Home Left

ଯୁବକଙ୍କୁୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ, ୧୨।୧: ବାଲେଶ୍ୱର ଜିଲା ବାଲିଆପାଳ ଥାନା ଖଗଡ଼ାପାଳ ଗ୍ରାମରେ କଙ୍ଗାରୁ କୋର୍ଟ ଅଭିଯୋଗ ହୋଇଛି। ଜଣେ ଯୁବକଙ୍କୁ ଚୋରି ଅଭିଯୋଗରେ ଗ୍ରାମବାସୀ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଛନ୍ତି। ଉକ୍ତ ଯୁବକ ଜଣକ ହେଲେ ରାଜ କୁମାର ମହାପାତ୍ର।ତେବେ…

ମାତ୍ର ୧୬ ବର୍ଷ ବୟସରେ ପ୍ରଥମ ଭାଷଣ ଦେଇଥିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୨ ।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ତାଙ୍କର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି । ଏବେ ସକ୍ରିୟ ରାଜନୀତିରେ ଥିବା ପ୍ରିୟଙ୍କା ମାତ୍ର ୧୬ ବର୍ଷ ବୟସରେ ଭାଷଣ ଦେଇଥିଲେ । ପ୍ରାୟ ରାଜନୀତିଠାରୁ ଦୂରେଇ…

ସାଇନା ନେହଓ୍ବାଲ ଥାଇଲାଣ୍ଡରେ କ୍ୱାରାଣ୍ଟାଇନ୍‌

ନୂଆଦିଲ୍ଲୀ,୧୨।୧: ବ୍ୟାଡ଼ମିଣ୍ଟନ ଖେଳାଳି ସାଇନା ନେହଓ୍ବାଲଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରିପୋର୍ଟ ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଥାଇଲାଣ୍ଡରେ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସେ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ୍‌ ଖେଳିବା ପାଇଁ ଥାଇଲାଣ୍ଡ ଯାଇଥିଲେ। ଏଠାରେ ଜାନୁୟାରୀ ୧୨ରୁ…

ଏହି ଘଟଣା ଦେଖି ଭୟଭୀତ ହୋଇଯାଇଥିଲେ ରାମ

ବହୁଚର୍ଚ୍ଚିତ ମେଗା ସିରିଏଲ୍‌ ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋବିଲ ଆଜି ୬୨ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ପିଲାଦିନ ଉତ୍ତରପ୍ରଦେଶର ମେରୁଟରେ ଅତିବାହିତ ହୋଇଥିଲା। ସେ ମେରୁଟ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ କରିଥିଲେ ଏବଂ ୧୭ ବର୍ଷ…

ଆଜି ଓଡ଼ିଶାରେ ପହଞ୍ଚିବ କରୋନା ଟିକା

ଭୁବନେଶ୍ୱର,୧୨।୧(ବ୍ୟୁରୋ): କରୋନାକୁ ମାତ ଦେବାକୁ ଆସୁଥିବା ଟିକା କୋଭିଶିଲ୍ଡର ବିତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କଠାରୁ ଅନୁମତି ମିଳିବା ପରେ ମଙ୍ଗଳବାର ଏହା ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପହଞ୍ଚିବ। ପୁଣେରୁ ଭୁବନେଶ୍ୱରକୁ ସ୍ବତନ୍ତ୍ର ସ୍ପାଇସ ଜେଟ୍‌ ବିମାନରେ ଏହି…

ଆମେରିକାରେ ୭୦ ହଜାରରୁ ଅଧିକ ଟୁଇଟର୍‌ ଆକାଉଣ୍ଟ ଉପରେ ସ୍ଥାୟୀ ପ୍ରତିବନ୍ଧକ

ଓ୍ବାଶିଂଟନ୍‌,୧୨।୧: କ୍ୟାପିଟୋଲ ହିଂସାକାଣ୍ଡ ପରେ ଆମେରିକାରେ ୭୦ ହଜାରରୁ ଅଧିକ ଟୁଇଟର୍‌ ଆକାଉଣ୍ଟ୍‌ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି। ଏସବୁ ଆକାଉଣ୍ଟ୍‌ରେ ଆପତ୍ତି ଜନକ କଣ୍ଟେଟ୍‌ ପୋଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଟୁଇଟର୍‌…

