ଓପିଜିସିର ପ୍ରଥମ ୟୁନିଟ୍ ବନ୍ଦ: ୨୧୦ ମେଗାୱାଟ ବିଦ୍ୟୁତ୍ ଉପ୍ତାଦନ ବାଧାପ୍ରାପ୍ତ
ଲଖନପୁର,୪।୯(ଡି.ଏନ୍.ଏ.): ଓଡ଼ିଶା ବିଦ୍ୟୁତ୍ ଉପ୍ତାଦନ ନିଗମ(ଓପିଜିସି)ର ବନହରପାଲିସ୍ଥିତ ଇବ ଥର୍ମାଲ ପ୍ରଥମ ୟୁନିଟକୁ ଗୁରୁବାର ବନ୍ଦ କରାଯାଇଛି। ଯାନ୍ତ୍ରିକ ତ୍ରୁଟି ଲାଗି ପ୍ରକଳ୍ପ କର୍ତ୍ତୃପକ୍ଷ ଗୁରୁବାର ବିଳମ୍ବିତ ରାତିରେ ସମ୍ପୃକ୍ତ ୟୁନିଟକୁ ବନ୍ଦ କରିଦେଇଛନ୍ତି। ଫଳରେ ଏଥିରୁ ଉପ୍ତାଦନ ହେଉଥିବା ୨୧୦…
ବାଲାଜୀ ମନ୍ଦିରକୁ ଧଳାହାତୀ ଦାନ କରିଥିଲେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ !
ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ବେଶ ଧାର୍ମିକ ପ୍ରବୃତିର। ଏହାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଟି.ଏସ୍. ରାଓ୍ବତ ୨୦୧୯ରେ ତାଙ୍କୁ ବଦ୍ରିନାଥ ଏବଂ କେଦାରନାଥ ମନ୍ଦିର କମିଟିର ସଦସ୍ୟ କରିଥିଲେ। ଅନନ୍ତଙ୍କ ପରିବାର ସହ ଏକାଧିକ ଧାର୍ମିକ ଅନୁଷ୍ଠାନ…
କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ଏହି ଚର୍ଚ୍ଚିତ ସାମ୍ବାଦିକ: ରିପବ୍ଲିକ ଟିଭି କାରବାରରେ ରହିଛି ବଡ଼ ଅଂଶଧନ
ରିପବ୍ଲିକ୍ ଟିଭି ଚ୍ୟାନେଲରେ ନିଜର ତର୍କକୁ ନେଇ ଚର୍ଚ୍ଚାରେ ରହୁଛନ୍ତି ବରିଷ୍ଠ ସାମ୍ବାଦିକ ଅର୍ନବ ଗୋସ୍ବାମୀ। ତେବେ ଅର୍ନବ କେବଳ ଯେ କମ୍ପାନୀର ସମ୍ପାଦକ ତାହା ନୁହେଁ ବରଂ ଚ୍ୟାନେଲର ବଡ଼ ଭାଗ ତାଙ୍କ ପାଖରେ ରହିଛି। ଏଆର୍ଜି ଆଉଟ୍ଲାୟର ମିଡିଆ…
ହାତଧରି ମାଙ୍କଡ଼ ଦେଉଛି ଏପରି ବାର୍ତ୍ତା
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ବ୍ରେକ୍ଅପ୍ ହେବାରୁ ପ୍ରେମିକାଙ୍କ ସାନ ଭଉଣୀ ପ୍ରତି ଏମିତି ପ୍ରତିଶୋଧ ନେଲେ ପ୍ରେମିକ
ନୂଆଦିଲ୍ଲୀ,୪ା୯: ଫେକ୍ ପ୍ରୋଫାଇଲ୍ ବା ନକଲି ପ୍ରୋଫାଇଲ୍ କରି ଜଣେ ଝିଅକୁ ବଦ୍ନାମ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏନେଇ ଦିଲ୍ଲୀ ପୋଲିସର ସାଇବର ସେଲ୍ ଫେସ୍ବୁକ ଏବଂ ଇନ୍ଷ୍ଟାଗ୍ରାମରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ କଳାର ୨…
ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ପାଟିଲଙ୍କ ଦମ୍ଭୋକ୍ତି: ‘ ଗୋଟିଏ ସିଟ୍ରେ ହାରିଲେ ଭାଜପାରୁ ଇସ୍ତଫା ଦେଇଦେବି’
ଅହମ୍ମଦାବାଦ,୪।୯: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଭାଜପା ଅଧ୍ୟକ୍ଷ ସିଆର୍ ପାଟିଲ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଭାଜପା ଗୁଜରାଟ ବିଧାନସଭାରେ ସମସ୍ତ ସିଟ୍ରେ ଜିତିବ। ଯଦି ଦଳ ଗୋଟିଏ ବି ସିଟ୍ରେ ହାରେ ତେବେ ସେ ଉକ୍ତ ଦିନ…
ଅନ୍ଲାଇନ୍ରେ ସେମିଷ୍ଟର ପରୀକ୍ଷା ଦାବି, ଆନ୍ଦୋଳନକୁ ଓହ୍ଲାଇଲା ଛାତ୍ର କଂଗ୍ରେସ
ବରଗଡ଼,୪ା୯: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ୬ଷ୍ଠ ସେମିଷ୍ଟର ପରୀକ୍ଷା ଅଫ୍ଲାଇନରେ କରିବାକୁ ନିଷ୍ପତ୍ତି ନେଇଛି। ବିଶ୍ବବିଦ୍ୟାଳୟର ଏହି ନିଷ୍ପତ୍ତିକୁ ବରଗଡ଼ ଜିଲା ଛାତ୍ର କଂଗ୍ରେସ (NSUI) ଏବଂ ବରଗଡ଼ ଜିଲା ରାଜୀବ ଗାନ୍ଧୀ ଛାତ୍ର ଫୋରମ ବିରୋଧ କରିଛିନ୍ତି। କରୋନା…
ରାସ୍ତାରେ ଟି-ଶର୍ଟ ଖୋଲିଦେଲେ ବ୍ୟକ୍ତି ଜାଣନ୍ତୁ କାହିଁକି
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ…
ରିୟା, ମିରାଣ୍ଡାଙ୍କ ଘରେ ଏନ୍ସିବି ଟିମ୍ର ଚଢ଼ାଉ: ଜବତ କରିନେଲେ..
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ ଲାଗିଛି। ଗୋଟିଏ ପଟେ ସିବିଆଇ ତଦନ୍ତ ଭାର ନେଇଥିବା ବେଳେ ଇଡି ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ମଧ୍ୟ ଯାଞ୍ଚରେ ଲାଗିଛନ୍ତି। ଏହି କ୍ରମରେ…
ଏହି ଲାଇବ୍ରେରୀରେ ପାଳନ କରାଯାଇଥାଏ ବାଦୁଡ଼ି, କାରଣ ଜାଣିଲେ ହେବେ ଚକିତ
ପ୍ରତ୍ୟେକ ଦେଶର ଭାଷା, ଚାଲିଚଳନ, ବେଶଭୂଷା ଏବଂ ସଂସ୍କୃତି ଭିନ୍ନ ଭିନ୍ନ ହୋଇଥାଏ। ଏମିତି ଦେଶ ଅଛି, ଯାହା ସମ୍ପର୍କରେ କିଛି ରୋଚକ କଥା ଜାଣିବାକୁ ମିଳେ। ସେହିପରି ଏକ ଦେଶ ହେଉଛି ପର୍ତ୍ତୁଗାଲ। ୟୁରୋପସ୍ଥିତ ଏହି ଦେଶ ଫୁଟବଲ ଖେଳରେ…
ଘରେ ଭଗବାନଙ୍କ ପୂଜାସ୍ଥାନ କିପରି ହେବା ଉଚିତ୍ ଜାଣନ୍ତୁ
ବାସ୍ତୁବିତ୍ଙ୍କ ଅନୁଯାୟୀ, ଘରେ ଭଗବାନ୍ଙ୍କୁ ପୂଜା ସମୟରେ ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଉଚିତ । କାରଣ ଏହି ସମୟରେ ହେଉଥିବା ଭୂଲ ପାଇଁ ଜୀବନରେ ଅନେକ କ୍ଷତି ସହିବାକୁ ପଡ଼ିଥାଏ। > ଯେତେବେଳେ ଆମେ କୌଣସି ପ୍ରତିମୂର୍ତ୍ତି କିମ୍ବା…
ଖୁସି ଖବର: ପୁଣି ଭାରତକୁ ଫେରିପାରେ ଟିକ୍ଟକ୍
ନୂଆଦିଲ୍ଲୀ,୪।୯: ଭାରତରେ ଟିକ୍ଟକ୍ ପୁଣି ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ଟିକ୍ଟକ୍ର ଭାରତୀୟ ଆସେଟ୍କୁ ଜାପାନ କମ୍ପାନୀ ସଫ୍ଟବ୍ୟାଙ୍କ କିଣିବାକୁ ପ୍ରସ୍ତୁତ ହେଉଛି। ସୂଚନା ଅନୁଯାୟୀ, ସଫ୍ଟବ୍ୟାଙ୍କ ଏଥିପାଇଁ ଭାରତୀୟ ଅଂଶୀଦାରକୁ ଖୋଜୁଛି। ଗତ ମାସେ ମଧ୍ୟରେ ସଫ୍ଟବ୍ୟାକ ରିଲାଏନ୍ସର ଜିଓ…
Archives


