Posted inଜାତୀୟ

ଚାଷୀଙ୍କ ସହିତ ନୁହେଁ ଚାଇନା-ପାକିସ୍ତାନ ସହ ଯୁଦ୍ଧ କଲେ ମିଳିବ ଲାଭ: ଗୁଲାମ୍‌ ନବୀ

ନୂଆଦିଲ୍ଲୀ, ୩।୨: କୃଷି ଆଇନ ନେଇ କଂଗ୍ରେସ ରାଜ୍ୟ ସଭା ଏମ୍‌ପି ଗୁଲାମ୍‌ ନବୀ ଆଜାଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଚାଷୀଙ୍କ ସହିତ ଲଢ଼ିଲେ ସରକାରଙ୍କୁ କୌଣସି ଲାଭ ମିଳିବ ନାହିଁ। ଦେଶର ୧୩୦ କୋଟି ଲୋକଙ୍କ ଖାଦ୍ୟ ଯୋଗାଉଥିବା ଚାଷୀଙ୍କ ହିତ ପାଇଁ ସରକାର କାର୍ଯ୍ୟ କରିବା ଆବଶ୍ୟକ। ଚାଷୀଙ୍କ ବଦଳରେ ଚାଇନା ଏବଂ ପାକିସ୍ତାନ ସହିତ ଯୁଦ୍ଧ କଲେ ଲାଭ ମିଳିବ। ଦେଶ ତଥା ଚାଷୀଙ୍କ ହିତ ଲାଗି ସରକାର କୃଷି ଆଇନକୁ ଫେରାଇ ନେବା ଉଚିତ। ଏହି ସମସ୍ୟା ସମାଧାନ ନ ହେଲେ ଦେଶର ସଙ୍କଟ ବଢ଼ିବ ବୋଲି ସେ ରାଜ୍ୟ ସଭାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହରେ କନ୍ୟା ରଖିଲେ ସର୍ତ୍ତ: ଶହେ ବୃକ୍ଷଚାରା ରୋପଣ ପରେ ବରଯାତ୍ରୀ ନେଇ ଆସିବାକୁ କହିଲେ

ଗ୍ବାଲିୟର,୯।୭: ମଧ୍ୟପ୍ରଦେଶରେ ଜଣେ କନ୍ୟା ବିବାହ ପାଇଁ ଅଜବ ସର୍ତ୍ତ ରଖିଛନ୍ତି। ଶହେ ବୃକ୍ଷ ଚାରା ରୋପଣ ପରେ ବରଯାତ୍ରୀ ନେଇ ବିବାହ ଲାଗି ଆସିବାକୁ...

ପଞ୍ଜାବରେ ଟୁଇଷ୍ଟ: ଏଏପି ସହ ମେଣ୍ଟ କରିବେ ବଲବୀର!

ଚଣ୍ଡିଗଡ଼,୨୫ ।୧୨: ପଞ୍ଜାବର କୃଷକ ସଙ୍ଗଠନ ବଳବୀର ସିଂ ରାଜେୱାଲଙ୍କୁ ୟୁନାଇଟେଡ ଫ୍ରଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଦେଇଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା...

ପ୍ରତିଦିନ ଜମା ହେଉଥିବା ୨୦୦୦ ଟଙ୍କିଆ ନୋଟ ବିଷୟରେ ସୂଚନା ରଖିବାକୁ ବ୍ୟାଙ୍କଗୁଡିକୁ ଆରବିଆଇର ନିର୍ଦ୍ଦେଶ…

ମୁମ୍ବାଇ,୨୨।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ପ୍ରତିଦିନ ୨୦୦୦ ଟଙ୍କତଆ ନୋଟ ଜମା କରାଯାଉଥିବା ତଥ୍ୟ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା...

ଆଉଟ୍‌ ଅଫ୍‌ ଷ୍ଟକ୍‌ ଭାକ୍ସିନ: ଦ୍ୱିତୀୟ ଡୋଜ୍‌ ନେବାକୁ ଆସୁଥିବା ବ୍ୟକ୍ତି ନିରାଶ ହୋଇ ଫେରିଲେ ଘରକୁ

ମୁମ୍ବାଇ,୯।୪: ଦେଶରେ ବର୍ଦ୍ଧିତ କରୋନା ଭାଇରସ୍‌ ମାମଲା ମଧ୍ୟରେ ଏବେ ଭାକ୍ସିନକୁ ନେଇ ବିବାଦ ଲାଗି ରହିଛି। କେତେକ ରାଜ୍ୟରେ ଭାକ୍ସିନ କମ୍‌ କିମ୍ବା ଶେଷ...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ଘଟଣା: ମାମଲା ରୁଜୁ

ନୂଆଦିଲ୍ଲୀ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟିକୁ ନେଇ ପଞ୍ଜାବର ମୁଖ୍ୟ ସଚିବ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏକ ରିପୋର୍ଟ ଦାଖଲ କରିଛନ୍ତି। ଏହି ମାମଲାରେ...

ଲାଲୁଙ୍କ ନିକଟତମ ବନ୍ଧୁ ଭୋଲା ଯାଦବ ଗିରଫ

ପାଟନା,୨୭।୭: କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି(ସିବିଆଇ) ବୁଧବାର ଲାଲୁ ପ୍ରସାଦ ଯାଦବଙ୍କ ପୂର୍ବତନ ଓଏସ୍‌ଡି ତଥା ନିକଟତମ ବନ୍ଧୁ ଭୋଲା ଯାଦବଙ୍କୁ ଗିରଫ କରାଯାଇଛି। ରେଲଓ୍ବେ ନିଯୁକ୍ତି...

ଢୋଲ ବଜାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କର୍ନାଟକର କୋଡାକାଲରେ ଜଳସେଚନ, ପାନୀୟ ଜଳ ଏବଂ ଜାତୀୟ ରାଜପଥ ବିକାଶ ପ୍ରକଳ୍ପ ସହ ଜଡିତ ବିଭିନ୍ନ ବିକାଶମୂଳକ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ୱାରାଣ୍ଟାଇନ୍‌ରେ ପଠାଇବାକୁ ଦାବି: ଉଠୁଛି ଏଭଳି ପ୍ରଶ୍ନ…

ନୂଆଦିଲ୍ଲୀ,୧୪।୮: ଅଯୋଧ୍ୟାର ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ ମହନ୍ତ ନୃତ୍ୟଗୋପାଳ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଅଗଷ୍ଟ ୫ରେ ହୋଇଥିବା ରାମମନ୍ଦିର ଭୂମିପୂଜନ...

Advertisement
Archives

Model This Week