ଚନ୍ଦକାରେ ହେବ ହସ୍ତୀ ଥଇଥାନ କେନ୍ଦ୍ର
ଭୁବନେଶ୍ୱର,୧୬।୯(ବ୍ୟୁରୋ): ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର କୁମାରଖୁଣ୍ଟିଠାରେ ହସ୍ତୀ ଥଇଥାନ କେନ୍ଦ୍ର ସ୍ଥାପନ ହେବ। ସାଢ଼େ ଦଶ ହେକ୍ଟର ପରିମିତ ସ୍ଥାନରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ କରାଯିବ। ଆବଶ୍ୟକସ୍ଥଳେ ଏହିଭଳି ୪ଟି ଅସ୍ଥାୟୀ ହାତୀ ଆଶ୍ରୟସ୍ଥଳ…
କଟକ ସହରରୁ ଆଉ ୨୪୦ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ, ୧୫।୯: କଟକ ଜିଲାରୁ ମଙ୍ଗଳବାର ଆଉ ୩୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୦ ଜଣ କଟକ ସହରର ବୋଲି ସିଏମ୍ସି ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୯୨ ଜଣ…
ରାଜ୍ୟରେ ସୁସ୍ଥ ହେଲେ ଆଉ ୩,୭୧୪ ଆକ୍ରାନ୍ତ
ଭୁବନେଶ୍ୱର, ୧୫।୯ (ବ୍ୟୁରୋ): ଓଡ଼ିଶାରେ ମଙ୍ଗଳବାର ୩,୭୧୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୪୪ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି…
କରୋନାରେ ଜୀବନ ହାରିଲେ ୨୫ ବର୍ଷୀୟ ଯୁବ ଡାକ୍ତର
ନୂଆଦିଲ୍ଲୀ, ୧୫।୯: କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇ ଗତ ଏକ ମାସ ଧରି ଲଢ଼େଇ କରି ଶେଷରେ ୨୫ ବର୍ଷୀୟ ଜଣେ ଯୁବ ଡାକ୍ତର ମୃତ୍ୟୁବରଣ କରିଛନ୍ତି। ହରିୟାଣର ଯୁବ ଡାକ୍ତର ବିକାଶ ସୋଲାଙ୍କି କରୋନାରେ ଆକ୍ରାନ୍ତ ହୋଇ ମଙ୍ଗଳବାର ଦିଲ୍ଲୀ…
ମାସ୍କ ବଦଳରେ ବେକରେ ସାପ ଗୁଡ଼ାଇ ବସ୍ରେ ଯାତ୍ରା କଲେ ବ୍ୟକ୍ତିି
ଲଣ୍ଡନ, ୧୫।୯: କରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଲୋକମାନେ ସାନିଟାଇଜରରେ ହାତକୁ ସଫା କରିବା ସହିତ ମାସ୍କ ଓ ପିପିଇ କିଟ୍ ପରିଧାନ କରୁଥିବାର ଦେଖିବାକୁ ମିଳୁଛି। ତେବେ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ସାପକୁ ନିଜର…
ମଦ ପିଇ ଆସିବା ଯୋଗୁ ସ୍ବାମୀଙ୍କୁ ଖୁଣ୍ଟରେ ବାନ୍ଧି ଏଭଳି ଅବସ୍ଥା କଲେ ସ୍ତ୍ରୀ: ଦେଖନ୍ତୁ ଭିଡିଓ
ମଦ ପିଇ ଘରକୁ ଆସିଥିବା ସ୍ବାମୀଙ୍କୁ ନିର୍ଧୁମ ଛେଚିଲେ ସ୍ତ୍ରୀ। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କ ଗୋଡ଼ ହାତ ବନ୍ଧା ହୋଇଥିବା ଦେଖିବାକୁ ମିଳୁଛି। ତାଙ୍କୁ ଜଣେ ମହିଳା ବାଡାଉଛନ୍ତି। ସେ…
ଅଧିନାୟକ ଭାବେ ଆଇପିଏଲ୍ରେ ସର୍ବାଧିକ ମ୍ୟାଚ୍ ଜିତିଛନ୍ତି ଧୋନୀ
ନୂଆଦିଲ୍ଲୀ, ୧୫।୯: ଆଇପିଏଲ୍ର ୧୩ତମ ସଂସ୍କରଣ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍କିଙ୍ଗ୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। ଆଇପିଏଲ୍ରେ ବର୍ତ୍ତମାନ ସୁଦ୍ଧା ଅନେକ ଅଧିନାୟକ ବିଭିନ୍ନ ଦଳର…
ଶାହାରୁଖଙ୍କ ନାୟିକା ସାଜିବେ ତାପସୀ !
ବମ୍ବେ: ଯାହା ଆଶା କରିଥିଲେ ଶେଷରେ ତାହା ହେବାକୁ ଯାଉଛି। କାହା କ୍ଷେତ୍ରରେ ଭାବୁଛନ୍ତି କି? ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁଙ୍କ କ୍ଷେତ୍ରରେ ଏପରି କିଛି ଘଟିଛି। ସୁପରଷ୍ଟାର ଶାହରୁଖ ଖାନ୍ ତାପସୀଙ୍କ ପ୍ରିୟ କଳାକାର। ଏଣୁ ଅଭିନେତ୍ରୀ ହିସାବରେ ତାଙ୍କ…
ଦେଶରେ କ୍ଲିନିକାଲ ଟ୍ରାଏଲ୍ ପର୍ଯ୍ୟାୟରେ ୩ କୋଭିଡ୍-୧୯ ପ୍ରତିଷେଧକ ଟୀକା
ନୂଆଦିଲ୍ଲୀ, ୧୫।୯: ଭାରତରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ପ୍ରାଣଘାତୀ ଭାଇରସ୍ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ଆମେରିକା ପଛକୁ ଭାରତ ୨ୟ ସ୍ଥାନରେ ରହିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ବୁଧବାର ବିଶ୍ୱକର୍ମା ପୂଜା: ରାଶି ଅନୁଯାୟୀ ଏପରି କରନ୍ତୁ ଉପାୟ, ବ୍ୟବସାୟରେ ହେବ ଉନ୍ନତି
ବିଶ୍ୱକର୍ମା ପୂଜା ଦିନ ବିଶ୍ୱକର୍ମା ଋଷିଙ୍କୁ ପୂଜା କରାଯାଇଥାଏ। ଏହାଦ୍ୱାରା ବ୍ୟାପାରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ବୋଲି ମାନ୍ୟତା ରହିଛି। ତେବେ ଚଳିତ ବର୍ଷ ସେପ୍ଟେମ୍ବର ୧୬ ତାରିଖ ଅର୍ଥାତ ବୁଧବାରରେ ପଡ଼ୁଛି ଏହି ପୂଜା। ଆସନ୍ତୁ ରାଷି ଅନୁଯାୟୀ ବିଶ୍ୱକର୍ମାଙ୍କୁ…
ରାଜସ୍ଥାନ ରୟାଲ୍ସକୁ ଫେରିଲେ ଓ୍ବର୍ନ
ଦୁବାଇ, ୧୫।୯: ଅଷ୍ଟ୍ରେଲିଆର ପୂର୍ବତନ ମହାନ ଲେଗ୍-ସ୍ପିନର ଶେନ୍ ଓ୍ବର୍ନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଟିମ୍ ରାଜସ୍ଥାନ ରୟାଲ୍ସକୁ ପୁଣିଥରେ ଫେରିଛନ୍ତି। ଓ୍ବର୍ନଙ୍କୁ ରାଜସ୍ଥାନ ଦଳର ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ସେ ମଧ୍ୟ ଦଳର ବ୍ରାଣ୍ଡ୍ ଆମ୍ବାସାଡ଼ର…
ଆଇପିଏଲ୍ରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାରେ କୋହଲି ଶୀର୍ଷରେ
ନୂଆଦିଲ୍ଲୀ, ୧୫।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବ। ଭାରତରେ କରୋନା ମହାମାରୀ ଜଟିଳ ପରିସ୍ଥିତିକୁ ଦେଖି ଚଳିତ ସଂସ୍କରଣ ୟୁଏଇରେ ଆୟୋଜନ କରିବାକୁ…
Archives


