କୃଷକଙ୍କୁ ପୁଞ୍ଜିପତିଙ୍କ ଗୁଲାମ କରିବାକୁ ଚାହୁଁଛନ୍ତି ମୋଦି: ରାହୁଲ
ନୂଆଦିଲ୍ଲୀ,୨୦ ।୯: କୃଷି ବିଲ୍କୁ ନେଇ କଂଗ୍ରେସ ସମେତ ସମସ୍ତ ବିରୋଧି ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଘେରିଛନ୍ତି । ରବିବାର ଏହି ବିଧେୟକକୁ ନେଇ ରାହୁଲ…
କାଗଜର ରଙ୍ଗରୁ ଜଣାପଡ଼ିବ କରୋନା ସଂକ୍ରମଣ: ଡିସିଜିଆଇ ମଞ୍ଜୁରୀ
ନୂଆଦିଲ୍ଲୀ, ୨୦।୯: କରୋନା ସଂକ୍ରମଣ ହୋଇଛି କି ନାହିଁ ଏବେ ସହଜରେ କେଇ ମିନିଟ ମଧ୍ୟରେ ଜଣାପଡ଼ିଯିବ। କାଗଜ ରଙ୍ଗରୁ କରୋନା ସଂକ୍ରମଣ ସମ୍ପର୍କରେ ଜଣାପଡୁଥିବା ଏକ ଜ୍ଞାନକୌଶଳକୁ ଭାରତୀୟ ଡ୍ରଗ୍ ନିୟନ୍ତ୍ରକ(ଡିସିଜିଆଇ)ଙ୍କପକ୍ଷରୁ ଶନିବାର ମଞ୍ଜୁରୀ ମିଳିଛି। ଅନୁମତି ମିଳିବା ପରେ…
ସୁପ୍ରିମକୋର୍ଟରେ ପହଞ୍ଚିଲା ବର୍ଷା-ଅନୁଭବ ବିବାଦ
କଟକ ଅଫିସ, ୨୦।୯: ଏମ୍ପି ତଥା ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀଙ୍କ ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଦିଲ୍ଲୀ ପଟିଆଲା କୋର୍ଟରେ ଅନୁଭବ ସ୍ତ୍ରୀ ବର୍ଷାଙ୍କୁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି…
ଚିଲିକା, ଅଂଶୁପା ପାଇଁ କେନ୍ଦ୍ର ଦେଇଛି ୪.୭ କୋଟି
ଭୁବନେଶ୍ୱର, ୨୦।୯(ବ୍ୟୁରୋ): ନ୍ୟାଶନାଲ୍ ପ୍ଲାନ୍ ଫର୍ କଞ୍ଜରଭେଶନ୍ ଅଫ୍ ଆକ୍ୱାଟିକ ଇକୋସିଷ୍ଟମ (ଏନପିସିଏ) ଅଧୀନରେ ଗତ ୨ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ୪.୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଦେଶର ସର୍ବବୃହତ୍ ଲବଣ ଜଳ ହ୍ରଦ ଚିଲିକା ଏବଂ ଓଡ଼ିଶାର ବୃହତ୍ତମ…
କୃଷି ବିଲ୍କୁ ବିଜେଡିର ବିରୋଧ
ଭୁବନେଶ୍ୱର,୨୦ା୯(ବ୍ୟୁରୋ): କୃଷି ବିଲ୍କୁ ବିଜେଡି ବିରୋଧ କରିଛି। ରବିବାର ରାଜ୍ୟ ସଭାରେ ଆଲୋଚନା ବେଳେ ଏହି ବିଲ୍କୁ ବିଜେଡି ଏମ୍ପି ଅମର ପଟ୍ଟନାୟକ ବିରୋଧ କରିଛନ୍ତି। ସେ କହିଛନ୍ତି, ଏହି ବିଲ୍ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁରକ୍ଷା ନେଇ କୌଣସି…
ସ୍ୱାସ୍ଥ୍ୟମନ୍ତ୍ରୀ ନେଲେ ପ୍ରଥମ କରୋନା ଟିକା
ଆବୁଧାବି,୨୦ ।୯: ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ର ସ୍ୱାସ୍ଥ୍ୟମନ୍ତ୍ରୀ ଅବଦୁଲରହମାନ ବିନ ମହମ୍ମଦ ଅଲ ଓୱେସ ଶନିବାର କରୋନା ଭାଇରସର ଟିକା ନେଇଛନ୍ତି । ତାଙ୍କୁ ଏହାର ପ୍ରଥମ ଡୋଜ୍ ଦିଆଯାଇଛି । ମିନିଷ୍ଟ୍ରି ଅଫ୍ ହେଲ୍ଥ ଆଣ୍ଡ ପ୍ରିଭେନ୍ଶନ ଅନୁମତି ଦେବା…
୩ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୦।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲାର…
ଚକୋଲେଟ୍ ମ୍ୟୁଜିୟମ
ଆପଣମାନେ ବିଭିନ୍ନ ମ୍ୟୁଜିୟମ ସମ୍ପର୍କରେ ଶୁଣିଥିବେ ଆଉ ଦେଖିଥିବେ ମଧ୍ୟ। ମାତ୍ର ଚକୋଲେଟ୍ ମ୍ୟୁଜିୟମ ସମ୍ପର୍କରେ କେବେ ଶୁଣିଛନ୍ତି? ତେବେ ଚକୋଲେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ଚକୋଲେଟ୍ର ମଧ୍ୟ ଏକ ମ୍ୟୁଜିୟମ ଖୋଲାଯାଇଛି। ଏହି ଭିନ୍ନ ଧରଣର ମ୍ୟୁଜିୟମ ଚଳିତମାସ…
ରିୟା ଚକ୍ରବର୍ତ୍ତୀଙ୍କ ଚରିତ୍ରରେ ନଜର ଆସିବେ ଏହି ଲୋକପ୍ରିୟ ଅଭିନେତ୍ରୀ, ଜାଣନ୍ତୁ ଏହା ଜାଣି କ’ଣ କହିଲେ ତାଙ୍କ ବାପା
ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନିର୍ମାଣ ହେବାକୁ ଥିବା ଚଳଚ୍ଚିତ୍ରରେ ଉତ୍ତରପ୍ରଦେଶର ଝାନ୍ସିରେ ରହୁଥିବା ଶ୍ରେୟା ଶୁକ୍ଲା ନାୟିକା ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ରରେ ଶ୍ରେୟାଙ୍କୁ ରିୟା ଚକ୍ରବର୍ତ୍ତୀଙ୍କ ଚରିତ୍ରରେ ଦେଖିବାକୁ ମିଳିବ । ତେବେ ଅଭିନେତା ସୁଶାନ୍ତ ସିଂ…
ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଭେଟିଲେ ମଧୁର ଭଣ୍ଡାରକର
ଲକ୍ଷ୍ନୌ,୨୦ ।୯: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଉତ୍ତର ପ୍ରଦେଶରେ ସବୁଠାରୁ ବଡ ଓ ସୁନ୍ଦର ଫିଲ୍ମ ସିଟି ନିର୍ମାଣ ହେବା ଘୋଷଣା କରିଛନ୍ତି । ଆଉ ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ରବିବାର…
ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଇସାରା ଦେଲେ ପହଞ୍ଚିଥାଏ ଖାଦ୍ୟ
ବିଶ୍ୱରେ କିଛି ଅଜବ ରେଷ୍ଟୁରାଣ୍ଟ ଅଛି, ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। କେଉଁଠି ଜେଲ୍ ପରି ତିଆରି ହୋଇଛି ରେଷ୍ଟୁରାଣ୍ଟ ତ ଆଉ କେଉଁଠି ଗଛ ଉପରେ ତ କେଉଁଠି ପାଣି ଭିତରେ। ମାତ୍ର ଆଉ ଏକ ଅଜବ ରେଷ୍ଟୁରାଣ୍ଟ…
ଅଲୋଡ଼ା ପାଇଲଟ୍: ଅପରେଶନ୍ ଲୋଟସ୍-୨ରୁ ଦୂରରେ !
ଜୟପୁର, ୨୦।୯: ରାଜସ୍ଥାନରେ କଂଗ୍ରେସ ସରକାର ପାଇଁ ପୁଣି ସମସ୍ୟା ସୃଷ୍ଟି କରିବା ଲାଗି ଭାଜପା ପୁଣି ଅଣ୍ଟା ଭିଡ଼ିବା ଆରମ୍ଭ କରିଛି। ଏଥିରେ ଭାଜପା ହାଇକମାଣ୍ଡ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଫ୍ରି ହ୍ୟାଣ୍ଡ୍ ଦେଇଛନ୍ତି। ଏବେ ବସୁନ୍ଧରାଙ୍କ ନେତୃତ୍ୱରେ ରାଜସ୍ଥାନରେ…
Archives