କୃଷକ ଆନ୍ଦୋଳନକୁ ନେଇ ଭାଜପା ନେତାଙ୍କ ବିବାଦୀୟ ବୟାନ

ବେଙ୍ଗାଲୁରୁ,୧୨ ।୧: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ପ୍ରାୟ ୪୮ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଏହାକୁ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି କରି ସୋମବାର କୋର୍ଟ କେନ୍ଦ୍ର ସରକାରଙ୍କୁ କୃଷି ଆଇନ…

ପର୍ତ୍ତୁଗାଲ ରାଷ୍ଟ୍ରପତି କରୋନା ପଜିଟିଭ୍‌

ଲିସବନ୍‌,୧୨।୧: ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍କେଲୋ ରେବେଲୋ ଡେ ସୌସାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ତାଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିବା ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ତାଙ୍କର କେତେକ ପରୀକ୍ଷା କରାଯାଇଥିଲା।…

ବିରାଟ-ଅନୁଷ୍କା ଝିଅର ନାମ କ’ଣ ରଖିଲେ ଜାଣନ୍ତୁ…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋମବାର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ଅନୁଷ୍କା ଏବଂ ଝିଅ ଉଭୟ ଭଲରେ ଥିବା ବିରାଟ କହିଛନ୍ତି।…

ପିଲାଙ୍କ ଡାଏପର ଦାଗ ଦୂର କରନ୍ତୁ

ଅଧିକ ସମୟ ଡାଏପର ପିନ୍ଧିବା ଫଳରେ ପିଲାଙ୍କ ତ୍ୱଚାରେ ଦାଗ ପଡ଼ି ଯାଇଥାଏ। ପିଲାଙ୍କର ଏହି ଦାଗକୁ ଦୂର କରିବା ପାଇଁ ଜାଣି ରଖନ୍ତୁ କିଛି ଘରୋଇ ଉପାୟ… ୧୫ ମିନିଟ୍‌: ସବୁ ସମୟରେ ଡାଏପର ପିନ୍ଧୁଥିବା ପିଲାଙ୍କୁ ମଝିରେ ମଝିରେ…

ଟମାଟୋ ପୁଦିନା ଚଟଣି

ଆବଶ୍ୟକ ସାମଗ୍ରୀ: ପିଆଜ- ୧ଟି (କଟା), ହେଙ୍ଗୁ- ଅଳ୍ପ, ଭୁର୍ସୁଙ୍ଗପତ୍ର- ଅଳ୍ପ, ଶୁଖିଲା ଲଙ୍କା- ୪ଟି, ରସୁଣ- ୬ ପାଖୁଡ଼ା, ଛୋଟ ଛୋଟ କଟା ଅଦା- ୧ ଚାମଚ, ଜିରା- ୧ ଚାମଚ, ପୁଦିନାପତ୍ର- ୧ କପ୍‌ (କଟା), ଧନିଆପତ୍ର- ଅଧା…

ବନ୍ଧୁତାର ଅନ୍ୟ ନାଁ ମକର

ସଙ୍ଗାତ, ମିତ, ସାଙ୍ଗ, ସହି ଏମିତି କିଏ କେତେ ପ୍ରକାରରେ ଡାକନ୍ତି ବନ୍ଧୁମାନଙ୍କୁ। ଆତ୍ମୀୟତା ଆଉ ଆପଣାପଣର ଏକ ଭିନ୍ନ ପରିଭାଷା ରହିଥାଏ ବନ୍ଧୁତାରେ। ଠିକ୍‌ ଏମିତି ଢଙ୍ଗରେ କିଛି ମହିଳା ପରସ୍ପରକୁ ଡାକନ୍ତି ମକର… ପରକୁ ଆପଣା କରିବାର ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?