୍ରହର ସହ କରାଯାଇଥିବା ସମସ୍ତ କାମରେ ସଫଳତା ଅବଶ୍ୟ ମିଳିଥାଏ। ଏହାର ଏକ ଉଦାହରଣ ହେଉଛନ୍ତି ଚେନ୍ନାଇର ୭ ବର୍ଷର ବାଳକ କେଭିନ୍‌ ରାହୁଲ। ଏତେ କମ୍‌ ବୟସରେ ସେ ୧୫୦ଟି କାର୍‌ ଲୋଗୋର ନାଁ କହି…

ଅର୍ଥନୀତିର ରାହା ନଡ଼ିଆ

କୃଷି ଅର୍ଥନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ନଡ଼ିଆ। କମ୍‌ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ଦୀର୍ଘବର୍ଷ ଯାଏ ଉତ୍ପାଦନ କ୍ଷମତା ଥିବାରୁ ଏହି ଗଛର ଆଦର କାହିଁରେ କେତେ। ସାମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବ୍ୟବସାୟିକ ଭିତ୍ତିରେ କରାଯାଉଥିବା ନଡ଼ିଆ ଚାଷ ବେଶ୍‌…

ନେଗେଟିଭ ରୋଲ୍‌ ପାଇଁ ଶ୍ରୀୟା ଖୁସି

ମୁମ୍ବାଇ: ୨୦୧୮ରେ ରିଲିଜ ହୋଇଥିବା କ୍ରାଇମ୍‌ ଥ୍ରୀଲର ଫିଲ୍ମ ‘ଅନ୍ଧାଧୂନ’କୁ ଅନେକ ଦର୍ଶକ ପ୍ରଶଂସା କରିଥିଲେ। ଏହି ଫିଲ୍ମରେ ଅଭିନେତ୍ରୀ ତବୁଙ୍କ ନେଗେଟିଭ ଚରିତ୍ରକୁ ସିନେ ସମୀକ୍ଷକଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଖୁବ ପସନ୍ଦ କରିଥିଲେ। ‘ଅନ୍ଧାଧୂନ’ର ତେଲୁଗୁ ରିମେକ୍‌…

ଡେଲାଙ୍ଗରେ ଲୁଣାର ଉଗ୍ରରୂପ

ପୁରୀ ଅଫିସ/କଣାସ/ଡେଲାଙ୍ଗ/ନିମାପଡ଼ା (ସ୍ବ.ପ୍ର./ଡି.ଏନ୍‌.ଏ), ୨ା୯ : ଦୟା, ରାଜୁଆ, ଭାର୍ଗବୀ, ଧନୁଆ ପରେ ଏବେ ପୁରୀ ଜିଲାରେ ଲୁଣା ନଦୀ ଉଗ୍ରରୂପ ଧାରଣ କରିଛି। ଲୁଣା ନଦୀର ପାଣି ଡେଲାଙ୍ଗ ବ୍ଲକର ଅନେକ ଅଞ୍ଚଳକୁ ବୁଡ଼ାଇ ଦେଇଛି। ବିଶେଷକରି ଡେଲାଙ୍ଗ-କଣାସ ରାସ୍ତାରେ…

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଲୁଚି ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ପଡିଲା ମହଙ୍ଗା, ଯୁବକଙ୍କୁ ମିଳିଲା ଏମିତି ଦଣ୍ଡ

କ୍ୱାରାଣ୍ଟାଇନରୁ ଲୁଚି ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କରୋନା ନିୟମ ଭାଙ୍ଗିଥିବାରୁ ତାଙ୍କୁ ୬ ମାସ ଜେଲ୍‌ ଦଣ୍ଡାଦେଶ ହୋଇଛି। ଅଷ୍ଟ୍ରେଲିଆର ପର୍ଥ ଏଭଳି ଘଟଣା ଘଟିଛି। ୩୧ ବର୍ଷୀୟ ଯୁବକ ୟୁସଫଙ୍କୁ ସୀଡ୍‌ନୀରୁ ପର୍ଥ…

ଭୁବନେଶ୍ୱର ଆଇଆଇଟି ବିଓଜି ଅଧ୍ୟକ୍ଷ ହେଲେ ରାଜେନ୍ଦ୍ର

ଭୁବନେଶ୍ୱର(ବ୍ୟୁରୋ),୨ା୯: ପାଓ୍ବାର ଗ୍ରୀଡ କର୍ପୋରେଶନର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସିଂ ଭୁବନେଶ୍ୱରସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି)ର ବୋର୍ଡ ଅଫ୍‌ ଗଭନର୍ସ(ବିଓଜି)ର ଅଧ୍ୟକ୍ଷଭାବେ ନିଯୁକ୍ତ ହୋଇଛନ୍ତି। ସେ ଏହି ପଦବୀରେ ୨୦୨୦ ଅଗଷ୍ଟ ୨୮ରୁ…

ରାଜ୍‌ଗୋପାଳ ମିଶ୍ର ପାଇବେ ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’

ଭୁବନେଶ୍ୱର(ବ୍ୟୁରୋ),୨ା୯: ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତର ମହାକୁମ୍ଭ ‘ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ-୨୦୨୦’ ସେପ୍ଟେମ୍ବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଉତ୍ସବକୁ ଚଳିତବର୍ଷ କୋଭିଡ୍‌-୧୯ କଟକଣା…

ଜଗନ୍ନାଥ ବିଶ୍ରାମସ୍ଥଳୀ ସ୍ଥାନାନ୍ତର କାହା ସ୍ବାର୍ଥରେ: ସମ୍ବିତ

ଭୁବନେଶ୍ୱର,୧।୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଆଇଟିଡିସି ତରଫରୁ ଟେଣ୍ଡର ଆହ୍ବାନ କରାଯାଇ ପୁରୀ ବଗଲା ଧର୍ମଶାଳା ଜମି ଉପରେ ଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଅନୁମତି ମଧ୍ୟ ପ୍ରଦାନ…

ଓଟିଏମ୍‌ ବଞ୍ଚାଓ ଶ୍ରମିକ ଆନ୍ଦୋଳନକୁ ୧୫ବର୍ଷ

ଚୌଦ୍ୱାର,୨।୯(ଡି.ଏନ୍‌.ଏ.): ୨୦୦୧ରୁ ବନ୍ଦ ହୋଇଯାଇଥିବା ସର୍ବବୃହତ୍‌ କମ୍ପୋଜିଟ ଲୁଗାକଳ ଓଡ଼ିଶା ଟେକ୍ସଟାଇଲ ମିଲ୍‌ (ଓଟିଏମ୍‌)ର ଶ୍ରମିକମାନେ ଚଳାଇଥିବା ଆନ୍ଦୋଳନ ୧୫ବର୍ଷ ପୂରଣ କରି ମଙ୍ଗଳବାରଠାରୁ ୧୬ବର୍ଷରେ ପଦାର୍ପଣ କରିଛି। ମିଲ୍‌ ବନ୍ଦ ହେବା ପରେ ଏଥିରେ କାର୍ଯ୍ୟରତ ୨୨୦୦ରୁ ଊର୍ଦ୍ଧ ଶ୍ରମିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri