Home Left

ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଘୃଣ୍ୟ ପୋଷ୍ଟ କରି ଗିରଫ ହେଲେ ଯୁବକ

ନୂଆଦିଲ୍ଲୀ,୪।୯: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପର୍କରେ ଘୃଣ୍ୟ ବାର୍ତ୍ତା ପୋଷ୍ଟ କରିଥିବା ଜଣେ ଯୁବକ ଗିରଫ ହୋଇଥିବା ଜଣାପଡିଛି। ୪୨ ବର୍ଷୀୟ ଉକ୍ତ ଯୁବକ ଜଣକ ଓଡ଼ିଶାର ବୋଲି ଜଣାପଡିଛି।…

ଜଳାଶୟରେ କାଗଜ ପକାଇ ଏମିତି ମାଛ ଧରୁଛି ପକ୍ଷୀ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ପକ୍ଷୀ ଜଳାଶୟରେ କାଗଜ ପକାଇ ମାଛ ଧରୁଥିବା ଦେଖିବାକୁ ମିଳୁଛି।…

ଘୁଞ୍ଚିବନି ଜେଇଇ-ନିଟ୍‌ ପରୀକ୍ଷା: ସୁପ୍ରିମକୋର୍ଟରେ ଖାରଜ ହେଲା ୬ ରାଜ୍ୟର ଆବେଦନ

ନୂଆଦିଲ୍ଲୀ,୪।୯: ନିଟ୍‌-ୟୁଜି ଓ ଜେଇଇ(ମେନ୍‌) ପରୀକ୍ଷାକୁ ସ୍ଥଗିତ ରଖିବାକୁ ଅଣ ଭାଜପା ଶାସିତ ୬ ରାଜ୍ୟର ଆବେଦନକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି କି ନିର୍ଦ୍ଧାରିତ ସମୟରେ ନିଟ୍‌-ୟୁଜି ଓ ଜେଇଇ(ମେନ୍‌) ପରୀକ୍ଷା କରାଯିବ। ସୂଚନାଯୋଗ୍ୟ, ୨୫ଲକ୍ଷ…

ସୁସ୍ଥ ରହିବାକୁ ଚାହୁଁଥିଲେ ଚାଣକ୍ୟଙ୍କ ଏସବୁ କଥାକୁ ଦିଅନ୍ତୁ ଧ୍ୟାନ

ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନଶୈଳୀକୁ ନେଇ ଅନେକ କିଛି କହିଛନ୍ତି। ଚାଣକ୍ୟ ତାଙ୍କ ପୁସ୍ତକ ଚାଣକ୍ୟ ନୀତିରେ ଜୀବନର ମୂଲ୍ୟବୋଧ ବିଷୟରେ ଉଲ୍ଲେଖ କରିଥିବାବେଳେ ସୁସ୍ଥ ରହିବା ପାଇଁ ସେ ଅନେକ ଉପାୟ ମଧ୍ୟ…

୨୯ ନଭେମ୍ବର ପୂର୍ବରୁ ଶେଷ ହେବ ବିହାର ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୪।୯: କରୋନା ମହାମାରୀ ପରେ ବି ନିର୍ବାଚନ କମିଶନ ବିହାର ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ବୋଲି ଶୁକ୍ରବାର ପ୍ରକାଶ କରିଛନ୍ତି। ଏହାସହ ଆଉ ଏକ ବଡ ଘୋଷଣା ନିର୍ବାଚନ କମିଶନଙ୍କ ଦ୍ୱାରା କରାଯାଇଛି। ବିହାର ବିଧାନସଭା ସହ ଦେଶର…

ଇନ୍ଦ୍ରାଣୀ ମୁଖାର୍ଜୀ ମାମଲାରେ କରିଥିଲେ ବଡ଼ ଖୁଲାସା, ଜାଣନ୍ତୁ କିଏ ଅର୍ନବ ଗୋସ୍ବାମୀଙ୍କ ଜୀବନସାଥୀ

ଦେଶର ଜଣାଶୁଣା ସାମ୍ବାଦିକଙ୍କ ମଧ୍ୟରୁ ଜଣେ ହେଲେ ଅର୍ନବ ଗୋସ୍ବାମୀ। ନିଜର ଆଙ୍କରିଂ ଷ୍ଟାଇଲ୍‌କୁ ନେଇ ସେ ସର୍ବଦା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟନ୍ତି। ବିଗତ କିଛି ଦିନ ଧରି ସେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିପୋଟିଂ…

ତରଭୂଜ ଖଣ୍ଡରୁ ଏଭଳି ସଙ୍ଗୀତ ବାହାର କଲେ ଏହି ଯୁବକ: ପ୍ରଶଂସାରେ ପୋତି ପକାଉଛନ୍ତି ଲୋକେ..

