Home Left

ବିଏମ୍‌ସିରୁ ଆଜି ୪୧୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୧।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୧୨ ଜଣ ଚିହ୍ନଟ ହୋଇଥିବାବେଳେ ୩୦୧ ଲୋକାଲ କଣ୍ଟାକ୍ଟ କେସ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୪୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କରୋନା

ଭୁବନେଶ୍ୱର,୧୧।୯(ବ୍ୟୁରୋ)-ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହୋମ ଆଇସୋଲେଶନରେ ଥିବା ପ୍ରକାଶ କରିଛନ୍ତି। ଯେଉଁ ମାନେ ତାଙ୍କ ସଂସ୍ପର୍ଶରେ…

ତିନି ସେନାମୁଖ୍ୟଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଲେ ରାଜନାଥ

ନୂଆଦିଲ୍ଲୀ,୧୧ ।୯: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନରାଲ ବିପିନ ରାୱତ ଓ ତିନି ସେନାମୁଖ୍ୟଙ୍କ ସହ ଚାଇନା ସୀମାର ସ୍ଥିତିକୁ ନେଇ ଚର୍ଚ୍ଚା କରିଛନ୍ତି । ଏହାସହ…

ସୀମାରେ ୫୦ ହଜାର ସେନା ମୁତୟନ କଲାଣି ଚାଇନା

ବେଜିଂ,୧୧ ।୯: ଗୋଟିଏ ପଟେ ଚାଇନା ଭାରତ ସହ ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥିବା ସୂଚନା ମଳିଛି । କିଛି ଗଣମାଧ୍ୟମ ସୂଚନାରୁ ଜଣାପଡିଛି ଚାଇନା ଏବେ…

ମେଣ୍ଢା ଛୁଆକୁ କ୍ଷୀର ପିଆଇଲା କୁକୁର: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ବେଶ ଭାବପ୍ରବଣ ହୋଇଥିବାବେଳେ କେତେକ ହସର ଖୋରାକ ଯୋଗାଇ ଥାଏ। ବର୍ତ୍ତମାନ ଏକ ମେଣ୍ଢା ଛୁଆକୁ କୁକୁର ଫିଡିଙ୍ଗ ବୋତଲରେ କ୍ଷୀର ପିଆଉଥିବା ଭିଡିଓ ଭାଇରାଲ…

ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରି ନ ଥିବା ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,୧୧ ।୯: ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ, ପଶ୍ଚିମବଙ୍ଗ, ଓଡ଼ିଶା ସମେତ କିଛି ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲଙ୍କଜ୍ଞର କରି ନ ଥିବାରୁ କୋର୍ଟ ଏହି ନୋଟିସ ଜାରି କରିଛନ୍ତି…

ବଲିଉଡ ଅଭିନେତା ଅଫତାବ ଶିବଦାସାନୀ କରୋନା ପଜିଟିଭ

ମୁମ୍ବାଇ,୧୧।୯-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତା ଅଫତାବ ଶିବଦାସାନୀ। ଏ ନେଇ ଅଫତାବ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ…

ସ୍ୱାମୀଙ୍କ ସହ ପ୍ରଥମ ସାକ୍ଷାତକୁ ମନେ ପକାଇଲେ ନିନା

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ନିନା ଗୁପ୍ତା ଏବେ ବେଶ୍ ଚର୍ଚ୍ଚାରେ । ସବୁବେଳେ ନିଜ ପର୍ସନାଲ ଲାଇଫକୁ ନେଇ ଖୋଲାଖୋଲି କଥା ହେଉଥିବା ଏହି ନାୟିକା ଏବେ ପୁଣିଥରେ ନିଜ ସ୍ୱାମୀଙ୍କ ପ୍ରଥମ ସାକ୍ଷାତ୍‌କାରକୁ ନେଇ କଥା ହୋଇଛନ୍ତି…

ଭାଜପାରେ ସାମିଲ ହେଲେ କଙ୍ଗନାଙ୍କ ମା’

ମୁମ୍ବାଇ,୧୧।୯-ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବାକ ଯୁଦ୍ଧ ଲାଗି ରହିଛି। ଏହାକୁ ନେଇ ବର୍ତ୍ତମାନ ସେଠାରେ ରାଜନୀତି ସରଗରମ। ଏହି କ୍ରମରେ କଙ୍ଗନାଙ୍କ ମା’ ଆଶା ରାଣାୱତ କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ସାମିଲ…

ମଧ୍ୟପ୍ରଦେଶ ଉପନିର୍ବାଚନ ପାଇଁ ୧୫ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୋପାଳ,୧୧ ।୯: ମଧ୍ୟପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନ ପାଇଁ କଂଗ୍ରେସ ୧୫ ଆସନ ଲାଗି ଶୁକ୍ର୍ରବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ନିର୍ବାଚନ କମିଶନ ପକ୍ଷରୁ ଏପର୍ଯ୍ୟନ୍ତ ଉପନିର୍ବାଚନର ତାରିଖ ଘୋଷଣା କରାଯାଇ ନ ଥିଲେ ମଧ୍ୟ କଂଗ୍ରେସ କିନ୍ତୁ…

ଦୋଳିରୁ ଡେଇଁ ଏମିତି ପ୍ୟାଣ୍ଟ ପିନ୍ଧିଲେ ବ୍ୟକ୍ତି, ଆଉ ତା ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ପ୍ରଭାସଙ୍କ ବିପକ୍ଷରେ ଅନୁଷ୍କା

ବମ୍ବେ: ସାଉଥ୍‌ର ମେଗା ବଜେଟ୍‌ ଫିଲ୍ମରେ ନଜର ଆସିବେ ଅଭିନେତ୍ରୀ ଅନୁଷ୍କା ଶର୍ମା। ନିର୍ଦ୍ଦେଶକ ଓମ୍‌ ରାଉତଙ୍କ ‘ଆଦିପୁରୁଷ’ରେ ସେ ନାୟିକା ସାଜିବେ। ତାଙ୍କ ଚରିତ୍ରର ନାମ ରହିବ ସୀତା। ପୂର୍ବରୁ ପ୍ରଭାସ ଫିଲ୍ମରେ ରାମଙ୍କ ଭୂମିକାରେ ଅଭିନୟ କରିବା ସ୍ପଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri