ବନ୍ଦୀ ଜୀବନ କାଟୁଛନ୍ତି ୨ କୁକୁଡ଼ା, ଜାଣନ୍ତୁ କାହିଁକି

ହାଇଦ୍ରାବାଦ,୭।୨: ଅପରାଧୀଙ୍କ ବଦଳରେ ଥାନା ହାଜତରେ ବନ୍ଦୀ ଜୀବନ କାଟୁଛନ୍ତି ୨ କୁକୁଡ଼ା। ଏହି ଘଟଣା ଉପରେ ବିଶ୍ୱାସ କରିବା ସହଜ ନୁହେଁ। ହେଲେ ଏହା ସତ। ସୂଚନା ଯୋଗ୍ୟ, ତେଲେଙ୍ଗାନାର କାମାମ ଜିଲା ମୁଦିଗୋଣ୍ଡା ଥାନାରେ ୨ଟି କୁକୁଡ଼ାକୁ ହାଜତରେ ତାଲା ପକାଇ ରଖାଯାଇଛି। ମକର ସଂକ୍ରାନ୍ତିର ଦିନ ଥାନା ସବ୍‌ଇନ୍ସପେକ୍ଟର ଟି. ନରେଶଙ୍କୁ ବନାପୁରମ ଗାଁରେ କୁକୁଡ଼ା ଖେଳ ହେଉଥିବା ସୂଚନା ମିଳିଥିଲା। ଏନେଇ ପୋଲିସ ଟିମ୍‌ ଘଟଣା ସ୍ଥଳରେ ଚଢ଼ାଉ କରି ୧୦ଜଣ ଯୁବକଙ୍କୁ ଗିରଫ କରିବା ସହ ୨ଟି କୁକୁଡ଼ାକୁ ଜବତ କରିଥିଲା। ଗିରଫ ଯୁବକମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିଲା। ତେବେ ଜାମିନ ପାଇ ୧୦ ଜଣ ଯୁବକ ଘରକୁ ଚାଲିଯାଇଥିବା ବେଳେ ଥାନା ହାଜତରେ ୨ଟି କୁକୁଡ଼ା ବନ୍ଦୀ ଜୀବନ କାଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ ବଞ୍ଚାଇପାରିଲେ ୧୯୭ ଏମ୍‌ପି

ନୂଆଦିଲ୍ଲୀ,୨୫ା୫(ପି.ଟି.): ୨୦୧୪ରେ ନିର୍ବାଚିତ ହୋଇଥିବା ଏମ୍‌ପିଙ୍କ ମଧ୍ୟରୁ ଏଥର ସାଧାରଣ ନିର୍ବାଚନରେ ୧୯୭ ଜଣ ନିଜ ଆସନ ବଞ୍ଚାଇପାରିଛନ୍ତି। ସେମାନଙ୍କ ମଧ୍ୟରେ ୨୭ ମହିଳା ଏମ୍‌ପି...

ତୁଷାରପାତ ପୂର୍ବରୁ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର, ପାକିସ୍ତାନ ସହ ହାତ ମିଳାଇଛି ଚାଇନା…

ଶ୍ରୀନଗର,୧୩।୧୧: ଜମ୍ମୁ-କଶ୍ମୀରରେ ଶୀତଦିନେ ହେଉଥିବା ତୁଷାରପାତ ସୁଯୋଗ ନେଇ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ ଷଡ଼ଯନ୍ତ୍ର ରଚିଛନ୍ତି। ଏନେଇ ପାକିସ୍ତାନ ସହିତ ଚାଇନା ହାତ ମିଳାଇଛି। ବରଫପାତ...

୨୦୨୦ରେ ହେବ ଜନଗଣନା: ୧ ଅପ୍ରେଲ୍‌ରୁ ସେପ୍ଟେମ୍ବର ୩୦ ମଧ୍ୟରେ ହେବ ତଥ୍ୟ ସଂଗ୍ରହ

ନୂଆଦିଲ୍ଲୀ,୩।୮: ଆସନ୍ତା ୨୦୨୦ରେ ଦେଶରେ ଜନଗଣନା କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ୧ ଏପ୍ରିଲ୍‌ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହା...

ମୁମ୍ବାଇରେ ବର୍ଷା ବିତ୍ପାତ: ୩୨ ମୃତ

ମୁମ୍ବାଇ, ୧୯।୭: ମୁମ୍ବାଇରେ ରାତି ସାରା ଲଗାଣ ବର୍ଷା ଯୋଗୁ ଭୂସ୍ଖଳନ ଘଟି କେତେକ ଘର ଭୁଶୁଡ଼ି ପଡ଼ିବାରୁ ୩୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବଜ୍ରପାତରେ...

ପ୍ରଥମଥର ବିମାନ ବନ୍ଦରରେ ହେଲା କରୋନା ଟେଷ୍ଟ

ନୂଆଦିଲ୍ଲୀ,୧୨ ।୯: କରୋନା ମହାମାରୀ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଏହାର ଟେଷ୍ଟିଂ ଉପରେ ଏବେ ଗୁରୁତ୍ୱ ଦିଆଯାଉଛି । ଦେଶର ସବୁ...

ଦିଲ୍ଲୀର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଟକ

ନୂଆଦିଲ୍ଲୀ,୧୭।୫: ରାଜଧାନୀ ଦିଲ୍ଲୀର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅନିଲ ଚୌଧୁରୀଙ୍କୁ ରବିବାର ପୋଲିସ ଅଟକ ରଖିଛି। ପୋଲିସର ସୂଚନା ଅନୁଯାୟୀ, ଅନିଲ ଦିଲ୍ଲୀରୁ ଶ୍ରମିକଙ୍କୁ ନିଜ...

ସର୍ଦ୍ଦାର ପଟେଲଙ୍କ ଅବଦାନ ସବୁବେଳେ ଦେଉଥିବ ପ୍ରେରଣା

ନୂଆଦିଲ୍ଲୀ, ୧୫।୧୨: ସ୍ବାଧୀନ ଭାରତ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୭୦ ତମ ପୁଣ୍ୟତିଥି ମଙ୍ଗଳବାର ପାଳିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ...

କୋଟିପତି ମହିଳା ସରପଞ୍ଚ, ପାଖରେ ୩୦ ଗାଡ଼ି-ବିଳାସପୂର୍ଣ୍ଣ ବଙ୍ଗଳା…

ଭୋପାଳ,୩୧।୮: ମଧ୍ୟପ୍ରଦେଶର ରେୱାସ୍ଥିତ ବୈଜନାଥ ଗାଁର ମହିଳା ସରପଞ୍ଚ ସୁଧା ସିଂଙ୍କ ଘରେ ମଙ୍ଗଳବାର କରାଯାଇଛି। ତାଙ୍କ ପାଖରେ ଏକ ଏକର ପରିମିତ ଅଞ୍ଚଳରେ ବିରାଟ...

Advertisement
Archives

Model This Week