ଡବ୍ଲୁଏଚ୍‌ଓ ଟିମ୍‌କୁ ଭେଟିବାକୁ ଚାହୁଁଛନ୍ତି ଜଣେ ଚାଇନା ଯୁବକ

ବେଜିଂ,୨୭।୧: କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ପୁଅ ଚାଇନାର ଉହାନ ସହରରେ ପହଞ୍ଚିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଦଳକୁ ଭେଟିବାକୁ ଚେଷ୍ଟା କରିଛନ୍ତି। ଏହି ବ୍ୟକ୍ତି ଜଣକ କହିଛନ୍ତି ଯେ, ଡବ୍ଲୁଏଚ୍‌ଓ ବିଶେଷଜ୍ଞ ଦଳ ପ୍ରଭାବିତ ପରିବାରକୁ ଭେଟିବା ଉଚିତ। କାରଣ ଚାଇନା ସରକାର କରୋନା ପ୍ରଭାବିତଙ୍କ ସ୍ବରକୁ ଦମନ କରିବାକୁ ପ୍ରୟାସ କରୁଛନ୍ତି। ମାସେ ଧରି ବୁଝାମଣା ପରେ ଚାଇନା ଡବ୍ଲୁଏଚ୍‌ଓ ଦଳକୁ ଉହାନ ସହର ପରିଦର୍ଶନ କରିବାକୁ ଅନୁମତି ଦେଇଛି। ଉହାନ ସହରରେ କରୋନା ଭୂତାଣୁ ସଂକ୍ରମଣ ହୋଇଥିଲା। ସୂଚନାଯୋଗ୍ୟ ଯେ, ଡବ୍ଲୁଏଚ୍‌ଓ ବିଶେଷଜ୍ଞମାନଙ୍କୁ ପ୍ରମାଣ ସଂଗ୍ରହ କରିବାକୁ କିମ୍ବା ପ୍ରଭାବିତ ପରିବାରକୁ ଦେଖା କରିବାକୁ ଅନୁମତି ଦିଆଯିବ କି ନାହିଁ ଏପର୍ଯ୍ୟନ୍ତ ଚାଇନା ସରକାର ସ୍ପଷ୍ଟ କରିଛନ୍ତି। ଡବ୍ଲୁଏଚ୍‌ଓ ଦଳକୁ ଭେଟିବାକୁ ଚାହୁଁଥିବା ଝାଙ୍ଗ ହାଇ କହିଛନ୍ତି ଯେ ମୁଁ ଆଶା କରୁଛି ଯେ ବିଶେଷଜ୍ଞମାନେ ମିଥ୍ୟା ପ୍ରଚାର କରିବାର ମାଧ୍ୟମ ହେବେ ନାହିଁ। ଫେବୃଆରୀ ୧, ୨୦୨୦ରେ ଝାଙ୍ଗଙ୍କ ପିତା କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁଲଭୂଷଣଙ୍କୁ ଫାଶୀ ଦେଇପାରିବନି ପାକିସ୍ତାନ

ନୂଆଦିଲ୍ଲୀ,୧୭।୭: ବହୁପ୍ରତୀକ୍ଷିତ କୁଳଭୂଷଣ ଯାଦବ ମାମଲାରେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ବୁଧବାର ଶୁଣାଣି କରିଛନ୍ତି। ଏହି ଶୁଣାଣି ଭାରତ ସପକ୍ଷରେ ଯାଇଛି। ଆଇସିଜେ...

ଅର୍ଥନୀତି ବଦଳାଇବ ସୌରଶକ୍ତି: ମୋରିସନ

ଓ୍ବାଶିଂଟନ,୨୫।୯: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ କହିଛନ୍ତି, ସେ ଓ ତାଙ୍କ ଭାରତ ପ୍ରତିପକ୍ଷ ତଥା ପ୍ରିୟ ବନ୍ଧୁ ନରେନ୍ଦ୍ର ମୋଦି କେତେକ ନୂଆ ଗୁରୁତ୍ୱପୂର୍ଣ୍ଣ...

ପାକିସ୍ତାନ ଜେଲରୁ ମୁକୁଳିଲେ ୧୯୮ ଭାରତୀୟ ଧୀବର…

ଇସଲାମାବାଦ/ନୂଆଦିଲ୍ଲୀ,୧୩।୫ : ପାକିସ୍ତାନ ସରକାର ଅଟାରୀ-ୱାଘା ସୀମା ଦେଇ ୧୯୮ ଜଣ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛନ୍ତି। ଭାରତୀୟ ସାମଦ୍ରିକ ସୀମା ବାହାରେ ମାଛ ଧରୁଥିବା...

ଦାରିଦ୍ର୍ୟ ଦୂର କରିବ ରୋବୋ

ଓ୍ବାଶିଂଟନ୍‌, ୨ା୧୦: ବିଶ୍ୱର ସବୁଠୁ ଧନୀ ଏଲନ ମସ୍କଙ୍କ ବୈଦ୍ୟୁତିକ୍‌ କାର ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ଏହାର ବାର୍ଷିକ ଏଆଇ ଦିବସ ପାଳନ ଅବସରରେ ଏକ...

ବେଲଜିୟମ ପରାଜୟ ପରେ ହିଂସାକାଣ୍ଡ…

ବ୍ରୁସେଲ୍ସ ,୨୮।୧୧ : କତାରରେ ଚାଲିଥିବା ଫିଫା ବିଶ୍ୱକପ ମ୍ୟାଚରେ ରବିବାର ବେଲଜିୟମ ଉପରେ ମୋରୋକୋର ବିଜୟ ପରେ ହିଂସା କାଣ୍ଡ ଆରମ୍ଭ ହୋଇଥିଲା। ଏହା...

ମାସ୍କ ପିନ୍ଧିବାକୁ ଯାତ୍ରୀ ମନା କରିବାରୁ ଅଧ ବାଟରୁ ଫେରିଲା ଫ୍ଲାଇଟ୍‌

ଓ୍ବାଶିଂଟନ,୨୧।୧: ଜଣେ ଯାତ୍ରୀ କୋଭିଡ୍‌ ମାସ୍କ ପିନ୍ଧିବାକୁ ମନା କରି ଦେବାରୁ ମିଆମିରୁ ଲଣ୍ଡନ ଯାଉଥିବା ଆମେରିକାନ ଏୟାରଲାଇନ ଜେଟଲାଇନର ଏକ ବିମାନ ଅଧ ବାଟରୁ...

ଆଇସ୍‌ ଏଜ୍‌ରେ ମାମୋଥ୍‌ ହାଡ଼ରେ ଘର ନିର୍ମାଣ କରୁଥିଲା ମାନବ…

ମସ୍କୋ, ୨୨।୩: ଆଇସ୍‌ ଏଜ୍‌ରେ ମାନବ କିଭଳି ଘରେ ବାସ କରୁଥିଲା ସେନେଇ ପ୍ରମାଣ ମିଳିଛି। ୟୁକ୍ରେନ୍‌ ଏବଂ ରୁଷିଆର କେତେକ ଅଞ୍ଚଳର ଖନନ ସମୟରେ...

ପାକିସ୍ତାନରେ ପ୍ରବଳ ବନ୍ୟା: ଗଲାଣି ୯୩୭ ଜୀବନ, ଜରୁରିକାଳୀନ ପରିସ୍ଥିତି ଘୋଷଣା

ଇସଲାମାବାଦ,୨୬ା୮: ପାକିସ୍ତାନରେ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଜାତୀୟ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଜାତୀୟ...

Advertisement
Archives

Model This Week