ଐଶ୍ୱର୍ଯ୍ୟାଙ୍କୁ ବିବାହ ପୂର୍ବରୁ ଏହି ସୁନ୍ଦରୀଙ୍କ ପ୍ରେମରେ ପାଗଳ ଥିଲେ ଅଭିଷେକ
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ଅଭିନେତା ପୁଅ ଅଭିଷେକ ବଚ୍ଚନ। ମାତ୍ର ଅଭିଷେକ ବାପାଙ୍କ ପରି ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେତେଟା ସଫଳତା ପାଇ ପାରିଲେ ନାହିଁ। ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ କୁ ଅଭିନୟ ଜଗତରେ କ୍ୟାରିୟ ଆରମ୍ଭ କରିଥିବା ଅଭିଷେକ…
ନିର୍ବାଚନ ପୂର୍ବରୁ ଭାଜପାକୁ ଝଟ୍କା: ଏଲଜେପିରେ ଯୋଗଦେଲେ ଉଷା ବିଦ୍ୟାର୍ଥୀ
ନୂଆଦିଲ୍ଲୀ, ୭।୧୦: ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଗୋଟିଏ ପରେ ଗୋଟିଏ ଝଟ୍କା ମିିଳିବାରେ ଲାଗିଛି। ଗତ ଦୁଇ ଦିନ ମଧ୍ୟରେ ଦଳର ୨ ବରିଷ୍ଠ ନେତା ଏଲ୍ଜେପିରେ ଯୋଗ ଦେଇଛନ୍ତି। ମଙ୍ଗଳବାର ଷ୍ଟାଲଓ୍ବାର୍ଟ ରାଜେନ୍ଦ୍ର ସିଂ ଏଲ୍ଜେପିରେ ଯୋଗଦେଇଥିଲେ।…
କୁମ୍ଭମେଳାରେ ପ୍ରତିଦିନ ୫୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇବେ
ଡେରାଡୁନ୍, ୭।୧୦: ଆଗକୁ କୁମ୍ଭମେଳା ଆସୁଛି। ୨୦୨୧ ଜାନୁୟାରୀ ୧୪ରେ କୁମ୍ଭମେଳାର ଆରମ୍ଭ ହେବ। ଏହି ସମୟରେ ପ୍ରତିଦିନ ୩୫ରୁ ୫୦ ଲକ୍ଷ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ହରିଦ୍ୱାରର ଗଙ୍ଗାରେ ବୁଡ଼ ପକାଇବେ। ଏହାକୁ ଦୃଷ୍ଟିରେ ରଖି ଗଙ୍ଗା ସଫେଇ କାର୍ଯ୍ୟ ଜାରି…
ଦିବଂଗତ ସ୍ବାମୀଙ୍କ ପ୍ରତିମୂର୍ତ୍ତୀ ନିକଟରେ ସାଦ ଖାଇଲେ ମେଘନା
କନ୍ନଡ ଚଳଚ୍ଚିତ୍ର ଅଭିନେତା ଚିରଞ୍ଜୀବୀ ସରଜାଙ୍କର ଚଳିତ ବର୍ଷ ଜୁନ ୭ରେ ମୃତ୍ୟୁ ଘଟିଥିଲା। ସେତେବେଳେ ତାଙ୍କ ସ୍ତ୍ରୀ ମେଘନା ରାଜ ତିନି ମାସର ଗର୍ଭବତୀ ଥିଲେ। ମେଘନାଙ୍କ ପାଇଁ ଏହି ସମୟ ବେଶ୍ କଷ୍ଟକର ହୋଇପଡିଛି ସତ କିନ୍ତୁ ସାହସର…
ଡ୍ୟାମପଡ଼ାକୁ ନାହିଁ ବିଦ୍ୟୁତ୍ ସଂଯୋଗ: ଅନ୍ଧାରରେ ବିତୁଛି ଜୀବନ
ବରଗଡ଼ ଅଫିସ୍,୭ା୧୦:ବିକାଶର ସ୍ଲୋଗାନ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। କିନ୍ତୁ ଏଭଳି ଅନେକ ଗ୍ରାମ ଆଜି ବି ବିକାଶଠାରୁ ବହୁ ଦୂରରେ ରହିଛି। ଏଭଳି ଏକ ଗ୍ରାମ ହେଲା ବରଗଡ଼ ଜିଲା ପାଇକମାଳ…
ପାଲାନିସାମି ଏଆଇଏଡିଏମ୍କେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ଚେନ୍ନାଇ, ୭।୧୦: ଆସନ୍ତା ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏଆଇଏଡିଏମ୍କେ ପକ୍ଷରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଇଡାପାଡ୍ଡି କେ. ପାଲାନିସାମିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏନେଇ ବୁଧବାର ଉପମୁଖ୍ୟ ମନ୍ତ୍ରୀ ଓ.ପନିରସେଲଭାମ୍ ସୂଚନା ଦେଇଛନ୍ତି। ଏହାଦ୍ୱାରା ଗତ ଏକ ସପ୍ତାହ…
