ଗୋଟିଏ ରାତିରେ ୫ ଲକ୍ଷ ଜରିମାନା ଆଦାୟ

ପୁରୁଷୋତ୍ତମପୁର,୧୧ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଇଲାକାର ଋଷିକୁଲ୍ୟା ନଦୀରୁ ବେଆଇନ୍‌ ଭାବେ ବାଲି ଚାଲାଣ ହେଉଛି। ତହସିଲ ପ୍ରଶାସନ ପକ୍ଷରୁ ଏହାର ଧରପଗଡ଼ ହେଉଛି। ରବିବାର ଗୋଟିଏ ରାତିରେ ୫ ଲକ୍ଷ ଟଙ୍କାର ଜରିମାନା ଆଦାୟ ହେଇଛି। ଯାହାକି ପୁରୁଷୋତ୍ତମପୁର ତହସିଲରେ ଏଭଳି ମୋଟା ଅଙ୍କର ଜରିମାନା ଆଦାୟ ପ୍ରଥମ ଘଟଣା। ତହସିଲଦାର ନିତିଶ କୁମାର ତ୍ରିପାଠୀ ଓ ଅତିରିକ୍ତ ତହସିଲଦାର ସୁନିଲ୍‌ କୁମାର ଟୁଡୁ ରବିବାର ରାତିରେ ମୁକୁନ୍ଦପୁର ଗ୍ରାମ ନିକଟରେ ଅତର୍କିତ ଚଢାଉ କରି ବେଆଇନ ବାଲି ଚାଲାଣ କରୁଥିବା ୧୮ଟି ଟ୍ରକ୍‌ ଓ ୭ଟି ଟ୍ରାକ୍ଟରରୁ ଏହି ଜରିମାନା ଆଦାୟ କରିଛନ୍ତି। ଏହାକୁ ନେଇ ମାଫିଆମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାପଧରାଳିଙ୍କ ଘରେ ୧୯ ଛୁଆ ଦେଲା ତମ୍ପ

କାକଟପୁର,୨୮।୬(ଡି.ଏନ୍‌.ଏ.)- ପୁରୀ ଜିଲା କାକଟପୁର ବ୍ଲକ ଅନ୍ତର୍ଗତ ବାଜପୁର ଗାଁର ସାପଧରାଳି ବ୍ରଜକିଶୋର ସାହୁଙ୍କ ଘରେ ମଙ୍ଗଳବାର ତମ୍ପ ସାପର ୧୯ଟି ଅଣ୍ଡା ଫୁଟି ଜନ୍ମ...

ଜିଲା ଛାତ୍ର କଂଗ୍ରେସ କମିଟି ଘୋଷଣା

ଢେଙ୍କାନାଳ ଅଫିସ, ୮।୧ ଢେଙ୍କାନାଳ ଛାତ୍ର କଂଗ୍ରେସର ଜିଲା କମିଟି ଘୋଷଣା କରାଯାଇଛି। ଉପସଭାପତି ଭାବେ ଦୁର୍ଗାଦତ୍ତ ମିଶ୍ର, ସିଦ୍ଧାନ୍ତ ମିଶ୍ର, ଶାରଦା ମହାନ୍ତି, ଶୁଭଲକ୍ଷ୍ମୀ...

ଜେଲରୁ ୨ କଏଦୀ ଫେରାର

ଆର.ଉଦୟଗିରି,୨୮।୨(ଡି.ଏନ୍‌.ଏ.): ଗଜପତି ଜିଲା ଆର.ଉଦୟଗିରି ସବ୍‌ଜେଲରୁ ଶନିବାର ୨ କଏଦୀ ଚମ୍ପଟ୍‌ ମାରିଥିଲେ। ସେମାନେ ହେଲେ ଅଡ଼ବା ଗ୍ରାମର କରୁଣାକର ଗମାଙ୍ଗ ଏବଂ ପୁରୀ ଜିଲା...

ବିନୋଦିନୀ ଚିଟ୍‌ଫଣ୍ଡ ସଂସ୍ଥାର ୧୦କୋଟି ଠକେଇ: ଏସ୍‌ଡିପିଓଙ୍କ ଦ୍ୱାରସ୍ତ ହେଲେ ଜମାକାରୀ

ବ୍ରହ୍ମପୁର ଅଫିସ,୬ା୧୧-ଚିଟଫଣ୍ଡ ସଂସ୍ଥାଗୁଡିକ ଗଞ୍ଜାମ ଜିଲାର ହଜାର ହାଜର ଜମାକାରୀଙ୍କ କୋଟି କୋଟି ଟଙ୍କା ଠକି ନେଇଯାଇଛନ୍ତି। ବୈଦ୍ୟନାଥପୁର ଥାନା ଅଯୋଧ୍ୟାନଗର ପ୍ରଥମ ଲେନ୍‌ରେ ଖୋଲିଥିବା...

୨ଦିନ କହି ସପ୍ତାହେ ବିତିଲା: ଫଳ ଶୂନ

ଡେରାବିଶ, ୧୦ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ ସପ୍ତାହକ ତଳେ ପାନୀୟ ଜଳ ସମସ୍ୟାକୁ ନେଇ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକ ଏକ ସ୍ବତନ୍ତ୍ର ବୈଠକ...

ମୃତ ଡାକ୍ତରଙ୍କ ଶରୀରଦାନ କଲେ ପରିବାରବର୍ଗ

ବ୍ରହ୍ମପୁର ଅଫିସ୍‌,୨୧୧୦-ବ୍ରହ୍ମପୁର ଭାବାନଗର ବାସିନ୍ଦା ଡା. ଗୌର ଚନ୍ଦ୍ର ଚୌଧୁରୀ (୭୮)ଙ୍କର ରବିବାର ସକାଳେ ପରଲୋକ ହୋଇଛି । ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛା...

ବରଗୋଛା-ଦପଲା ରାସ୍‌ତା: ନୂତନ ରାସ୍‌ତା ଲାଗି ଅଂଚଲବାସୀକର ଦାବି

ମନମୁଣ୍ଡା, ୧୬।୧୨ (ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଅଧୀନ ବରଗୋଛା-ଦପଲା ୨୦ କି.ମି. ରାସ୍‌ତା ବହୁତ୍‌ ବଛର ହେଲା ଦେଖ୍‌ରେଖ, ମରାମତି ଅଭାବୁ ପିଚୁ...

ଗାଁରେ ବାହାର ଲୋକଙ୍କ ପ୍ରବେଶକୁ ବିରୋଧ

ବାରିପଦା ଅଫିସ, ୨୦ା୪- କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ ଡ଼ାଉନ ହୋଇଛି। ଏହି ସମୟରେ ଅତି ଆବଶ୍ୟକ ନ ପଡ଼ିଲେ...

Advertisement
Archives

Model This Week