ଗୀତ ଶୁଣିବାକୁ କାହାକୁ ବା ଭଲ ନ ଲାଗେ। ହେଲେ କ’ଣ ଆପଣ କେବେ ଯନ୍ତ୍ରମାନଙ୍କ ବଦଳରେ ଫଳରୁ ସଙ୍ଗୀତ ବାହାରୁଥିବା ଶୁଣିଛନ୍ତି? ହୁଏତ ନା। ଏପରି କେମିତି ହେବ ବୋଲି ଭାବୁଥାଇପାରନ୍ତି। ହେଲେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ…

ମାତ୍ର ଜଣେ ଯାତ୍ରୀଙ୍କୁ ନେଇ ଯାତ୍ରା କଲା ରାଜଧାନୀ ଏକ୍ସପ୍ରେସ୍‌

ରାଞ୍ଚି,୪।୯: ଜଣେ ଯୁବତୀଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଛି ଭାରତୀୟ ରେଲଓ୍ବେ। ଦିଲ୍ଲୀ-ରାଞ୍ଚି ରାଜଧାନୀ ଏକ୍ସପ୍ରେସ୍‌ ମାତ୍ର ଜଣେ ଯାତ୍ରୀଙ୍କୁ ନେଇ ଡାଲଟନଗଞ୍ଜରୁ ରାଞ୍ଚି ଯାତ୍ରା କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଡାଲଟନଗଞ୍ଜରେ ଆନ୍ଦୋଳନ କାରଣରୁ କିଛି ଟ୍ରେନ୍‌କୁ ଅଟକାଇବାକୁ ପଡିଥିଲା। ଏହାପରେ…

କପିଳେଶ୍ବରପୁର ଶାସନ ପ୍ରାଥମିକ ବିଦ୍ୟାଳୟ ଉଚ୍ଛେଦ ନେଇ ଅସନ୍ତୋଷ: ଜିଲାପାଳ, ବିଧାୟିକାଙ୍କୁ ଫେରାଦ ହେଲେ ଗ୍ରାମବାସୀ

ପୁରୁଷୋତ୍ତମପୁର,୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ୱାର୍ଡ ନଂ ୧୨ରେ ଥିବା ଐତିହାସିକ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷା ବିଭାଗ ଉଚ୍ଛେଦ କରି ଅନ୍ୟ ବିଦ୍ୟାଳୟରେ ମିଶ୍ରଣ କରିବା ଲାଗି ଗତ ୩ ଦିନ ତଳେ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଗ୍ରାମବାସୀଙ୍କ…

୧୯୬୨ ଯୁଦ୍ଧରେ ଭାରତକୁ ହରାଇଥିଲା ଚାଇନା: ଏବେ ପାକିସ୍ତାନ ସହଯୋଗ କରିବା ଆଶଙ୍କା, ହେଲେ..

ନୂଆଦିଲ୍ଲୀ,୪।୯: ୧୯୬୨ରେ ଭାରତ ଏବଂ ଚୀନ ମଧ୍ୟରେ ଯୁଦ୍ଧ ହୋଇଥିଲା। ହେଲେ ସେତେବେଳେ ଉଭୟ ଦେଶ ପରମାଣୁଶକ୍ତି ସମ୍ପନ୍ନ ନ ଥିଲେ। ଏବେ ପରିସ୍ଥିତି ଓଲଟା। ୫୮ ବର୍ଷ ମଧ୍ୟରେ ପରମାଣୁ ହତିଆର ଭରପୂର ଉଭୟ ଦେଶ। ଏପରିକି ସୈନ୍ୟ ଶକ୍ତି…

୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲା: ସଜ୍ଜନ କୁମାରଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୪।୯: ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟ ଜାମିନ ଦେବାକୁ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସଜ୍ଜନଙ୍କ ନାମିନ ଆବେଦନକୁ ଶୁକ୍ରବାର…

ହରିଣ ମାଂସ ଖାଇବା ପଡ଼ିଲା ମହଙ୍ଗା: ୩ ଶିକାରୀ, ୧୦ ଗ୍ରାହକ ଗିରଫ

ବାରଙ୍ଗ,୪।୯(ଡି.ଏନ୍‌.ଏ.): ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟ ଫିରିଙ୍ଗନାଳି ଅଞ୍ଚଳରୁ ଗୁରୁବାର ୩ ଶିକାରୀଙ୍କୁ ଗିରଫ କରାଯାଇଛି। ଚନ୍ଦକା ଡ଼ମପଡ଼ା ବନ ବିଭାଗ, ଚନ୍ଦକା ପୋଲିସ ଗୁରୁବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ସେମାନଙ୍କୁ ଗିରଫ କରିଛି। ପରେ ସେମାନଙ୍କଠାରୁ ହରିଣ ମାଂସ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri