ଏ ହେଉଛନ୍ତି ରିୟା ଚକ୍ରବର୍ତ୍ତୀଙ୍କ ଘରେ ଚଢ଼ାଉ କରିଥିବା ଆଇଆର୍ଏସ୍ ଅଫିସର: ଅଜୟ ଦେବଗନ୍ଙ୍କ ଫିଲ୍ମର ଅଭିନେତ୍ରୀଙ୍କୁ କରିଛନ୍ତି ବିବାହ
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ଘଟଣାରେ ଡ୍ରଗ୍ସ ମୋଡ଼ ଆସିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଆକ୍ସନ ମୋଡ୍ରେ ଆସିଥିଲା। ପ୍ରଥମେ ରିୟାଙ୍କ ଘରେ ଏନ୍ସିବି…
ଗଣମାଧ୍ୟମ ସାମ୍ନାକୁ ଆସିବାକୁ ଚାହୁଁ ନାହାନ୍ତି ଅକ୍ଷୟଙ୍କ ପୁଅ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ମନଖୋଲି ତାଙ୍କ ପୁଅକଥା କଥା ହୋଇଛନ୍ତି। ସେ କହିଛନ୍ତି ତାଙ୍କ ପୁଅ ଆରବ ଏବେ ଗଣମାଧ୍ୟମଠାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରହି ନିଜର ଏକ ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଆରବଙ୍କୁ ଏବେ…
ଗର୍ଭବତୀ ମହିଳାଙ୍କ ପେଟରୁ ଶିଶୁ ଚୋରି
ଅପରାଧ ଦୁନିଆରେ ଜଡିତ ଲୋକଙ୍କ ମନରେ ଭିନ୍ନ ପ୍ରକାରର ଚିନ୍ତାଧାରା ଚାଲିଥାଏ। ସେମାନଙ୍କ ଭିତରେ ଅନୁଭବ ବୋଲି କିଛି ନ ଥାଏ। ଏମିତି ଏକ ଭୟଙ୍କର ଅପରାଧ ବ୍ରାଜିଲରେ ଘଟିଛି। ଜଣେ ମହିଳା ନିଜ ସନ୍ତାନକୁ ହରାଇବା ପରେ ନିଜର ବନ୍ଧୁଙ୍କ…
କରୋନା ମହାମାରୀକୁ ନେଇ ସଚେତନ କରାଇବେ କେଜରିଓ୍ବାଲ
ନୂଆଦିଲ୍ଲୀ,୮।୯: କରୋନା ସଂକ୍ରମଣ ଏବେ ସାଧାରଣ ଜୀବନ ଜୀବିକା ଉପରେ ଖୁବ୍ ପ୍ରଭାବ ପକାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ଦିଲ୍ଲୀବାସୀଙ୍କୁ କରୋନା ମହାମାରୀଠାରୁ ଦୂରେଇ ରହିବାକୁ ସଚେତନା ସୃଷ୍ଟି କରିବେ ବୋଲି ଜଣାପଡିଛି। ବିଭିନ୍ନ ମାଧ୍ୟମରେ ଏବେ ୧କୋଟି…
ସ୍ମାର୍ଟଫୋନ୍ ନ ଥିବା ପିଲାଙ୍କୁ ପଢ଼ାଇବାକୁ ଆସୁଛନ୍ତି ‘ସ୍ପିକର ଟିଚର’
ମୁମ୍ବାଇ, ୮।୯: କରୋନା ସଂକ୍ରମଣ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ କେତେକ ସ୍କୁଲ ପକ୍ଷରୁ ଅନ୍ ଲାଇନ୍ ପାଠପଢ଼ା ଜାରି ରହିଛି। ତେବେ ଯେଉଁ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ନାହିଁ ସେମାନେ କିଭଳି ପାଠ ପଢ଼ିବେ। ଏହି ସମସ୍ୟାର…
ଶେଷରେ ଗିରଫ ହେଲେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା
ଶେଷରେ ପ୍ରତୀକ୍ଷାର ଅନ୍ତ ହୋଇଛି। ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଛନ୍ଦି ହୋଇପଡିଥିବା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମଙ୍ଗଳବାର ଏନସିବି ଗିରଫ କରିଛି। ଡ୍ରଗ୍ସ ସେବନ କରିବା ସହିତ ରିୟାଙ୍କ ନାଁରେ ଅନେକ ଗୁରୁତର ଅଭିଯୋଗ…
୧୦୦ ବର୍ଷ ପୁରୁଣା ପାଣି ଟାଙ୍କିର ମରାମତି କାର୍ଯ୍ୟ ଆରମ୍ଭ: ଖର୍ଚ୍ଚ ହେବ ୧ କୋଟି ୮୦ଲକ୍ଷ ଟଙ୍କା
ଶିମଲା,୮।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମଲାର ଐତିହାସିକ ରିଜ ମୈଦାନରେ ଅବସ୍ଥିତ ୧୦୦ ବର୍ଷ ପୁରୁଣା ଜଳ ସଂରକ୍ଷଣ ଟ୍ୟାଙ୍କର ମରାମତି କାମ ଆରମ୍ଭ ହୋଇଛି। ଟ୍ୟାଙ୍କରେ ଆସିଥିବା ଫାଟକୁ ପୂରଣ କରିବା ପାଇଁ ଟ୍ୟାଙ୍କକୁ ବ୍ୟାରିକେଡ କରିଛି। ସୁଇଜରଲ୍ୟାଣ୍ଡର ଏକ…
କଙ୍ଗନାଙ୍କ ନିଶା ସେବନର ଯାଞ୍ଚ କରିବ ପୋଲିସ!
