ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟା ଦାୟୀ: ବିକାଶ ସିଂ
ମୁମ୍ବାଇ,୨।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂ ବୁଧବାର ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଦୋଷ ଲଦିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପଛରେ ରିୟାଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି। ସୁଶାନ୍ତଙ୍କ ମାନସିକ ଅବସାଦ…
ଜେଇଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ କରୋନା ଆକ୍ରାନ୍ତ ଛାତ୍ର; ତାପରେ…
କୋଟା, ୨।୯: କରୋନା ସଙ୍କଟ କାଳରେ ମଙ୍ଗଳବାରଠାରୁ ସାରା ଦେଶରେ ଜେଇଇ ମେନ୍ ପରୀକ୍ଷା ଆରମ୍ଭ ହୋଇଯାଇଛି। ଏହି ପରୀକ୍ଷା ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ୬୬୦ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। କରୋନା ସଂକ୍ରମଣ ସମୟରେ ଅନୁଷ୍ଠିତ ହେଉଥିବା ସବୁଠାରୁ ବଡ଼…
କରୋନା ଆକ୍ରାନ୍ତ ଡାକ୍ତର କରୁଛନ୍ତି ରୋଗୀଙ୍କ ଚିକିତ୍ସା
ଜୟପୁର, ୨।୯: କରୋନା ମହାମାରୀ ସମୟରେ ରାଜସ୍ଥାନର ବିକାନେର ସହରରୁ ଏକ ଚରମ ଅବହେଳାର ବଡ଼ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତର କରୋନା ଆକ୍ରାନ୍ତ ହୋଇଥିଲେ ମଧ୍ୟ ରୋଗୀଙ୍କ ପରୀକ୍ଷା କରୁଛନ୍ତି। ସେହିଭଳି ଡାକ୍ତରମାନଙ୍କ ବୈଠକରେ ମଧ୍ୟ ସେ…
ମୁମ୍ବାଇ ଇଣ୍ଡିଆନ୍ସକୁ ଝଟ୍କା: ଆଇପିଏଲ୍ ଖେଳିବେନି ମାଲିଙ୍ଗା
ଦୁବାଇ, ୨।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଝଟ୍କା ଲାଗିଛି। ଆଇପିଏଲ୍ ଇତିହାସର ସବୁଠାରୁ ଶ୍ରେଷ୍ଠ ବୋଲର ଲସିଥ୍ ମାଲିଙ୍ଗା ଚଳିତ…
ପୁଣିଥରେ ହାଇ ମାରି ଚର୍ଚ୍ଚାକୁ ଆସିଲେ ପାକିସ୍ତାନ କ୍ରିକେଟର୍ ସର୍ଫରାଜ
ମାଞ୍ଚେଷ୍ଟର, ୨।୯: ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦ ପୁଣିଥରେ ଖବରର ଶିରୋନାମାରେ ରହିଛନ୍ତି। ନିଜର ବ୍ୟାଟିଂ କିମ୍ବା ଉଇକେଟ୍ କିପିଂ ପାଇଁ ନୁହେଁ ବରଂ ପୁଣିଥରେ ହାଇ ମାରି ଚର୍ଚ୍ଚାକୁ ଆସିଛନ୍ତି ସର୍ଫରାଜ। ଇଂଲଣ୍ଡ ଗସ୍ତରେ ଯାଇଥିବା…
ଟ୍ରେକିଂବେଳେ ୨୫୦ ଫୁଟ୍ ତଳକୁ ଖସି ପୂର୍ବତନ କ୍ରିକେଟର୍ଙ୍କ ମୃତ୍ୟୁ
ମୁମ୍ବାଇ, ୨।୯: ମହାରାଷ୍ଟ୍ର ରଣ୍ଜୀ ଟ୍ରଫି ଦଳର ପୂର୍ବତନ ଖେଳାଳି ଶେଖର ଗାଓ୍ବଲି ୨୫୦ ଫୁଟ୍ ତଳକୁ ଗଭୀର ଖାତକୁ ଖସି ମୃତ୍ୟୁବରଣ କରିଛନ୍ତି। ବୁଧବାର ସକାଳେ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି। ଶେଖର ତାଙ୍କ ସାଙ୍ଗମାନଙ୍କ ସହ ମିଶି…
