ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଆଲିଆ ଭ୍ରମଣ କରିବାକୁ ବହୁତ ଭଲ ପାଆନ୍ତି ଏବଂ ପ୍ରାୟତଃ ସେ ନିଜ ବ୍ୟସ୍ତବହୁଳ ସମୟରୁ ଛୁଟି ନେଇ ବୁଲିବାକୁ ବାହାରକୁ ଯାଆନ୍ତି। ରାଜସ୍ଥାନରେ ନୂଆ ବର୍ଷ ପାଳନ କରିବା ପରେ ଆଲିଆ ପୁଣି ବୁଲିବାକୁ ମାଳଦ୍ୱୀପରେ ପହଞ୍ଚିଛନ୍ତି। ଆଲିଆ ଏବେ ଶାହିନ ଭଟ୍ଟ, ଆକାଂକ୍ଷା ରଞ୍ଜନ କପୁର ଏବଂ ଅନୁଷ୍କା ରଂଜନ କପୁରଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ଇନଷ୍ଟାଗ୍ରାମରେ ନିଜର କିଛି ହଟ ଫଟୋ ଶେୟାର କରିଛନ୍ତି ଆଲିଆ। ଫଟୋ ସେ ବିକିନ୍‌ ପିନ୍ଧିଥିବା ନଜର ଆସିଛନ୍ତି। ଏବେ ଏହା ସୋସିଆଲ ମିଡିଆରେ ଫଟୋ ବହୁତ ଭାଇରାଲ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ରୋଡ ଟୁରେ ଆଲିଆ ଭଟ୍ଟଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା। ତାଙ୍କ ବ୍ୟତୀତ ଆଦିତ୍ୟ ରୟ କାପୁର ଏବଂ ସଞ୍ଜୟ ଦତ୍ତ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଫ୍ଲପ ହୋଇଥିଲା। ଆଲିଆ ଭଟ୍ଟ ଖୁବଶୀଘ୍ର ରଣବୀର କପୁର, ଅମିତାଭ ବଚ୍ଚନ ଏବଂ ମୌନି ରୟଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଏହା ବ୍ୟତୀତ ଆଲିଆଙ୍କୁ ଆର.ଆର. ରାଜାମୌଲିଙ୍କ ଆର୍‌ଆର୍‌ଆର୍‌ ଫିଲ୍ମରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ବିରୁଷ୍କାଙ୍କ ଥ୍ରୋ ବ୍ୟାକ୍‌ ଫଟୋ ଭାଇରାଲ

ମୁମ୍ବାଇ,୬।୭: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ସ୍ବାମୀ ତଥା ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ପ୍ରାୟ ସମୟରେ...

ପ୍ରବଳ ବର୍ଷାରେ ବିଲରେ ହଳ କରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତା

କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଫଳରେ ଅଭିନେତ୍ରୀ ଅଭିନେତାମାନେ ପରିବାର ସହ ସମୟ ବିତାଉଛନ୍ତି। କିଏ ସୋସିଆଲ ମିଡିଆରେ ନିଜକୁ ଆକ୍ଟିଭ୍‌...

ଚାଲିଗଲେ ଟ୍ରାଜେଡି କିଙ୍ଗ୍‌

ବଲିଉଡର ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ବୁଧବାର ସକାଳୁ ଦେହାନ୍ତ ହୋଇଛି। ସେ ଗତ କିଛି ଦିନ ହେବ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ୯୮...

ଅସୁସ୍ଥ ଅଛନ୍ତି କ୍ରିତି

ମୁମ୍ବାଇ: ବଲିଉଡ୍ ନାୟିକା କ୍ରିତି ଖରବନ୍ଦା ଏବେ ଅସୁସ୍ଥ ଥିବା ଜଣାପଡିଛି । ଅବଶ୍ୟ ଏକଥା ସେ ନିଜେ ଜଣାଇଛନ୍ତି । ଏଥିପାଇଁ ସେ ସୋସିଆଲ...

ମାଧୁରୀଙ୍କ ଭାଗ୍ୟ ବଦଳାଇଥିଲା ଫିଲ୍ମ ‘ତେଜାବ’, ପୂରଣ କଲା ୩୧ ବର୍ଷ

ଅଭିନେତା ଅନୀଲ କପୁର ଏବଂ ମାଧୁରୀ ଦୀକ୍ଷିତ ଅନେକ ସଫଳ ସିନେମାରେ ଏକତ୍ର କାମ କରିଛନ୍ତି। ଏମିତି ଏକ ସଫଳ ସିନେମା ହେଲା ‘ତେଜାବ’। ଏହି...

ବାର୍‌ହା ଆକ୍ରମଣର ଶିକାର ହେଲେ ଶାକିରା

କଲୋମ୍ବିଆ: ପପ୍‌ ଷ୍ଟାର ଶାକିରା ଇସାବେଲ୍‌ ମେବାରକ୍‌ ରିପୋଲ୍‌ ବାର୍‌ହା ଆକ୍ରମଣର ଶିକାର ହୋଇଛନ୍ତି। କଲୋମ୍ବିଆନ୍‌-ଲେବାନିଜ୍‌ ସିଙ୍ଗର ଶାକିରା ନିଜ ୮ ବର୍ଷର ପୁଅ ମିଲାନଙ୍କ...

ଉର୍ଫିଙ୍କଠାରୁ କମ୍‌ ସୁନ୍ଦର ନୁହନ୍ତି ତାଙ୍କ ମା’

ବମ୍ବେ: ବିଗ୍‌ବସ୍‌ ଓଟିଟି ଫେମ୍‌ ଉର୍ଫି ଜାଭେଦ ସର୍ବଦା ନିଜର ଅଜବ ଫ୍ୟାଶନକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ବେଳେବେଳେ ନିଜର ପୋଷାକ ଚୟନକୁ ନେଇ ତାଙ୍କୁ...

ପୂଜାଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡ୍‌ର ଭାଇଜାନ ସଲମାନ ଖାନ ଦର୍ଶକଙ୍କୁ ପୁଣି ଏକ ନୂଆ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି। ନିଜ ଆଗାମୀ ସିନେମା ‘କଭୀ ଇଦ କଭୀ ଦିୱାଲି’ର...

Advertisement
Archives

Model This Week