ଶଶିକଳାଙ୍କର ୨୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ
ଚେନ୍ନାଇ,୭।୧୦-ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସହଯୋଗୀ ଭିକେ ଶଶିକଳାଙ୍କର ୨୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଆୟକର ବିଭାଗ। ସିରୁଥାଭୁର ଓ କୋଡାନାଡୁରୁ ଏହି ସମ୍ପତ୍ତି ଗୁଡିକ ରହିଛି। ବେନାମୀ ସମ୍ପତ୍ତି ଆକ୍ଟ ଅନୁଯାୟୀ ବୁଧବାର ଶଶିକଳାଙ୍କ ଏହି…
ଟସ୍ ଜିତିଲା କେକେଆର୍; ପ୍ରଥମେ ଫିଲ୍ଡିଂ କରିବ ସିଏସ୍କେ
ଆବୁଧାବି, ୭।୧୦: ଚଳିତ ଆଇପିଏଲ୍ର ୨୧ତମ ମ୍ୟାଚ୍ରେ ବୁଧବାର ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ ଶେଖ୍ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଟସ୍ ଜିତି କେକେଆର୍ ଅଧିନାୟକ ଦୀନେଶ…
ବିଶ୍ୱ ରେକର୍ଡ ସମକକ୍ଷ ହେଲା ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ, ଭାଙ୍ଗିବ ୧୭ ବର୍ଷ ତଳର କୀର୍ତ୍ତିମାନ
ବ୍ରିସବେନ୍, ୭।୧୦: ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମହିଳା ଦଳ ବିପକ୍ଷରେ ଏଠାରେ ଅନୁଷ୍ଠିତ ୩ୟ ଦିନିକିଆ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବୃହତ୍ ବିଜୟ ହାସଲ କରିଛି। ସ୍ଥାନୀୟ ଆଲାନ୍ ବର୍ଡର ଫିଲ୍ଡରେ ବୁଧବାର ଖେଳାଯାଇଥିବା ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ମହିଳା…
ମାଲିଙ୍ଗାଙ୍କ ନାମରେ ଥିବା ଏହି ବଡ଼ ରେକର୍ଡକୁ ଭାଙ୍ଗିବା ଲାଗି ଚାଓ୍ବଲାଙ୍କ ନିକଟରେ ସୁଯୋଗ
ଆବୁଧାବି, ୭।୧୦: ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ ଉଇକେଟ୍ ହାସଲ କରିବାର ରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସର ଲସିଥ୍ ମାଲିଙ୍ଗାଙ୍କ ନାମରେ ଲିପିବଦ୍ଧ ରହିଛି। ମାଲିଙ୍ଗା ଆଇପିଏଲ୍ରେ ୧୨୨ ମ୍ୟାଚ୍ ଖେଳି ୧୭୦ ଉଇକେଟ୍ ହାସଲ କରିଛନ୍ତି। ତେବେ ଚଳିତ ସିଜନରେ ମାଲିଙ୍ଗା…
କରୋନାରୁ ସୁସ୍ଥ ହେବା ପରେ ଏମିତି କହିଲେ ଅର୍ଜୁନ କପୁର
ମୁମ୍ବାଇ,୭।୧୦-ମହାମାରୀ କରୋନାରୁ ସୁସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର। ଦୀର୍ଘ ଏକ ମାସ ଧରି କରୋନା ସହ ଲଢେଇ କରିବା ପରେ ସେ ସୁସ୍ଥ ହୋଇଛନ୍ତି। ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏ ନେଇ ଅର୍ଜୁନ ସୋସିଆଲ ମିଡିଆରେ ଜଣାଇଛନ୍ତି।…
ଚେନ୍ନାଇ ବିପକ୍ଷ ମ୍ୟାଚ୍ ପୂର୍ବରୁ କେକେଆର୍ ଟିମ୍କୁ ଝଟ୍କା
ଦୁବାଇ, ୭।୧୦: ଆଇପିଏଲ୍ ତ୍ରୟୋଦଶ ସଂସ୍କରଣର ୨୦ତମ ମ୍ୟାଚ୍ ଖେଳାଯାଇ ସାରିଛି। ଟୁର୍ନାମେଣ୍ଟ ଯେତେ ଆଗେଇ ଚାଲିଛି ଖେଳାଳିଙ୍କ ଆଘାତଜନିତ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସନ୍ରାଇଜର୍ସ ହାଇଦ୍ରାବାଦ୍ର ଭୁବନେଶ୍ୱର କୁମାର ଓ ଦିଲ୍ଲୀ କ୍ୟାପିଟାଲ୍ସର ଅମିତ୍ ମିଶ୍ରାଙ୍କ ପରେ ଆଉ…
ଶେଷରେ ମୁହଁ ଖୋଲିଲେ ସୈଫ୍: ଝିଅ ସାରାଙ୍କ ବିଷୟରେ କହିଲେ ଏମିତି
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତରୁ ବଲିଉଡ୍ରେ ଡ୍ରଗ୍ସ କାରବାର ନେଇ ଖବର ସାମ୍ନାକୁ ଆସିଲା। ଏହା ପରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ବଲିଉଡ୍ର ଅନେକ କଳାକାରଙ୍କ ନାଁ ମଧ୍ୟ ଜଣାପଡ଼ିଲା। ସେମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ,ସାରା ଅଲ୍ଲୀ…
ରସାୟନ ବିଜ୍ଞାନରେ ୨ ମହିଳାଙ୍କୁ ନୋବେଲ ପୁରସ୍କାର
ଷ୍ଟକହୋମ,୭।୧୦-ରସାୟନ ବିଜ୍ଞାନରେ ୨୦୨୦ ବର୍ଷ ପାଇଁ ୨ ଜଣ ମହିଳାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ସେମାନେ ହେଲେ ଫ୍ରାନ୍ସର ବୈଜ୍ଞାନିକ ଇମାନୁଏଲ କାରପେଣ୍ଟିୟର ଏବଂ ଆମେରିକାର ବୈଜ୍ଞାନିକ ଜେନିଫର ଏ ଡୌଡନା। ଏ ନେଇ ନୋବେଲ ପୁରସ୍କାର ବିତରଣ କମିଟି…
ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,୭।୧୦(ବ୍ୟୁରୋ)- ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଟାଙ୍କି ବିସ୍ଫୋରଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତୁରନ୍ତ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ସେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ସଚିବ…
ଚମତ୍କାର: କାଠରୁ ତିଆରି ହେଲା କାଚ, ଯାହା କେବେ ଭାଙ୍ଗିବନି
କାଚ ହେଉ ଅବା ହୃଦୟ, ଏହା ଦିନେ ଭାଙ୍ଗିଯାଏ। ହେଲେ ଏବେ ଏହି କଥାଟି ଭୁଲ ପ୍ରମାଣିତ ହେବାକୁ ଯାଉଛି। ହୃଦୟ ଉପରେ ବୈଜ୍ଞାନିକମାନେ କିଛି କରିପାରିବେ ନାହିଁ, ହେଲେ ଏବେ ସେମାନେ ଏମିତି ଏକ କାଚ ତିଆରି କରିଛନ୍ତି, ଯାହା…
୮ ନୀଳ ଆଖି ଥିବା ସ୍ପାଇଡର, ଦେଖିଲେ ଭୟରେ ଥରି ଉଠିବେ
କାନ୍ବେରା,୭ା୧୦: ଅଷ୍ଟ୍ରେଲିଆର ଜଣେ ମହିଳା ତାଙ୍କ ଘର ଅଗଣାରେ ଭିନ୍ନ ଏକ ପ୍ରଜାତିର ସ୍ପାଇଡର ଦେଖି ଭୟରେ ଥରି ଉଠିଥିଲେ। ପରେ ସେ ଏହାର ଫଟୋ ଉଠାଇ ସ୍ପାଇଡର ବିଶେଷଜ୍ଞଙ୍କ ନିକଟକୁ ପଠାଇଥିଲେ। ନ୍ୟୁ ସାଉଥ୍ ଓ୍ବେଲ୍ସର ଜଣେ ପ୍ରକୃତିପ୍ରେମୀ ଅମାଣ୍ଡା…
ସୋସିଆଲ ମିଡିଆରେ କେବଳ ପାଦର ଫଟୋ ଶେୟାର କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି ଏହି ମଡେଲ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
କରୋନା ମହାମାରୀ ସମୟରେ ଇଣ୍ଟରନେଟ୍ର ବ୍ୟବହାର ବେଶ୍ ବୃଦ୍ଧି ପାଇଛି। ଆଜିକାଲି ଅଧିକାଂଶ ଲୋକ ସୋସିଆଲ ମିଡିଆରେ ଖାଦ୍ୟ ବ୍ଲଗର୍, ଶିକ୍ଷକ, ଜିମ୍ ବିଶେଷଜ୍ଞ ଆଦି ହୋଇ ଟଙ୍କା ରୋଜଗାର କରୁଛନ୍ତି। ଜର୍ଜିଆ ନାମକ ଜଣେ ଯୁବତୀ ଟଙ୍କା ରୋଜଗାର କରିବା…
Archives


