Posted inଜାତୀୟ

ବେଆଇନ ନିର୍ମାଣ ବିବାଦ: ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବରଙ୍କୁ ଭେଟିଲେ ସୋନୁ ସୁଦ

ମୁମ୍ବାଇ,୧୩।୧: ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ବେଆଇନ ହୋଟେଲ ନିର୍ମାଣ ମାମଲା ଏବେ ବମ୍ବେ ହାଇକୋର୍ଟରେ ବିଚାରଧୀନ ରହିଛି। ବ୍ରିହମୁମ୍ବାଇ ମୁନିସିପାଲ କର୍ପୋରେଶନ (ବିଏମ୍‌ସି) ପକ୍ଷରୁ ଦିଆଯାଇଥିବା ନୋଟିସରେ ସ୍ଥଗିତାଦେଶ ପାଇଁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ସୋନୁ। ଲକ୍‌ଡାଉନରେ ଲକ୍ଷ ଲକ୍ଷ ଶ୍ରମିକଙ୍କ ସହାୟତା ପାଇଁ ଆଗେଇ ଆସିଥିବା ଏହି ଅଭିନେତା ବୁଧବାର ଜାତୀୟ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବରଙ୍କୁ ବୁଧବାର ଭେଟିଛନ୍ତି।

ଗତବର୍ଷ ଅକ୍ଟୋବରରେ ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ନୋଟିସକୁ ପ୍ରଥମେ ବାତିଲ କରିବା ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୋନୁଙ୍କ ଏହି ଯାଚିକା ଖାରଜ ହେବା ପରେ ବିଏମ୍‌ସି ନୋଟିସକୁ ଚ୍ୟାଲେଞ୍ଜ କରିଥିଲେ କୋର୍ଟରେ। ଜାନୁୟାରୀ ୧୩ ତାରିଖ ପର୍ଯ୍ୟନ୍ତ ସାମୟୀକ ସ୍ଥଗିତାଦେଶ ଦେଇଥିଲେ ବମ୍ବେ ହାଇକୋର୍ଟ। ତେବେ ବିଏମ୍‌ସି ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ଆଫିଡେଭିଟ୍‌ରେ ବଲିଉଡ୍‌ର ଏହି ଅଭିନେତାଙ୍କୁ ଜଣେ ଅଭ୍ୟାସଗତ ଅପରାଧି କୁହାଯାଇଛି। ବିନା ବିଏମ୍‌ସି ଅନୁମତିରେ ସେ ନିଜ ବାସଭବନକୁ ହୋଟେଲରେ ପରିଣତ କରିଛନ୍ତି। ଏହି ବିବାଦ ୨୦୧୮ ଜାନୁୟାରୀଠାରୁ ଚାଲୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ବର୍ଷା କରିବା ନାଁରେ ୧୬ ଲକ୍ଷ ଟଙ୍କା ଠକି ନେଲେ ବାବା, ପରେ ଅବସ୍ଥା ହେଲା ଏମିତି

ପୁଣେ,୩୧।୩: ମହାରାଷ୍ଟ୍ରର ପୁଣେ ଜଣେ ଭଣ୍ଡ ବାବାଙ୍କୁ ଗିରଫ କରିଛି ପୋଲିସ। ସମ୍ପୃକ୍ତ ବାବା ଜଣଙ୍କ ଦୁଇ ହଜାର ଟଙ୍କା ବର୍ଷା କରିବା ନାଁରେ ଲୋକଙ୍କଠାରୁ...

ଲକ୍‌ ଡାଉନ୍‌: ୧୦୦ କିଲୋମିଟର ଚାଲିବା ପରେ ବି ଘରେ ପହଞ୍ଚି ପାରିଲେନି ବାଳିକା; ବାଟରେ ଘଟିଲା ମୃତ୍ୟୁ

ବିଜାପୁର,୨୧।୪: କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତରେ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଜାରି ରହିଛି।...

ପ୍ରାଣାୟାମ କରନ୍ତୁ ସଂକ୍ରମିତ’

ନୂଆଦିଲ୍ଲୀ,୨୫ା୪: କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଦିଲ୍ଲୀର ପ୍ରଥମ ବ୍ୟକ୍ତି ଅନ୍ୟ ଆକ୍ରାନ୍ତଙ୍କ ପାଇଁ ପ୍ରାଣାୟାମ କରିବାକୁ ପରାମର୍ଶ ଦେଇଛନ୍ତି। କରୋନାରୁ ସୁସ୍ଥ ହେବାରେ...

ପ୍ରଧାନମନ୍ତ୍ରୀ-ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ଶୁଭେନ୍ଦୁ, କହିଲେ ଟିଏମ୍‌ସି ସବୁଠାରୁ ଦୁର୍ନୀତିଗ୍ରସ୍ତ ପାର୍ଟି…

ନୂଆଦିଲ୍ଲୀ,୨୦।୧୨ : ପଶ୍ଚିମବଙ୍ଗରେ ବିରୋଧୀ ଦଳର ନେତା ତଥା ଭାଜପା ବିଧାୟକ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) କୁ ଦେଶର...

ଉହାନ ପାଲଟିଲା ବିହାରର ସିଓ୍ବାନ !

ପାଟନା,୯।୪: ଚାଇନାର ଉହାନ ସହରରେ ପ୍ରଥମେ ହାହାକାର ସୃଷ୍ଟି କରିଥିବା କରୋନା ଭାଇରସ ଏବେ ୨ଶହରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପି ସାରିଲାଣି। ଏବେ ବିହାରର ଜଣେ...

ରାଜୌରୀ ଆକ୍ରମଣ ଘଟଣାରେ ୫୦ ଅଟକ

ଜମ୍ମୁ,୧୧ା୧: ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଜାନୁୟାରୀ ୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ରାଜ୍ୟ ପୋଲିସ ୫୦ ଜଣଙ୍କୁ ଅଟକ ରଖି ଜେରା କରୁଛିି। ରାଜୌରୀର...

ଡାକବାଜି ଯନ୍ତ୍ର ବ୍ୟବହାର ମୌଳିକ ଅଧିକାର ନୁହେଁ: ହାଇକୋର୍ଟ

ପ୍ରୟାଗରାଜ,୭ା୫ (ଆଇଏଏନ୍‌ଏସ୍‌): ମସ୍‌ଜିଦରେ ଡାକବାଜି ଯନ୍ତ୍ର ଲଗାଇବା ଲାଗି ଏକ ଆବେଦନକୁ ଆଲ୍ଲାହାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଡାକବାଜି ଯନ୍ତ୍ର ବ୍ୟବହାର କରିବା ମୌଳିକ ଅଧିକାର...

ଡାଇବେଟିସ୍‌ରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ଖାଆନ୍ତୁ ଏହି ପତ୍ରର ଚଟଣି…

ଧନିଆ ପତ୍ର ଚଟଣି ଶରୀର ପାଇଁ ବହୁ ଉପକାରୀ। ନିୟମିତ ଏହାକୁ ଖାଇଲେ ଶରୀରରେ ଇନସୁଲିନ କ୍ଷରଣ ସ୍ବାଭାବିକ ହେବା ସହ ସୁଗାର ଲେବଲ୍‌ କମ...

Advertisement
Archives

Model This Week