Home Left

ଗର୍ଭବତୀ ସ୍ତ୍ରୀଙ୍କୁ ସ୍କୁଟିରେ ବସାଇ ୧୨୦୦ କିମି ପରୀକ୍ଷା କେନ୍ଦ୍ରକୁ ନେଲେ ସ୍ବାମୀ

ରାଞ୍ଚି,୫ା୯: କରୋନା ମହାମାରୀ ଯୋଗୁ ସମଗ୍ର ଦେଶରେ ଗାଡ଼ିମୋଟର ଚଳାଚଳ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ହୋଇନାହିଁ। ଯେତିକି ଗାଡ଼ି ଚାଲୁଛି ସେଥିରେ ଲୋକେ ମଧ୍ୟ ଯିବାକୁ ଭୟ କରୁଛନ୍ତି। ଏପରି ସ୍ଥିତିରେ ଝାଡ଼ଖଣ୍ଡର ଜଣେ ଯୁବକ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ସ୍କୁଟିରେ…

ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ହସ୍ପିଟାଲରେ ହେବ ୭୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

କୋରାପୁଟ,୫।୯,(ସ୍ବ.ପ୍ର): କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଶନିବାର ପୁଣି ଜିଲାରେ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୬୦କୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କୋରାପୁଟ ସହିଦ ଲକ୍ଷ୍ମଣ…

ବଲିଉଡର ଜଣେ ହିଟ୍‌ ଅଭିନେତ୍ରୀ ହେଉଛନ୍ତି ଫଟୋରେ ଦେଖୁଥିବା ଶିଶୁ, ଚିହ୍ନିପାରୁଛନ୍ତି କି..

ବମ୍ବେ: ଗୁରୁଦିବସ ଉପଲକ୍ଷେ ସାଧାରଣଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାରମାନେ ନିଜ ଗୁରୁଙ୍କୁ ନିଆରା ଢ଼ଙ୍ଗରେ ଶୁଭେଚ୍ଛା ଜଣାଉଛନ୍ତି। ଏହି କ୍ରମରେ ଜଣେ ଅଭିନେତ୍ରୀ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବେଳର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କୁ ନାଲି ରଙ୍ଗର…

ଭାରତୀୟ ସେନାଙ୍କ ମାନବିକତା: ବଞ୍ଚାଇଲେ ଚାଇନା ନାଗରିକଙ୍କ ଜୀବନ

ନୂଆଦିଲ୍ଲୀ,୫।୯: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ବଢୁଥିବା ବେଳେ ଚାଇନା ଏବେ ଯୁଦ୍ଧ କରିବା ଲକ୍ଷ୍ୟରେ ରହିଛି। ହେଲେ ଏତେ ପରେ ବି ଚାଇନା ନାଗରିକଙ୍କ ଅସୁବିଧାକୁ ଦେଖି ନିଜ ଧର୍ମ ପାଳନ କରିଛନ୍ତିି ଭାରତୀୟ ସେନା। ସେନା ପକ୍ଷରୁ…

ଧୋନୀ ତାଙ୍କ ଅନୁପସ୍ଥିତିରେ ସିଏସ୍‌କେ ପାଇଁ ତୃତୀୟ ସ୍ଥାନରେ ଖେଳନ୍ତୁ: ରାଇନା

ନୂଆଦିଲ୍ଲୀ,୫।୯: ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି। ପ୍ରଥମେ ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଖେଳରୁ ଓହରିଥିବା ବେଳେ ଏବେ ହରଭଜନ ମଧ୍ୟ ଟିମ୍‌ ଛାଡ଼ିଛନ୍ତି। ହେଲେ ରାଇନାଙ୍କ ଅନୁପସ୍ଥିତିକୁ ଦଳ କିପରି ପୂରଣ…

ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ଯୋଦ୍ଧା: ପ୍ରଶାସନ, ମେଡିକାଲ ସେବାକୁ ଜଣାଇଲେ କୃତଜ୍ଞତା

ଛତ୍ରପୁର,୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ତଥା କରୋନା ଯୋଦ୍ଧା ଜୟସେନ ବେହେରା କାର୍ଯ୍ୟରତ ଅବସ୍ଥାରେ କରୋନାରେ ସଂକ୍ରମିତ ହୋଇଥିଲେ। ସେ ବର୍ତ୍ତମାନ ସୁସ୍ଥ ହେବା ପରେ ତାଙ୍କ ଅନୁଭୂତି ବାଣ୍ଟିଛନ୍ତି। ଜିଲାପାଳ, ବିଡିଓଙ୍କ ସହଯୋଗ ଏବଂ କୋଭିଡ…

