Home Left

ନିର୍ମାଣଧୀନ କୋଠାରେ ଲାଗିଲା ନିଆଁ

ମୁମ୍ବାଇ,୭।୨: ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠାରେ ଅଗ୍ନିକାଣ୍ଡ ଘଟିଛି। ବିଲଡିଂରେ ନିଆଁ ଲାଗିବା ମାତ୍ରେ ଘଟଣାସ୍ଥଳରେ ୫ଟି ଅଗ୍ନିଶମ ଗାଡି ପହଞ୍ଚି ନିଆଁ ଲିଭାଉଛନ୍ତି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ। ଅନୁମାନ କରାଯାଉଛି…

କେନ୍ଦ୍ର ଯୋଗୁ ସଚିନ, ଲତାଙ୍କୁ ଟ୍ରୋଲ କରାଯାଉଛି

ମୁମ୍ବାଇ, ୭ା୨- ଭାରତରତ୍ନ ପ୍ରାପ୍ତ ଲତା ମଙ୍ଗେଶକର ଓ ସଚିନ ତେନ୍ଦୁଲକରଙ୍କ ଭଳି ଦେଶର ମହାନ ବ୍ୟକ୍ତିବିଶେଷଙ୍କ ସମ୍ମାନକୁ ବାଜିରେ ଲଗାଇବା ଉଚିତ ନୁହେଁ। କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ଦେଶର ବଡ଼ ସେଲିବ୍ରିଟିମାନେ ନୂଆ କୃଷି ଆଇନକୁ ସମର୍ଥନ କରିଥିଲେ ବୋଲି…

‘ମାଓବାଦୀଙ୍କ ଗତିବିଧି ଦୁର୍ବଳ ହୋଇଛି’

କୋରାପୁଟ,୭ା୨: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର କୋରାପୁଟ ଗସ୍ତ କରି ନବନିର୍ମିତ ସଶସ୍ତ୍ର ପୋଲିସ ଆର୍‌ଆଇ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଅଞ୍ଚଳର ଆଇନଶୃଙ୍ଖଳା, ମାଓବାଦୀ ଦମନ ଏବଂ ଗଞ୍ଜେଇ ଚୋରାଚାଲାଣ ଉପରେ ସେ ସମୀକ୍ଷା କରିଥିଲେ। ଗଞ୍ଜେଇ ଚୋରାଚାଲାଣ ରୋକିବାରେ…

ଉତ୍ତରାଖଣ୍ଡ ହିମସ୍ଖଳନ: ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା

ଚମୋଲି,୭।୨: ଉତ୍ତରାଖଣ୍ଡର ଚମୋଲି ଜିଲାରେ ବଡ ହିମସ୍ଖଳନ ହୋଇଛି। ଏଥିରେ ୧୦ଜଣଙ୍କ ଜୀବନ ଯାଇଥିବାବେଳେ ୧୦୦ରୁ ଅଧିକ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା…

ଫ୍ରିଜର ପୋଡି ସଂଗୃହିତ ୧୦ ୟୁନିଟ୍‌ ରକ୍ତ ନଷ୍ଟ

ବରଗଡ଼ ଅଫିସ୍‌,୭।୨: ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ସଂରକ୍ଷଣ ବିଭାଗର ଫ୍ରିଜରରେ ରହିଥିବା ୧୦ ୟୁନିଟ୍‌ ସଂଗୃହିତ ରକ୍ତ ନଷ୍ଟ ହୋଇଛି। କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଫ୍ରିଜର ଖରାପ ହେବାରୁ ଏଭଳି ହୋଇଥିବା ବିଭାଗୀୟ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି।…

ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଆଲିଆ ଭ୍ରମଣ କରିବାକୁ ବହୁତ ଭଲ ପାଆନ୍ତି ଏବଂ ପ୍ରାୟତଃ ସେ ନିଜ ବ୍ୟସ୍ତବହୁଳ ସମୟରୁ ଛୁଟି ନେଇ ବୁଲିବାକୁ ବାହାରକୁ ଯାଆନ୍ତି। ରାଜସ୍ଥାନରେ ନୂଆ ବର୍ଷ ପାଳନ କରିବା…

