ଏହି ଗାଁର ଜନସଂଖ୍ୟା ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଏଠାରେ ରହୁଛନ୍ତି…
ସାଧାରଣତଃ ଗୋଟିଏ ଛୋଟ ଗାଁରେ ଅତି କମ୍ରେ ୫୦ରୁ ୧୦୦ ଲୋକ ବାସ କରିଥାନ୍ତି। ମାତ୍ର ବିଶ୍ୱରେ ଏମିତି ଏକ ଗାଁ ଅଛି, ଯାହାର ଜନସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଆପଣ ଭାବୁଥିବେ ଏକ ବଡ଼ ଗାଁ ହୋଇଥିବ ନିଶ୍ଚିତ। ଏହାର…
କରୋନା ଆକ୍ରାନ୍ତ ଏମ୍ପି ରମେଶ ମାଝିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର
ନବରଙ୍ଗପୁର,୧୨ା୯(ବି.ପ୍ର.): ନବରଙ୍ଗପୁର ଏମ୍ପି ରମେଶ ଚନ୍ଦ୍ର ମାଝିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ନବରଙ୍ଗପୁର କୋଭିଡ୍ ହସ୍ପିଟାଲରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଶନିବାର ଅପରାହ୍ନରେ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନବରଙ୍ଗପୁର…
ଜାଲରେ ଫସିଥିଲା ହଂସଛୁଆ, ଉଦ୍ଧାର ସମୟରେ ନରହଂସ କଲା ଏମିତି; ଦେଖନ୍ତୁ ଏହି ଭିଡିଓ
ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜାଲରେ ଫସିଥିବା ଏକ ହଂସ ଛୁଆକୁ ଜଣେ ବ୍ୟକ୍ତି ଉଦ୍ଧାର କରୁଥିବାବେଳେ ନରହଂସଟି ଏହି ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରୁଥିବା ନଜର ଆସିଛି। ବ୍ରିଟେନର ଏକ ବନ୍ୟଜନ୍ତୁ ସଂରକ୍ଷଣ…
ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ମାଡ ମାମଲା: ଜାମିନକୁ ନେଇ ବିରୋଧ ପ୍ରଦର୍ଶନ କଲା ଭାଜପା
ମୁମ୍ବାଇ,୧୨ ।୯: ମହାରାଷ୍ଟ୍ରରେ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ମାଡ ମାମଲାରେ ୬ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି । ଏବେ ଏହାକୁ ବିରୋଧ କରି ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଅତିରିକ୍ତ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ସାମ୍ନାରେ ବିରୋଧ ପ୍ରଦର୍ଶନ…
ଏଭଳି ବୁଦ୍ଧି ପ୍ରୟୋଗ କରି ପେଟ ପୂରାଉଛି ଛେଳି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ସ୍ବାମୀଙ୍କ ମୃତ୍ୟୁ ପରେ ମଲ୍ର ତୃତୀୟ ମହଲାରୁ ଡେଇଁଲେ ସ୍ତ୍ରୀ, ଆଉ ତା’ ପରେ…
ଭୋପାଳ,୧୨ା୯: ଇନ୍ଦୋରର ବିଜୟନଗର ଥାନା ଅନ୍ତର୍ଗତ ସି-୨୧ ମଲ୍ର ତୃତୀୟ ମହଲାରୁ ଜଣେ ମହିଳା ଡେଇଁ ଆତ୍ମହତ୍ୟା ପାଇଁ ଚେଷ୍ଟା କରି ଗୁରୁତର ହୋଇଛନ୍ତି। କାରଣ ତାଙ୍କ ସ୍ବାମୀଙ୍କର ଦୁଇଦିନ ପୂର୍ବରୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏଥିରେ ଭାଙ୍ଗିପଡ଼ି ସେ…
ଫେରିଲେ ଦିଶା
