Home Left

ଖୋଲିଲା ମନ୍ଦିର: ଠାକୁରଙ୍କୁ ଲାଗି ହେଲା ୩ ହଜାର କିଲୋ ସେଓ

ଅହମଦାବାଦ, ୧୩।୧୦: ଲକ୍‌ଡାଉନ୍‌ ପରେ ଗୁଜରାଟର ଅହମଦାବାଦରେ ସ୍ବାମୀ ନାରାୟଣ ମନ୍ଦିର ମଙ୍ଗଳବାର ଖୋଲିଛି। ମନ୍ଦିର ଖୋଲିବାର ପ୍ରଥମ ଦିନରେ ଠାକୁରଙ୍କୁ ୩ ହଜାର କିଲୋ ସେଓ ଲାଗି ହୋଇଛି। ଠାକୁରଙ୍କୁ ସେଓରେ ସଜାଇ ଦିଆଯାଇଛି। ଏବେ ଏହା ସୋସିଆଲ୍‌ ମିଡ଼ିଆରେ…

ରାମାୟଣ ଦେଖୁଛନ୍ତି ତୈମୁର!

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ଭାବେ ତୈମୁର ଅଲ୍ଲି ଖାଁ ଅନେକଙ୍କର ପସନ୍ଦ । ଖୁବ୍ ଛୋଟ ହେଲେ ବି ସେ ଅନ୍ୟମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ । ପିତା ତଥା ବଲିଉଡ୍ ନାୟକ ଶୈଫ ଅଲ୍ଲି ଖାଁ ଜଣେ ଭଲ…

ଶିବରାଜଙ୍କ ୧୪ ମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା କଂଗ୍ରେସ

ଭୋପାଳ, ୧୩।୧୦: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ପାଇଁ କଂଗ୍ରେସ ସଙ୍କଟ ସୃଷ୍ଟି କରିଛି। ଶିବରାଜଙ୍କ ୧୪ ଜଣ ମନ୍ତ୍ରୀଙ୍କ ବିରୋଧରେ ରାଜ୍ୟ କଂଗ୍ରେସ ପକ୍ଷରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଛି। ଏନେଇ କଂଗ୍ରେସ ନିର୍ବାଚନ ଆୟୋଗଙ୍କ…

ବରଗଡ଼ରୁ ୬୪ ନୂଆ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୭୬୦୮ରେ ପହଞ୍ଚିଲା

ବରଗଡ଼ ଅଫିସ,୧୩।୧୦: ବରଗଡ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଙ୍ଗଳବାର ଜିଲାରେ ପୁଣି ୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସୋହେଲା ବ୍ଲକର ୮, ଭେଡେନ ବ୍ଲକର ୬, ବରଗଡ଼ ପୌରାଞ୍ଚଳରେ ୧୦,…

ହାତୀ ଉପରେ ଯୋଗ କରୁଥିବା ବେଳେ ଖସି ପଡ଼ିଲେ ରାମଦେବ

ମଥୁରା, ୧୩।୧୦:  ଯୋଗଗୁରୁ ରାମଦେବଙ୍କ ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ରାମଦେବ ହାତୀ ଉପରେ ବସି ଯୋଗ କରୁଥିବାବେଳେ ଖସି ପଡୁଥିବା ଦେଖିବାକୁ ମିଳୁଛି। ଏହି ଭିଡ଼ିଓଟି ମଥୁରାର ରମଣରେତି ଆଶ୍ରମର ବୋଲି କୁହାଯାଉଛି।…

ମା’ ହେବାକୁ ଯାଉଛନ୍ତି ଶାହିଦଙ୍କ ପୂର୍ବତନ ପ୍ରେମିକା

ଶାହିଦ କପୁରଙ୍କ ପୂର୍ବତନ ପ୍ରେମିକା କୁହାଯାଉଥିବା ଅମୃତା ରାଓ ବିବାହ ପରଠାରୁ ନିଜ ରିୟଲ ଲାଇଫ୍‌କୁ ଫିଲ୍ମ ତଥା ଗ୍ଲାମର ଦୁନିଆଠାରୁ ସବୁବେଳେ ଦୂରେଇ ରଖିଛନ୍ତି। ହେଲେ ଏବେ ‘ବିବାହ’ ଅଭିନେତ୍ରୀ ଅମୃତା ଚର୍ଚ୍ଚାକୁ ଆସିଛନ୍ତ। ଏହାର କାରଣ ହେଉଛି ସେ…

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ

ଦିଗପହଣ୍ଡି,୧୩।୧୦(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଦୁଇଦିନ ହେଲା ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ଯୋଗୁ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ପଞ୍ଚାୟତ ବଉଳଘାଇ ଗ୍ରାମର ସିନ୍ଧୁ ସ୍ବାଇଁଙ୍କ ଘରକାନ୍ଥ ମଙ୍ଗଳବାର ସକାଳେ ଭୁଶୁଡି…