ହାଇଓ୍ବା ଧକ୍କାରେ ମହିଳାଙ୍କ ଜୀବନ ଗଲା, ସ୍ବାମୀ ଗୁରୁତର

ଭଦ୍ରକ ଅଫିସ,୭।୨: ଭଦ୍ରକ-ଚାନ୍ଦବାଲି ରାଜପଥ ସରକାରନଗର ନିକଟରେ ରବିବାର ଏକ ହାଇଓ୍ବା ଧକ୍କା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକ ହେଲେ ବାସୁଦେବପୁରର ଅଭିଲିପ୍ସା…

ପୁଣି ଚର୍ଚ୍ଚାରେ ଅନୁଷ୍କା ଶର୍ମା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଝିଅ ହେବା ପରେ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଏଥର ଅନୁଷ୍କା କୌଣସି ଫଟୋ, ଭିଡିଓ କିମ୍ବା ଫିଲ୍ମ ପାଇଁ ନୁହେଁ ବରଂ ସ୍ବଚ୍ଛ ଭାରତ ଅଭିଯାନରେ ଭାଗ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ଅନୁଷ୍କା…

ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହାୟତା ଘୋଷଣା

ଡେରାଡୁନ, ୭ା୨- ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଘଟିଥିବା ହିମସ୍ଖଳନ ଯୋଗୁ ଧଉଳି ଗଙ୍ଗା ନଦୀରେ ଆସିଛି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଆଖପାଖ ଅଞ୍ଚଳରେ ବହୁ ଧନଜୀବନ କ୍ଷତି ହୋଇଛି। ଏ ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ସ୍ପଷ୍ଟ କରାଯାଇନାହିଁ। ବନ୍ୟା…

୯ ବର୍ଷ ପରେ ଖୋଲିବାକୁ ଯାଉଛି ଚେପକ ଷ୍ଟାଡିୟମର ୩ ଷ୍ଟାଣ୍ଡ୍ସ

ଚେନ୍ନାଇ, ୭ା୨- ଦୀର୍ଘ ୯ ବର୍ଷ ପରେ ଦର୍ଶକଙ୍କ ପାଇଁ ଖୋଲିବାକୁ ଯାଉଛି ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମର ୩ ଷ୍ଟାଣ୍ଡ୍ସ ଆଇ, ଜେ ଓ କେ। ଆସନ୍ତା ୧୩ ତାରିଖଠାରୁ ଏଠାରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ବେଳେ…

ବନ୍ଦୀ ଜୀବନ କାଟୁଛନ୍ତି ୨ କୁକୁଡ଼ା, ଜାଣନ୍ତୁ କାହିଁକି

ହାଇଦ୍ରାବାଦ,୭।୨: ଅପରାଧୀଙ୍କ ବଦଳରେ ଥାନା ହାଜତରେ ବନ୍ଦୀ ଜୀବନ କାଟୁଛନ୍ତି ୨ କୁକୁଡ଼ା। ଏହି ଘଟଣା ଉପରେ ବିଶ୍ୱାସ କରିବା ସହଜ ନୁହେଁ। ହେଲେ ଏହା ସତ। ସୂଚନା ଯୋଗ୍ୟ, ତେଲେଙ୍ଗାନାର କାମାମ ଜିଲା ମୁଦିଗୋଣ୍ଡା ଥାନାରେ ୨ଟି କୁକୁଡ଼ାକୁ ହାଜତରେ…

୧୮ ବର୍ଷ ପରେ କ୍ରିକେଟ ରେକର୍ଡ ବୁକ୍‌ରେ ସ୍ଥାନ ପାଇଲେ ବ୍ୟାଟ୍ସମ୍ୟାନ

ଚାଟୋଗ୍ରାମ, ୭ା୨- ପଦାର୍ପଣକାରୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କାଇଲ୍‌ ମାୟର୍ସ ଅପରାଜିତ ୨୧୦ ରନ୍‌ର ଇନିଂସ ଅବସରରେ ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି। ୩୧୦ ବଲର ସମ୍ମୁଖୀନ ହୋଇଥିବା ମାୟର୍ସଙ୍କ ଇନିଂସରେ ସାମିଲ ଥିଲା ୨୦ ଚୌକା ଓ ୭ ଛକା। ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?