ମୁମ୍ବାଇ: ବେଶ୍ କିଛିଦିନ ହେବ କରୋନା ପାଇଁ ବଲିଉଡ୍ର ଶୁଟିଂ ବନ୍ଦ ରହିଥିଲା । ପ୍ରାୟ ସମସ୍ତ ସେଲିବ୍ରିଟି ଘରେ ପରିବାର ସହ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିଲେ । ଏବେ କିଛି ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ବେଳେ ଶୁଟିଂ…
କୌଣସି ବିଳାସପୂର୍ଣ୍ଣ ଘରଠାରୁ କମ୍ ନୁହେଁ ସଲମାନ୍ଙ୍କ ଭ୍ୟାନିଟି ଭ୍ୟାନ୍: ଏସବୁ ଫଟୋ ତାର ପ୍ରମାଣ
ବମ୍ବେ: ଭାରତୀୟ ସିନେମାର ଜଣେ ଦିଗ୍ଗଜ କଳାକାର ହେଲେ ସଲମାନ୍ ଖାନ। ଆଜି ବି ବଲିଉଡ୍ରେ ତାଙ୍କର ଦବ୍ଦବା ଜାରି ରହିଛି। ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଅପେକ୍ଷା କରି ରହିଥାନ୍ତି। ଏପରିକି କିଛି ଫିଲ୍ମର ପ୍ରଥମ ଶୋ’ ହାଉସ୍ଫୁଲ ହେବାର ନଜିର…
ଥଣ୍ଡା ପଡିଲେ ଚିରାଗ
ପାଟନା,୧୨ ।୯: ବିହାର ବିଧାନସଭା ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ପ୍ରସ୍ତୁତି । ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିହାର ଗସ୍ତ କରିଛନ୍ତି । ତାଙ୍କ ଗସ୍ତ ପରେ ଲୋକଜନଶକ୍ତି ପାର୍ଟି(ଏଲ୍ଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ…
କଙ୍ଗନା ଯଦି ନିଜକୁ ରାଣୀ ଲକ୍ଷ୍ମୀବାଈ ଭାବୁଛନ୍ତି ତେବେ ଏହି ହିସାବରେ ବିବେକ ଓବରୟ ମୋଦି ଜୀ: ପ୍ରକାଶ ରାଜ
ବମ୍ବେ: ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହିଥାନ୍ତି ଅଭିନେତା ପ୍ରକାଶ ରାଜ। ଅନେକ ପ୍ରସଙ୍ଗରେ ସେ ନିଜର ବ୍ୟକ୍ତିଗତ ମତ ମଧ୍ୟ ରଖିଥାନ୍ତି। ବର୍ତ୍ତମାନ ସମୟରେ ମହାରାଷ୍ଟ୍ର ସରକାର ଏବଂ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ବାକ୍ ବିତଣ୍ଡା ଜାରି ରହିଥିବା…
୧୨ ବର୍ଷର ନାବାଳିକା କଲେ ଆତ୍ମହତ୍ୟା, ସୁଇସାଇଡ୍ ନୋଟ୍ରେ ଲେଖିଲେ ଏମିତି କଥା
ନୂଆଦିଲ୍ଲୀ,୧୨ା୯: ଦିଲ୍ଲୀ ନିକଟସ୍ଥ ଫରିଦାବାଦରେ ଜଣେ ୧୨ ବର୍ଷର ନାବାଳିକା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ପ୍ରେମରେ ଧୋକ୍କା ଖାଇ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହାର ପ୍ରମାଣ ମିଳିଛି ଏକ ସୁଇସାଇଡ୍…
ଗଞ୍ଜାମର ୧୨.୩୫ ଲକ୍ଷ ଲୋକଙ୍କ ହେଲାଣି ଅକ୍ସିଜେନ ସ୍ତର ଯାଞ୍ଚ
ଛତ୍ରପୁର,୧୨।୯(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ୮ ତାରିଖରୁ ଅକ୍ସିଜେନ ସ୍ତର ଯାଞ୍ଚ କ୍ୟାମ୍ପେନ ଚାଲିଛି। ପ୍ରତି ଘରକୁ ଘର ଟିମ ଯାଇ ପରିବାରର ସମସ୍ତ ସଦସ୍ୟଙ୍କ ଅକ୍ସିଜେନ ସ୍ତର ଯାଞ୍ଚ କରୁଛି। ଏହାଦ୍ୱାରା କରୋନା ଲକ୍ଷଣ ଥିବା ବ୍ୟକ୍ତି ଚିହ୍ନଟ ହୋଇପାରିବେ ବୋଲି…
Archives


