ମହିଳାଙ୍କ ଗଳାକାଟି ବିଭତ୍ସ ହତ୍ୟା

ଭଣ୍ଡାରିପୋଖରୀ,୧୨।୧(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ନୂଆ ପୋଖରୀ ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମହିଳା ଜଣକ ହେଲେ ରାଧାରାଣୀ ମହାନ୍ତି। ରାଧାରାଣୀଙ୍କ ସ୍ବାମୀ ନାରାୟଣ ମହାନ୍ତି ବାହାରେ ରହି କାମ କରୁଥିବା ବେଳେ ସେ କିଛିଦିନ ହେଲା ଘରେ ରହୁଥିଲେ। ତେବେ ରାଧାରାଣୀ ସୋମବାର ସନ୍ଧ୍ୟାରୁ ଘର ଛାଡ଼ି କେଉଁଆଡେ ପଳାଇଯାଇଥିଲେ। ତାଙ୍କ ଶାଶୁ ରାତିରେ ବହୁ ଖୋଜାଖୋଜି କରି ନ ପାଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ମଙ୍ଗଳବାର ସକାଳୁ ଗ୍ରାମ ପାଖ ଏକ ରାସ୍ତା କଡ଼ରେ ରାଧାରାଣୀଙ୍କ ବିଭତ୍ସ ମୃତଦେହ ପଡିଥିବା ଲୋକ ଦେଖିଥିଲେ। ପୋଲିସକୁ ଏ ସମ୍ପର୍କରେ ଜଣାଇବା ପରେ ଭଣ୍ଡାରିପୋଖରୀ ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ବିଦ୍ୟୁତ୍‌ କାଟ୍‌କୁ ନେଇ ଉତ୍ତେଜନା, କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାହକ

ଖୋର୍ଦ୍ଧା ଅଫିସ,୧୬।୧: ପୂର୍ବ ନିର୍ଦ୍ଧାରିତ ତାରିଖାନୁଯାୟୀ ସେସୁ ପକ୍ଷରୁ ଗୁରୁବାର ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ ହୋଇଛି। ୩୯ଟି ଟିମ୍‌ ବିଦ୍ୟୁତ୍‌ ବକେୟା ଥିବା ଗ୍ରାହକମାନଙ୍କ...

ମାଙ୍ଗାନିଜ ବୋଝେଇ ଟ୍ରକ ଜବତ: ୨ ଗିରଫ

ବଡବିଲ, ୨୧।୧୦(ସ୍ବ.ପ୍ର)-କେନ୍ଦୁଝର ଜିଲା ବଡବିଲ ପୋଲିସ ମଙ୍ଗଳବାର ରାତିରେ ରାତିରେ ଭଦ୍ରାସାହି ସ୍ଥିତ ୫୨ ନମ୍ବର ଜାତୀୟ ରାଜପଥରୁ ଏକ ଚୋରା ମାଙ୍ଗାନିଜ ବୋଝେଇ ଟ୍ରକ...

ଗଞ୍ଜାମର ଫେରିଛନ୍ତି ୧୯,୨୯୫

ଛତ୍ରପୁର,୧୦ା୫(ଡି.ଏନ.ଏ.)- ପ୍ରବାସୀମାନେ ଶୁକ୍ରବାର ସୁଦ୍ଧା ୧୯ଟ୍ରେନ୍‌ ଯୋଗେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନରେ ଆସି ପହଞ୍ଚିଥିଲେ। ହାଇକୋର୍ଟର ସ୍ଥଗିତାଦେଶ ଯୋଗୁ ଶନିବାର କୌଣସି ଟ୍ରେନ୍‌ ଆସି...

ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣକୁ ବିରୋଧ, ଶିଳାନ୍ୟାସ କାର୍ଯ୍ୟକ୍ରମ ବାତିଲ

ଉଦଳା,୨୪ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ସହରରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ନିର୍ମାଣ ହେବାକୁ ଥିବା ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି। ଫଳରେ...

ଋଣ ଦେବା ନାଁରେ ଠକେଇ: ଥାନାର ଦ୍ୱାରସ୍ଥ ହେଲେ ଏସ୍‌ଏଚ୍‌ଜି ମହିଳା

ରୂପ୍‌ସା, ୧।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ବାଖରାବାଦ ଗ୍ରାମର ଜଣେ ମହିଳା ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ସଭ୍ୟାଙ୍କୁ ଋଣ ଦେବା ନାଁରେ ଲକ୍ଷାଧିକ...

ହାଟଡିହୀ ବ୍ଲକ ବିଡିଓ ସୁଶାନ୍ତ ବାରିକଙ୍କ ବଦଳି

ହାଟଡିହୀ,୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବିଡିଓ ସୁଶାନ୍ତ କୁମାର ବାରିକଙ୍କ ଅନ୍ୟତ୍ର ବଦଳି ହୋଇଛି। ସୋମବାର ପଞ୍ଚାୟତିରାଜ ବିଭାଗ ତରଫରୁ ଚିଠି ନଂ.୨୦୫୮୪ ଅନୁଯାୟୀ ପ୍ରକାଶିତ...

ସୁବର୍ଣ୍ଣରେଖାରେ ବୁଡ଼ି ଜଣେ ମୃତ : ବେଆଇନ ବାଲି ଉତ୍ତୋଳନକୁ ଦାୟୀ କଲେ ଗ୍ରାମବାସୀ

ଜଳେଶ୍ୱର, ୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ସୁବର୍ଣ୍ଣରେଖା ନଦୀର ମହମ୍ମଦନଗରପାଟଣାସ୍ଥିତ ବାଲିଉତ୍ସ ଗଭୀର ଗର୍ତ୍ତରେ ବୁଡ଼ି ଜଣକର ମୃତ୍ୟୁ ଘଟିଛି। ମୃତକ ହେଲେ ଜଳେଶ୍ୱର...

ପରିସ୍ରାଗାର ନିର୍ମାଣ ଦାବି କଲେ ଅଟୋ ଚାଳକ

ଅନୁଗୋଳ ସହର, ୧୧।୨ ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ରାଜାଛକ ଅଞ୍ଚଳ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପରିସ୍ରାଗାର ନିର୍ମାଣ ପାଇଁ ବସ୍‌ଷ୍ଟାଣ୍ଡ ଅଟୋଚାଳକଙ୍କ ପକ୍ଷରୁ ସୋମବାର...

Advertisement

BGU

Archives

Model This Week

Why Dharitri