୭ ବର୍ଷ ପରେ ପ୍ରଥମ ଭାରତୀୟ ଭାବେ ୟୁଏସ୍ ଓପନ୍ରେ ମ୍ୟାଚ୍ ଜିତିଲେ ସୁମିତ୍
ନୂଆଦିଲ୍ଲୀ, ୨।୯: ଭାରତୀୟ ପୁରୁଷ ଟେନିସ ଖେଳାଳି ସୁନିତ୍ ନାଗଲ ସମ୍ମାନଜନକ ୟୁଏସ୍ ଓପନ୍ ପ୍ରତିଯୋଗିତାରେ ଦମ୍ଦାର ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚ୍ରେ ୨୩ ବର୍ଷୀୟ ସୁମିତ୍ ୬-୧, ୬-୩, ୩-୬, ୬-୧ ସେଟ୍ରେ ଘରୋଇ…
ଲଗାତର ୭ମ ମ୍ୟାଚ୍ ଜିତିଲା ଶାହରୁଖଙ୍କ ନାଇଟ୍ ରାଇଡର୍ସ ଦଳ
ତ୍ରିନିଦାଦ୍, ୨।୯: କାରିବୀୟାନ ପ୍ରିମିୟର ଲିଗ୍ (ସିପିଏଲ୍)ର ୨୧ତମ ମ୍ୟାଚ୍ରେ ତ୍ରିନିବାଗୋ ନାଇଟ୍ ରାଇଡର୍ସ ବିଜୟ ଲାଭ କରିଛି। ଏହି ମ୍ୟାଚ୍ରେ ନାଇଟ୍ ରାଇଡର୍ସ ୧୯ ରନରେ ଜାମାଇକା ତଲଓ୍ବାସକୁ ପରାସ୍ତ କରିଛି। ଫଳରେ ବଲିଉଡ୍ ସୁପର୍ଷ୍ଟାର୍ ଶାହରୁଖ ଖାନଙ୍କ ମାଲିକାନାରେ…
ଭାରତରେ ବ୍ୟାନ ହେଲା ପବ୍-ଜି
ନୂଆଦିଲ୍ଲୀ,୨।୯-ଭାରତ ସରକାର ତୃତୀୟ ଥର ଲାଗି ଚାଇନିଜ ଆପ ଉପରେ ବ୍ୟାନ ଲଗାଇଛନ୍ତି। ବହୁଳ ବ୍ୟବହୃତ ମୋବାଇଲ ଆପ ପବ୍-ଜି ଭାରତରେ ବୁଧବାର ବ୍ୟାନ କରାଯାଇଛି। ପବ୍-ଜି ସହ ୧୧୮ଟି ମୋବାଇଲ ଆପକୁ କେନ୍ଦ୍ର ସରକାର ବ୍ୟାନ କରିଛନ୍ତି। ଏହା ପୂର୍ବରୁ…
୧୭ ବର୍ଷ ବୟସରେ ପ୍ରଥମ ବିଶ୍ୱ ସୁନ୍ଦରୀ ହୋଇଥିଲେ ଏହି ଯୁବତୀ, ଆଉ ତା ପରେ..
ବମ୍ବେ: ଫିନ୍ଲ୍ୟାଣ୍ଡର ଆର୍ମି ହେଲେନା କୁସେଲା ୧୯୫୨ ମସିହାରେ ପ୍ରଥମ ବିଶ୍ୱସୁନ୍ଦରୀ ହେବାର ଗୌରବ ଅର୍ଜନ କରିଥିଲେ। ଅଗଷ୍ଟ ୨୦ରେ ସେ ୮୬ ବର୍ଷର ହୋଇଛନ୍ତି। ୧୯୩୪ରେ ଜନ୍ମିତ କୁସେଲା କଲେଜରେ ପଢ଼ିବା ସମୟରେ ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ।…
ମଞ୍ଚେଷ୍ଟରରେ ଢୋଲ ବଜାଉଥିବା ନଜର ଆସିଲେ ମେସି, ଜର୍ସି ପିନ୍ଧି ପାକିସ୍ତାନକୁ କଲେ ସମର୍ଥନ !
ମଞ୍ଚେଷ୍ଟର, ୨।୯: ଲୋକପ୍ରିୟ ଫୁଟବଲର୍ ଲିଓନେଲ ମେସି ବାର୍ସିଲୋନା କ୍ଲବ ଛାଡିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କୁ କିଣିବା ପାଇଁ ମଞ୍ଚେଷ୍ଟର ସିଟି ପ୍ରମୁଖ ଦାବିଦାର ଭାବେ ନଜର ଆସୁଛି। ହେଲେ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ତୃତୀୟ ଟି…
ବଲିଉଡ୍ର ଏହି ସୁପରଷ୍ଟାରମାନେ ହଲିଉଡ୍ରେ ବି କରିଛନ୍ତି ଦମ୍ଦାର ଅଭିନୟ
ମୁମ୍ବାଇ: ବଲିଉଡ୍ର ଅନେକ କଳାକାର ହଲିଉଡ୍ ଫିଲ୍ମରେ ମଧ୍ୟ ସେମାନଙ୍କର ଦମ୍ଦାର ଅଭିନୟ ଦେଖାଇଛନ୍ତି। ଇରଫାନ୍ ଖାନ୍ଙ୍କଠାରୁ ଆରମ୍ଭ କରି ଅମିତାଭ ବଚ୍ଚନଙ୍କ ପର୍ଯ୍ୟନ୍ତ ସୁପରଷ୍ଟାରମାନେ ହଲିଉଡ୍ରେ ସେମାନଙ୍କ ଜଲ୍ଓ୍ବା ଦେଖାଇଛନ୍ତି। ଏପରିକି କିଛି କଳାକାର ମାତ୍ର କେତେ ସେକେଣ୍ଡ ପାଇଁ…
Archives