ବିନା ଫ୍ରିଜ୍ରେ ଧନିଆ ପତ୍ରକୁ ରଖିପାରିବେ ୧୫ ଦିନ ସତେଜ: ଜାଣନ୍ତୁ କିପରି…
ଧନିଆ ପତ୍ର ଯେକୌଣସି ଖାଦ୍ୟରେ ସ୍ବାଦ ବଢ଼ାଇଥାଏ। ବିଶେଷକରି ତରକାରିରେ ଧନିଆ ପତ୍ର ପଡ଼ିଲେ ତାହାର ସ୍ବାଦ ଦ୍ୱିଗୁଣିତ ହୋଇଯାଏ। କିନ୍ତୁ ଏହାକୁ ମାତ୍ର ୨, ୩ ଦିନ ପର୍ଯ୍ୟନ୍ତ ସତେଜ ରଖିହୁଏ, ତାହା ପୁଣି ଫ୍ରିଜ୍ ସାହାଯ୍ୟରେ। ଏହା ପରେ…
ଖୋଲା ଗଲା ୨,୫୦୦ ବର୍ଷ ପୁରୁଣା ମମି
କାଏରୋ, ୭।୧୦: ମିଶରରେ ଏକ ୨,୫୦୦ ବର୍ଷ ପୁରୁଣା ମମିକୁ ଖୋଲା ଯାଇଛି। ସ୍ଥାନୀୟ ପର୍ଯ୍ୟଟନ ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପୁରାତନ ମମିକୁ ଖୋଲା ଯାଇଛି। ଲୋକଙ୍କ ଉପସ୍ଥିତିରେ ଏହାକୁ ଖୋଲା ଯାଇଛି। ଏବେ ଏହାର ୨୧ ସେକେଣ୍ଡର ଏକ…
ରିୟାଙ୍କୁ ମିଳିଲା ଜାମିନ୍
ଡ୍ରଗ୍ସ କନେକ୍ସନ ମାମଲାରେ ଛନ୍ଦି ହୋଇପଡିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଶେଷରେ ବମ୍ବେ ହାଇକୋର୍ଟରୁ ସର୍ତ୍ତ ଅନୁଯାୟୀ ଜାମିନ ମିଳିଛି। ରିୟାଙ୍କ ଭାଇ ଶୋଭିକ ଏବଂ ଡ୍ରଗ୍ସ ବିକ୍ରେତା ବସିତ ପାରିହରଙ୍କୁ ଜାମିନ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସୁଶାନ୍ତଙ୍କ ଷ୍ଟାଫ ମ୍ୟାନେଜର…
କରୋନା ସମୟରେ ସନ୍ତାନ ପ୍ରସବ କଲେ ମିଳିବ ଟଙ୍କା
କରୋନା ଜୀବାଣୁ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଛି। ଏହି ପରିସ୍ଥିତିରେ, ଏମିତି ଏକ ଦେଶ ଅଛି, ଯେଉଁଠି ନାଗରିକମାନଙ୍କୁ ସନ୍ତାନ ପ୍ରସବ ପାଇଁ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ନେଇଛି। ମହାମାରୀ ସମୟରେ ଲୋକେ ମାତାପିତା ନିଷ୍ପତ୍ତିକୁ ସ୍ଥଗିତ ରଖିଥିବାରୁ ସରକାର…
୧୨ ଲକ୍ଷ ଟଙ୍କା ଜରିମାନା ଦେବେ ଏହି ଦଳର ଅଧିନାୟକ
ଦୁବାଇ,୭।୧୦: ଆଇପିଏଲ ମୁମ୍ବାଇ ଇଣ୍ଡିଆନ୍ସକୁ ପୁଣି ଏକ ବିଜୟ ହାସଲ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ଟିମ ଜବରଦସ୍ତ ପ୍ରଦର୍ଶନ ବଜାୟ ରଖି ରାଜସ୍ଥାନ ରୟାଲ୍ସକୁ ୫୭ ରନରେ ପରାସ୍ତ କରିଛି। ଏହି ବିଜୟ ସହ ତାଲିକାର ଶୀର୍ଷ ସ୍ଥାନକୁ ପୁଣି ଫେରିଛି…
ହାଥରସ୍ ପୀଡ଼ିତାଙ୍କୁ ହତ୍ୟା କରିଛନ୍ତି ତାଙ୍କ ଭାଇ !
ଲକ୍ଷ୍ନୌ, ୭।୧୦: ଉତ୍ତରପ୍ରଦେଶର ହାଥରସ୍ ମାମଲାରେ ପ୍ରତି ଦିନ ନୂଆନୂଆ ଖବର ଆସିବାରେ ଲାଗିଛି। ଏବେ ଅଭିଯୁକ୍ତଙ୍କ ଆଇନଜୀବୀ ଏ.ପି.ସିଂଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଛନ୍ତି ଯେ, ପୀଡ଼ିତାଙ୍କୁ ତାଙ୍କ ଭାଇ ହତ୍ୟା କରିଛନ୍ତି। ଏବେ ଏହାକୁ…
Archives