କାଜଲଙ୍କ ରୂପରେ ଏହି ଗୀତରେ ନାଚୁଛନ୍ତି କରଣ, ଭିଡିଓ ଭାଇରାଲ

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ସେ କହିଥିଲେ, ପିଲାମାନଙ୍କ ଉପରେ ତାଙ୍କର ପ୍ରଥମ ପୁସ୍ତକ ଲେଖିବାକୁ ଯାଉଛନ୍ତି। କରଣଙ୍କ ଏହି ଟୁଇଟ୍‌ ବେଶ୍‌ ଚର୍ଚ୍ଚା ହୋଇଥିଲା। ପ୍ରଶଂସକଙ୍କ ସହ ଫିଲ୍ମ ଜଗତର କଳାକାରମାନେ ମଧ୍ୟ…

ସିଏସ୍‌କେରେ ହରଭଜନଙ୍କ ସ୍ଥାନ ନେଇପାରନ୍ତି ଏହି ୩ ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୫।୯: ବ୍ୟକ୍ତିଗତ କାରଣକୁ ନେଇ ଆଇପିଏଲ୍‌-୨୦୨୦ରୁ ସୁରେଶ ରାଇନା ବାହାର ହେବା ପରେ ଏବେ ହରଭଜନ ସିଂହ ମଧ୍ୟ ଅନୁରୂପ ଭାବେ ଖେଳିବେ ନାହିଁ ବୋଲି ସୂଚନା ମିଳିଛି। ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ପ୍ରମୁଖ ସ୍ପିନର ମଧ୍ୟରେ ହରଭଜନଙ୍କୁ ଗଣାଯାଏ। ଏପରିସ୍ଥଳେ ସେ…

ଜନ୍ମକୁଣ୍ଡଳୀରେ ମଙ୍ଗଳଦୋଷ ଅଛି କି? ଜାଣନ୍ତୁ ମାଙ୍ଗଳିକ ହେବାର କାରଣ, ଉପାୟ..

ଭାରତରେ ବିବାହ ପୂର୍ବରୁ ବରକନ୍ୟାଙ୍କ ଜନ୍ମକୁଣ୍ଡଳୀ ମିଶା ଯାଇଥାଏ। ଏହି ସମୟରେ ପୁଅ କିମ୍ବା ଝିଅର ମାଙ୍ଗଳିକ ଦୋଷ ବିଷୟରେ ଜଣାପଡ଼ିଥାଏ। ପରେ ପଣ୍ଡିତମାନେ ସେହି ମାଙ୍ଗଳିକ ଦୋଷର ସମାଧାନ ଲାଗି ଅନେକ ପ୍ରତିକାର ବିଷୟରେ ପରାମର୍ଶ ଦେଇଥାନ୍ତି। ତେବେ ମାଙ୍ଗଳିକ…

ଗଞ୍ଜାମ ସହରରେ କରୋନା ସ୍ଥିତି ନିୟନ୍ତ୍ରଣ: ସୁସ୍ଥହାର ୯୩ %

ଗଞ୍ଜାମ,୫।୯(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ମହାମାରୀ କରୋନା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ସହରରେ ୮୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମାତ୍ର ୫ ଜଣ ଚିକିତ୍ସାଧୀନ ଥିବା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ ସୂଚନା…

ବାଘକୁ ପାଖରେ ଦେଖି ମଧ୍ୟ ଡରିଲାନି ହରିଣ: ଜାଣନ୍ତୁ କାହିଁକି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ବିନା କାର୍ଡରେ ଏଟିଏମ୍‌ରୁ ବାହାରିବ ଟଙ୍କା, ଏସ୍‌ବିଆଇ ପରେ ଏହି ବ୍ୟାଙ୍କ ଦେଉଛି ଏପରି ସୁବିଧା

ପ୍ରାୟତଃ ଦେଖାଯାଇଥାଏ ଗ୍ରାହକଙ୍କ ନିକଟରେ ଏଟିଏମ୍‌ କାର୍ଡ ନ ଥିବାରୁ ଟଙ୍କା ଉଠାଇ ପାରି ନ ଥାନ୍ତି। ମାତ୍ର ଏସ୍‌ବିଆଇ ସମେତ ଦେଶର ଅନେକ ବଡ଼ ବ୍ୟାଙ୍କ ଗ୍ରାହକଙ୍କୁ ବିନା କାର୍ଡରେ ନଗଦ ଟଙ୍କା ଉଠାଇବାକୁ ସୁବିଧା ଯୋଗାଇ ଦେଇଛନ୍ତି। ବର୍ତ୍ତମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri