ଓଲଟିଲା କୋଇଲା ବୋଝେଇ ଟ୍ରଲର୍
ହରଭଙ୍ଗା, ୭।୯(ଡି.ଏନ.ଏ.): ବୌଦ୍ଧ ଜିଲା ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ମାର୍ଦିଙ୍ଗ ନିକଟରେ ସୋମବାର ସକାଳୁ ଏକ କୋଇଲା ବୋଝେଇ ଟ୍ରଲର ଓଲଟି ପଡିଥିବା ଜଣାପଡିଛି। ଉକ୍ତ ଟ୍ରଲରଟି ପାରାଦୀପରୁ ଝାରସୁଗୁଡା ଅଭିମୁଖେ…
ଚଳିତ ସପ୍ତାହରେ ଆସିବ କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର,୭।୯(ବ୍ୟୁରୋ): ଅଗଷ୍ଟରେ ଲଘୁଚାପଜନିତ ବର୍ଷା ଯୋଗୁ ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ ଆସନ୍ତା ୧୦ ତାରିଖ ସୁଦ୍ଧା ୮ ଜଣିଆ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସିବେ । ଏ ନେଇ କେନ୍ଦ୍ର…
ପବଜୀ ବ୍ୟାନ୍ ହେବାରୁ, ଯୁବକ ନେଲେ ଏମିତି ପଦକ୍ଷେପ
କୋଲକାତା,୭।୯: ପଶ୍ଚିମବଙ୍ଗର ନଦିଆ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପବଜୀ ବ୍ୟାନ୍ ପରେ ଭାଙ୍ଗିପଡିଥିବା ଜଣେ ୨୧ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ମାମଲା ଚକଦାହ ପୋଲିସ ଷ୍ଟେଶନ ଅଞ୍ଚଳର ପୁରବା ଲାଲପୁରର ବୋଲି ଜଣାପଡିଛି।…
ପୁଅ ଅପେକ୍ଷାରେ ଥିଲେ ପରିବାର ଲୋକେ, ପୋଲିସ କଲା ଏମିତି କାମ
ନୂଆଦିଲ୍ଲୀ,୭।୯: ରାଜଧାନୀ ଦିଲ୍ଲୀ ନିକଟରେ ଥିବା ନୋଏଡାଠାରେ ପୋଲିସର ଚରମ ଅବହେଳା ଦେଖିବାକୁ ମିଳିଛି। ଜଣେ ୨୦ ବର୍ଷ ବୟସ୍କ ଯୁବକ ନିଖୋଜ ହୋଇଯାଇଥିଲେ, ପୋଲିସ ଏକ ସନ୍ଦିଗ୍ଧ ମୃତଦେହ ପାଇ ତଦନ୍ତ ନ କରି ଶବଦାହ କରିଦେଇଛି। ନୋଏଡା ପୋଲିସ…
୨୬ କମ୍ପାନୀର ଘରୋଇକରଣ ହେବ
ନୂଆଦିଲ୍ଲୀ,୭।୯ : ପ୍ରାୟ ୨୩ ରାଷ୍ଟ୍ରାୟତ୍ତ କମ୍ପାନୀର ଘରୋଇକରଣ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଜୁଲାଇ ୨୭ରେ ଘୋଷଣା କରିଥିଲେ। ଏ ନେଇ ସରକାର ବର୍ତ୍ତମାନ ପ୍ରସ୍ତୁତି କରୁଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତାବକୁ ବର୍ତ୍ତମାନ ମଞ୍ଜୁରୀ ମିଳିଥିବା ଜଣାପଡିଛି। କେଉଁ…
ହସ୍ପିଟାଲରୁ ଛାଡ଼ ପାଇଛନ୍ତି ଦୀପକ ପୁନିଆ
ନୂଆଦିଲ୍ଲୀ, ୭ା୯ (ପି.ଟି.)- ବିଶ୍ୱଚମ୍ପିୟନଶିପ୍ ରୌପ୍ୟ ବିଜୟୀ ରେସଲର ଦୀପକ ପୁନିଆ ହସ୍ପିଟାଲରୁ ଛାଡ଼ ପାଇଛନ୍ତି। ତାଙ୍କୁ ହୋମ୍ ଆଇସୋଲେଶନରେ ରହିବା ଲାଗି ପରାମର୍ଶ ଦିଆଯାଇଛି। ପୁନିଆ ନ୍ୟାଶନାଲ କ୍ୟାମ୍ପରେ ଯୋଗ ଦେବାଲାଗି ପହଞ୍ଚତ୍ବା ପରେ ତାଙ୍କର କୋଭିଡ୍-୧୯ ଟେଷ୍ଟ ହୋଇଥିଲା…
ଜିଡିପିକୁ ଲାଗିପାରେ ୨୦ ଲକ୍ଷ କୋଟିର ଝଟକା
ନୂଆଦିଲ୍ଲୀ,୭।୯ : ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ୪ ଦଶନ୍ଧିର ସର୍ବନିମ୍ନ ସ୍ତର -୨୩.୯% ଖସିଛି। ଲକ୍ଡାଉନ ଋଣନୀତି ଠିକ୍ ନ ହେବା ଯୋଗୁ ଏହାର ପରିଣାମ ଅର୍ଥ ବ୍ୟବସ୍ଥାକୁ ଭୋଗିବାକୁ ପଡିଥିବା…
୬୯ ହଜାର ପେଟ୍ରୋଲ ପମ୍ପରେ ମିଳିବ ଇ-ଯାନ ଚାର୍ଜିଂ ସୁବିଧା
ନୂଆଦିଲ୍ଲୀ,୭।୯ : ଦେଶର ପ୍ରାୟ ୬୯ ହଜାର ପେଟ୍ରୋଲ ପମ୍ପରେ ଇ-ଯାନ ଚାର୍ଜିଂ କରାଇବା ନେଇ ସୁବିଧା ଉପଲବ୍ଧ କରାଯିବ। ଏହି ଷ୍ଟେଶନଗୁଡିକରେ ଚାର୍ଜିଂ କିୟସ୍କ ଲଗାଇବା ନେଇ ସରକାର ବର୍ତ୍ତମାନ ବିଚାର ବିମର୍ଷ କରୁଛନ୍ତି। ଦେଶ ମଧ୍ୟରେ ବିଦ୍ୟୁତ ଚାଳିତ…
୩୦ ହଜାର କର୍ମଚାରୀଙ୍କୁ ଭିଆର୍ଏସ୍ ଦେବ ଏସ୍ବିଆଇ
ନୂଆଦିଲ୍ଲୀ,୭।୯ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ) ଏହାର ପ୍ରାୟ ୩୦,୧୯୦ କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର ଯୋଜନା (ଭିଆର୍ଏସ୍)ରେ ଅବସର ଦେବାକୁ ଯୋଜନା କରୁଛି। ଦେଶର ସବୁଠାରୁ ବଡ ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ବର୍ତ୍ତମାନ ୨.୪୯ ଲକ୍ଷ କର୍ମଚାରୀ କାମ କରୁଛନ୍ତି।…
ୟୁଏସ୍ ଓପନ୍: କ୍ୱାର୍ଟରରେ ବୋପାନ୍ନା-ଶାପୋଭାଲୋଭ
ନ୍ୟୁୟର୍କ, ୭।୯(ପି.ଟି.): ୟୁଏସ୍ ଓପନ୍ ଟେନିସ ଟୁର୍ନାମେଣ୍ଟରେ ଅଭିଜ୍ଞ ଭାରତୀୟ ଖେଳାଳି ରୋହନ ବୋପାନ୍ନା ଓ ତାଙ୍କ କାନାଡ଼ା ପାର୍ଟନର ଡେନିସ ଶାପୋଭାଲୋଭ ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଅଣସିଡ ଇଣ୍ଡୋ- କାନାଡିଆନ ଯୋଡି ଶନିବାର ଦ୍ୱିତୀୟ…
ବିଲେଇ ଡେଇଁ ପଡ଼ିବାରୁ ଟିଭି ପଡ଼ି ୨ ବର୍ଷର ଶିଶୁ ମୃତ
ଚେନ୍ନାଇ, ୬।୯: ତାମିଲନାଡ଼ୁର ରାଜଧାନୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ବିଲେଇ ଲାଗି ୨ ବର୍ଷର ନୀରିହ ଶିଶୁର ଜୀବନ ଚାଲିଯାଇଛି। ଦୁଇ ବର୍ଷର ଏହି ଶିଶୁଟି ଘରେ ଶୋଇଥିଲା। ଏହି ସମୟରେ ଗୋଟିଏ ବିଲେଇ ଏଭଳି ଏକ…
ଅଭିନେତ୍ରୀ ମଲାଇକା ଆରୋରା କରୋନା ଆକ୍ରାନ୍ତ
ମୁମ୍ବାଇ, ୬।୯: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ପରେ ରବିବାର ହିଁ ଅଭିନେତ୍ରୀ ମଲାଇକା ଆରୋରାଙ୍କର ମଧ୍ୟ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମଲାଇକା ସଂକ୍ରମିତ ହେବା ନେଇ ତାଙ୍କ ଭଉଣୀ ଅମୃତା ଆରୋରା ସୂଚନା ଦେଇଛନ୍ତି। ତାଙ୍କ ପାଖରେ…
Archives