ମୁମ୍ବାଇ,୮।୯: ତୁଟୁନି ବଲିଉଡ୍ ନାୟିକା କଙ୍ଗନା ରାନାଓ୍ବତଙ୍କ ବିବାଦ। ଏବେ ମହାରାଷ୍ଟ୍ର ସରକାରଙ୍କ ସହ ଚାଲିଥିବା ବିବାଦ ଖୁବ୍ ଚର୍ଚ୍ଚାରେ ରହିଛି। ବେଳକୁ ବେଳ ତାଙ୍କ ଅଡୁଆ ଯେମିତି ବଢିବାରେ ଲାଗିଛି। କଙ୍ଗନା ମୁମ୍ବାଇକୁ ନେଇ ଦେଇଥିବା ବୟାନକୁ ନେଇ ବିବାଦ…
ଅଷ୍ଟ୍ରେଲିଆର ବିବିଏଲ୍ରେ ଖେଳିବାକୁ ଇଚ୍ଛା ପ୍ରକାଶ କଲେ ଯୁବରାଜ ସିଂହ, ଡିସେମ୍ବରରୁ ସିଜନ୍-୧୦ ଆରମ୍ଭ
ନୂଆଦିଲ୍ଲୀ,୮।୯: ଗତବର୍ଷ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ ଭାରତୀୟ କ୍ରିକେଟର ଯୁବରାଜ ସିଂହ। ଏବେ ସେ ଅଷ୍ଟ୍ରେଲିଆର ଟି-୨୦ ବିଗ୍ ବ୍ୟାସ୍ ଲିଗ୍(ବିବିଏଲ୍)ରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ତାଙ୍କ ପାଇଁ କ୍ଲବ ଖୋଜିବାରେ ସାହାଯ୍ୟ ମଧ୍ୟ କରୁଛି।…
ମୁଁ ଗୋବରରେ ଜନ୍ମ ହୋଇଛି, ଏଣୁ କରୋନା ମୋ ଆଖପାଖକୁ ଆସିପାରିବ ନାହିଁ: ଏହି ମନ୍ତ୍ରୀଙ୍କ ଅଜବ ଯୁକ୍ତି
ଭୋପାଳ,୮।୯: ଗୋଟିଏ ପଟେ ଦେଶରେ ମହାମାରୀ କରୋନା ଜନିତ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ କିଛି ନେତା ଅଜବ ଯୁକ୍ତି କରୁଥିବା ନଜିରକୁ ଆସିଛି। ଏହି କ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱାଧିନ ସରକାରରେ…
ଲଦାଖରେ ପ୍ରଥମଥର ଲାଗି ନିୟୋଜିତ ହେଲେ ମହିଳା ଡାକ୍ତର
ନୂଆଦିଲ୍ଲୀ,୮।୯; ଲାଇନ ଅଫ୍ ଆକଚ୍ୟୁଆଲ କଣ୍ଟ୍ରୋଲ(ଏଲ୍ଏସି)ରେ ଚାଇନା ସହ ଲାଗି ରହିଥିବା ବିବାଦ ମଧ୍ୟରେ ଇଣ୍ଡୋ ତିବ୍ବତ ବର୍ଡର ପୋଲିସ(Indo-Tibet Border Police) ପ୍ରଥମଥର ଲାଗି ମହିଳା ଡାକ୍ତରଙ୍କୁ ଲଦାଖର ଫରଓ୍ବାର୍ଡ ପୋଷ୍ଟରେ ନିୟୋଜିତ କରିଛି। ଲେହରୁ ସେନା ପଠାଇବାଠାରୁ ଆରମ୍ଭ…
ଏହି ଲୋକପ୍ରିୟ ଅଭିନେତାଙ୍କୁ ସମଲିଙ୍ଗୀ ଭାବୁଥିଲେ ଶାଶୁ
ଖିଲାଡି ହିରୋ ଅକ୍ଷୟ କୁମାର ବଲିଉଡ୍ର ଆଗଧାଡିର ଅଭିନେତାଙ୍କ ମଧ୍ୟରେ ଜଣେ। ତାଙ୍କର ପ୍ରକୃତ ନାମ ରାଜିବ ଭାଟିୟା। ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିସାରିଥିବା ଅକ୍ଷୟଙ୍କ ଅଭିନୟ କ୍ୟାରିୟର ସେତେଟା ସହଜ ନ ଥିଲା। କଠିନ ପରିଶ୍ରମ ଓ ଇଚ୍ଛାଶକ୍ତି…
Archives