ବାହୁଦା ନଦୀରେ ବନ୍ୟାଜଳ: ବିପଦ ଘେରରେ ୮ ଗାଁ

ଦିଗପହଣ୍ଡି,୧୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବାହୁଦା ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଛି। ଏ ନେଇ ଦିଗପହଣ୍ଡି ବ୍ଲକ ଅଧୀନ ଚୌଧୁରୀ ଟିକରପଡ଼ା, ବଜ୍ରଗୁମ୍ମା, ଢେପାପେଣ୍ଠ, ସମାସୀଙ୍ଗି ଶାସନ, ଧାନ୍ୟରାଶି, ପତ୍ରଚୁଡି ସମେତ ଚିକିଟି ବ୍ଳକର ନୂଆପଡ଼ା, ପୁହୁଣ୍ଡି ପ୍ରଭୃତି ଗ୍ରାମ ବିପଦ ଘେରରେ…

ଘୋଡାହାଡ ଡ୍ୟାମରେ ଜଳପତ୍ତନ ବିପଦ ସଙ୍କେତ ନିକଟତର: ଅଞ୍ଚଳରେ ୮୩ ମି.ମି. ବର୍ଷା

ଦିଗପହଣ୍ଡି,୧୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଘୋଡାହାଡ ଡ୍ୟାମରେ ଜଳପତ୍ତନ ବିପଦ ସଙ୍କେତ ନିକଟତର ରହିଛି। ଡ୍ୟାମର ଜଳଧାରଣା କ୍ଷମତା ୧୧୭.୮୦ ମିଟର ଥିବା ବେଳେ ମଙ୍ଗଳବାର ସକାଳ ୬ ଟା ସୁଦ୍ଧା ଜଳପତ୍ତନ ୧୧୫.୨୦ ମିଟରରେ ପହଞ୍ଚିଛି। ଗତ ୨୪…

ପୁରା ଟଙ୍କା ନ ମିଳିବାରୁ ଅଧା ମେକ୍‌ଅପ୍‌ରେ ଶୁଟିଂ ସେଟ୍‌ରେ ପହଞ୍ଚିଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସବୁଠାରୁ ମଜାଳିଆ କଳାକାରଙ୍କ କଥା କୁହାଗଲେ ସର୍ବପ୍ରଥମ ନାମ ଆସିଥାଏ କିଶୋର କୁମାରଙ୍କର। ତାଙ୍କ ସମୟରେ କିଶୋରଙ୍କୁ ସବୁଠାରୁ ବିନ୍ଦାଶ୍‌ ବ୍ୟକ୍ତି ବୋଲି କୁହାଯାଉଥିଲା। ତେବେ କିଶୋର ସଂଗୀତରେ କ୍ୟାରିୟର କରିବାକୁ ଚାହୁଁଥିଲେ। କିନ୍ତୁ ସେ ଅଭିନୟ କରନ୍ତୁ…

ତୁହାକୁ ତୁହା ବର୍ଷାରେ ବେହାଲ ଗଞ୍ଜାମ ସହର

ଗଞ୍ଜାମ,୧୩।୧୦(ଡି.ଏନ୍‌.ଏ.): ଦୁଇଦିନ ହେଲା ଲଘୁଚାପ ଜନିତ ତୁହାକୁ ତୁହା ବର୍ଷାରେ ଗଞ୍ଜାମ ସହର ବେହାଲ ହୋଇପଡିଛି। ଏହା ଦ୍ୱାରା ଲୋକେ ଘରୁ ବାହାରକୁ ବାହାରି ପାରୁ ନ ଥିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ବିଶେଷ କରି ଏହି ବର୍ଷା…

କୋଇଲା ମାଫିଆଙ୍କ ସମ୍ପର୍କରେ ପୋଲିସକୁ ଦେଉଥିଲେ ତଥ୍ୟ: କାର ଜାଳିଦେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ,୧୩।୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଇଚ୍ଛାପୁର ପରିବିନ୍ଧା ମାରାପୁର ଗାଁରେ ଏକ କାର୍‌କୁ ଦୁର୍ବୃତ୍ତ ଜାଳିଦେଇଛନ୍ତି। କାର୍‌ ମାଲିକ ପ୍ରତାପ ବେହେରା ପୋଲିସକୁ କୋଇଲା ମାଫିଆଙ୍କ ସମ୍ପର୍କରେ ସୂଚନା ଦେଉଥିବା ସନ୍ଦେହକରି ସେମାନେ ଏଭଳି କାଣ୍ଡ ଘଟାଇଛନ୍ତି। ସୂଚନାଯୋଗ୍ୟ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri