Posted inଫୁରସତ

୧୧ ମାସ ପରେ କୋମାରୁ ବାହାରିଲେ ଛାତ୍ର, ତାଙ୍କ ପାଖରେ ନାହିଁ କରୋନା ଖବର

୨୦୨୦ରେ କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିଲା। ଏହା କେବଳ ଲୋକଙ୍କ ଜୀବନ ନେଇନାହିଁ ଅନେକ କ୍ଷତି ମଧ୍ୟ ଘଟାଇଛି। କିଛି ଲୋକଙ୍କ ମାନସିକ ସ୍ଥିତି ବିଗିଡ଼ିଯାଇଛି। ଏହି ସମୟରେ ଇଂଲଣ୍ଡର ଜଣେ ଯୁବଛାତ୍ର ଦୁର୍ଘଟଣାରେ କୋମାକୁ ଚାଲିଯାଇଥିଲେ। ଦୀର୍ଘ ୧୧ ମାସ ପରେ ସେ କୋମାରୁ ବାହାରିଛନ୍ତି। ମାତ୍ର କରୋନା କେମିତି ବିଶ୍ୱକୁ କବଳିତ କରିଥିଲା, କ’ଣ କ’ଣ କ୍ଷତି ଘଟାଇଛି ସେ କିଛି ଜାଣିନାହାନ୍ତି। କାରଣ ସେ କୋମାରୁ ବାହାରିବା ପୂର୍ବରୁ କରୋନା ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି। ସବୁକିଛି ବଦଳି ଯାଇଛି। ଜୀବନଯାତ୍ରା ସ୍ବାଭାବିକ ହୋଇଛି। କରୋନା ଟିକା ମଧ୍ୟ ବାହାରି ଯାଇଛି। ତେଣୁ ସେ କରୋନାର ଖରାପ ସମୟ ଦେଖିନାହାନ୍ତି।

ଇଂଲଣ୍ଡରେ ରହୁଥିବା ୧୯ ବର୍ଷୀୟ ଛାତ୍ର ଜୋସେଫ ଫ୍ଲୋବିଲ୍‌ଙ୍କର ଗତବର୍ଷ ମାର୍ଚ୍ଚରେ ଏକ କାର୍‌ ଦୁର୍ଘଟଣା ହୋଇଥିଲା। ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ସେ କୋମାକୁ ଚାଲିଯାଇଥିଲେ। ଠିକ୍‌ ଏହି ସମୟରେ ବ୍ରିଟେନରେ କରୋନା ମହାମାରୀ ଆରମ୍ଭ ହେଉଥିଲା। ଜୋସେଫ ଏ ବିଷୟରେ କିଛି ବି ଜାଣିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛ କ’ଣ ଭାବୁଛି ତାହା ଜାଣିହେବ

ଅସମ୍ଭବକୁ ସମ୍ଭବ କରିଛି ମୁଲ୍ଲେରଙ୍କ ସ୍ମାର୍ଟକୁଣ୍ଡ । ଗଛର ମନକଥା ଜଣାଉଥିବା ଏହି କୁଣ୍ଡ ବର୍ଷର ଶେଷ ଆଡକୁ ବଜାରକୁ ଆସିବ। ଗଛ ଭାବନା ବ୍ୟକ୍ତ...

କୁଇଣ୍ଟାଲ ଓଜନର ଲେହେଙ୍ଗା ପିନ୍ଧି ବିବାହ କଲେ ଯୁବତୀ

ବିବାହକୁ ସ୍ବତନ୍ତ୍ର ତଥ ସ୍ମରଣୀୟ କରିବା ପାଇଁ ବର-କନ୍ୟା କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି। ସେହିପରି ପାକିସ୍ତାନର ଜଣେ ଯୁବତୀ ବିବାହକୁ ସ୍ବତନ୍ତ୍ର କରିବା...

ବିଶ୍ୱର ସବୁଠାରୁ ଭୟଙ୍କର ଲ୍ୟାବ

କରୋନା ବା କୋଭିଡ-୧୯ ଭାଇରସକୁ ନେଇ ଚାଇନର ଏକ ଲ୍ୟାବ କନ୍ସିରେସି ଥିଓରିକୁ ନେଇ ଚର୍ଚ୍ଚାରେ ରହିଛି । ଉହାନ ସ୍ଥିତ ଏହି ଲ୍ୟାବକୁ ନେଇ...

ଟଏଲେଟ୍‌ ପେପର କିଣନ୍ତିନି ଏହି ମହିଳା, ଏମିତି କରନ୍ତି ବ୍ୟବହାର

ସଞ୍ଚୟ କରିବା ଭଲ କଥା, ମାତ୍ର ଜଣେ ବ୍ୟକ୍ତି ସଞ୍ଚୟ ପ୍ରକ୍ରିୟାର ମାତ୍ରା ଯଦି ଅଧିକ ହୋଇଯାଏ ତେବେ ଏହି ବ୍ୟକ୍ତିଙ୍କୁ ସମାଜରେ ଲୋକେ କଞ୍ଜୁସ...

ପ୍ରଥମ ଦେଖାର ୪ଘଣ୍ଟା ମଧ୍ୟରେ ଦୁର୍ଗାମଣ୍ଡପରେ ବିବାହ କଲେ ପ୍ରେମୀଯୁଗଳ

ଝିଅ ପୁଅଙ୍କ ବିବାହ ପୂର୍ବରୁ ହିଁ ସ୍ବର୍ଗରେ ନିଷ୍ପତ୍ତି ହୋଇଥାଏ। ବିଶ୍ୱରେ କାହା ପାଇଁ କିଏ ନା କିଏ ନିଶ୍ଚୟ ଗଢ଼ା ହୋଇଛି। ଖାଲି ସମୟ...

ଲଟେରିରେ ୧ କୋଟି ଜିତି ସୁରକ୍ଷା ଲୋଡ଼ିଲେ ନାରାୟଣ

କୋଲକାତା,୩।୧: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ ଏଭଳି ଏକ ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ଦ୍ଧମାନ ଜିଲାରେ ରହୁଥିବା ଜଣେ ୭୦...

ସୋମବାର ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ସୌଭାଗ୍ୟ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ…

ନୂଆଦିଲ୍ଲୀ,୨୯।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ହେବାକୁ ଯାଉଛି। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ। ଭାରତରେ ଏହା ଦେଖାଯିବ...

ବିବାହରେ ବିୟର ପିଇବା ମନା: ଖର୍ଚ୍ଚ କମାଇବାକୁ ପଞ୍ଚାୟତ ଜାରି କଲା କଟକଣା…

ଶିମଲା,୧୦।୪ : ହିମାଚଳ ପ୍ରଦେଶର ଆଦିବାସୀ ବହୁଳ ଲାହୁଲ ଏବଂ ସ୍ପିଟି ଜିଲାର କେଲଙ୍ଗ ପଞ୍ଚାୟତରେ ବିଭିନ୍ନ ଉତ୍ସବରେ ହେଉଥିବା ଅତ୍ୟଧିକ ଖର୍ଚ୍ଚକୁ ରୋକିବା ପାଇଁ...

Advertisement
Archives

Model This Week